ସମ୍ବଲପୁରରେ ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଜନଶୁଣାଣି ପାଇଁ ଲୋକାରଣ୍ୟ ହୋଇ ଉଠିଥିଲା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସର। କାରଣ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ପାଇଁ କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି…

କାହିଁକି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ?

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ନୁହେଁ ସମ୍ବଲପୁରରେ ଜନଶୁଣାଣି । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ୧୦ ଜଣ ମନ୍ତ୍ରୀ, ବିଭାଗୀୟ ସଚିବ ଓ ପଦାଧିକାରୀ ପହଞ୍ଚିଥିଲେ ।…

ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳର ହେବ କଲ୍ ରେକର୍ଡ ଯାଞ୍ଚ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ନବଦାସ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳ ଦାସର ହେବ କଲ୍ ରେକର୍ଡ ଯାଞ୍ଚ । ହତ୍ୟା କାଣ୍ଡର ଦୁଇ ମାସ ପୂର୍ବରୁ କେଉଁ ମାନଙ୍କ ସହ କଲ୍ ରେ…

ଜଳୁଛି ପଶ୍ଚିମ ଓଡ଼ିଶା; ଝାରସୁଗୁଡାରେ ତାପମାତ୍ରା ୪୪.୮°

ଭୁବନେଶ୍ୱର: ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା। ସୋମବାର ଦିନ ୨.୩୦ଟା ସୁଦ୍ଧା ଝାରସୁଗୁଡାରେ ପାରଦ ୪୪.୮° ସେଲସିୟସକୁ ବୃଦ୍ଧି ପାଇଥିଲା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା…

ସନ୍ତୁଳିତ ରାଷ୍ଟ୍ରଗଠନ ପାଇଁ ୱାକଫ ବିଲରେ ସଂଶୋଧନ ଆବଶ୍ୟକତା ଥିଲା:…

_ୱାକଫ ସୁଧାର ଜନଜାଗରଣ ଅଭିଯାନ କର୍ମଶାଳା_ *ସନ୍ତୁଳିତ ରାଷ୍ଟ୍ରଗଠନ ପାଇଁ ୱାକଫ ବିଲରେ ସଂଶୋଧନ ଆବଶ୍ୟକତା ଥିଲା: ଦୁଶ୍ୟନ୍ତ ଗୌତମ*  ଏହି ବିଲ୍ ପାରିତ ହେବା ଫଳରେ ୱାକଫ…

ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ପ୍ରାୟ ୧୨୦ କୋଟିରୁ ଅଧିକ…

କେନ୍ଦ୍ରୀୟ ବିଦ୍ୟାଳୟ ଟିଟିଲାଗଡ଼ ଓ ପାଟଣାଗଡ଼ର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ ଏବଂ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ *ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ପ୍ରାୟ ୧୨୦…

ବିଶ୍ୱରେ ପ୍ରଥମ: ମାରାଥନରେ ମଣିଷ ସହିତ ଦୌଡୁଛି ରୋବୋଟ୍ , ଜାଣନ୍ତୁ କିଏ…

ନୂଆଦିଲ୍ଲୀ: ବିଶ୍ୱରେ ପ୍ରଥମଥର ପାଇଁ ଏପରି ଦୌଡ଼ ଚୀନ୍‌ରେ ଦେଖିବାକୁ ମିଳିଛି; ଯେଉଁଥିରେ ମଣିଷ ସହିତ ରୋବୋଟମାନଙ୍କୁ ମଧ୍ୟ ଦୌଡୁଥିବାର ଦେଖାଯାଇଥିଲା। ଶନିବାର ଦିନ ଚୀନ୍ ବିଶ୍ୱର…

ରାଜ୍ୟ କ୍ରୀଡାକୁ ନେଇ ବଡ ଘୋଷଣା; ସମସ୍ତ ଜିଲ୍ଲାରେ ଖୋଲିଲା ୩୦ଟି ଖେଲୋ…

ଭୁବନେଶ୍ବର: ୩୦ ଜିଲ୍ଲାର ସ୍କୁଲରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର। ଯେଉଁଠି ସେଣ୍ଟର ହୋଇଛି ପୂର୍ବରୁ ସେଠାରେ ଭିତ୍ତିଭୂମି ରହିଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା…

ପୁଣି ଭାରତକୁ ଆସିବ ୮ ଚିତା; ଆସନ୍ତା ମେ’ରେ ପ୍ରଥମ ପର୍ଯ୍ୟାୟରେ ଆସିବେ ୪

ଭୋପାଳ: ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକାର ବୋତସୱାନାରୁ ଆଠଟି ଚିତା ଦୁଇଟି ପର୍ଯ୍ୟାୟରେ ଭାରତର ମଧ୍ୟପ୍ରଦେଶକୁ ଅଣାଯିବ। ମେ ମାସରେ ଚାରୋଟି ଚିତାବାଘ ଆସିବ, ତା’ପରେ ଆଉ ଚାରୋଟି…

ଭୂସ୍ଖଳନରେ ୩ ମୃତ, ୧୦୦ ଉଦ୍ଧାର ;ଜାତୀୟ ରାଜପଥ ବନ୍ଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରାମବନ ଅଞ୍ଚଳରେ କୁଆପଥର ବର୍ଷା ସହ ଭୂସ୍ଖଳନ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ୧୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ…