କିନ୍ନର ଅଖାଡାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀରୁ ସାଧ୍ୱୀ ହୋଇଥିବା ମମତା କୁଲକର୍ଣ୍ଣିଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇଛନ୍ତି ମମତା…

ସାବଧାନ୍! ଇ-କେଓ୍ବାଇସି ନକଲେ କଟିବ ରାସନକାର୍ଡ

ଭୁବନେଶ୍ବର: ରାଜ୍ୟରେ ଏବେ ରାସନକାର୍ଡରେ ଇ-କେଓ୍ବାଇସି ଚାଲିଥିବା ବେଳେ ଏବେ ବି ଅନେକ ହିତାଧିକାରୀ ନିଜର ଇ-କେଓ୍ବାଇସି ଅପଡେଟ୍ କରିନଥିବା ଜଣାପଡିଛି । ଏନେଇ ଯୋଗାଣ ବିଭାଗ…

FIH ପ୍ରୋ ଲିଗ୍: ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ସ୍ପେନର ଉଭୟ…

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଅତିଥି ଦଳମାନେ ଭୁବନେଶ୍ବର ପହଞ୍ଚୁଛନ୍ତି । ଆଜି (ସୋମବାର)  ସ୍ପେନର ଉଭୟ ପୁରୁଷ ଏବଂ ମହିଳା ଦଳ ଓଡ଼ିଶାର ଭୁବନେଶ୍ୱରର ବିଜୁ…

ଦିଲ୍ଲୀ ହାରିବା ପରେ ଏବେ ଆପକୁ ଘାରିଛି ପଞ୍ଜାବ ଚିନ୍ତା

ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କ ହାତରୁ ଖସିଯାଇଛି ଦିଲ୍ଲୀ ଶାସନ । ଯାହା କେବେ କେଜ୍ରିଓ୍ବାଲ କଳ୍ପନା ବି କରିନଥିଲେ, ଦିଲ୍ଲୀବାସୀ ତାହା କରିକି ଦେଖାଇଛନ୍ତି । ଚତୁର୍ଥ ଥର ପାଇଁ…

ଆନ୍ତଃରାଜ୍ୟ ସାଇବର ଠକ ଗିରଫ, ନଗଦ ୨ ଲକ୍ଷ ଟଙ୍କା ଜବତ

କୋରାପୁଟ: ସୋମବାର କୋରାପୁଟ ସାଇବର ପୋଲିସ ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରିଛି । ଏହା ସହ ତା ନିକଟରୁ ନଗଦ ୨ ଲକ୍ଷ ଟଙ୍କା, ୧୦ ଟି ଚେକ୍‌ ବୁକ୍‌ ଓ ଗୋଟିଏ ମୋବାଇଲ ଜବତ…

ଷଣ୍ଢ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ସୋମବାର ଦିନ ଏକ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସହରର ମଞ୍ଚେଶ୍ୱର ଥାନା ଅଧୀନସ୍ଥ ବାରିମୁଣ୍ଡା ଅଞ୍ଚଳରେ ଏହି ଘଟଣା…

କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ରେସରେ ୫ ନେତା…

ନୂଆଦିଲ୍ଲୀ: ୨୭ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ କ୍ଷମତାକୁ ଫେରିପାରିଛି। ଆମ ଆଦମୀ ପାର୍ଟି ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ବିଜେପି…

ବାରବାଟୀରେ ରୋହିତଙ୍କ କୀର୍ତିମାନ

କଟକ: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି ।…

ମୋଟିଭେସନାଲ ଟକକୁ ବକବାସ୍ କହିଲେ ସଲମାନ…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ପୁତୁରା ଅରହାନ ଖାନଙ୍କ ସହ ଏକ ପଡକାଷ୍ଟରେ ନଜର ଆସିଛନ୍ତି। ଏଠାରେ ସେ ନିଜ ଜୀବନର ଅଭିଜ୍ଞତା ବାଣ୍ଟିଥିଲେ। ଏହି ପଡକାଷ୍ଟରେ…

ଯିବାର ସମୟ ହୋଇଗଲା; ଅମିତାଭଙ୍କ ପୋଷ୍ଟ ଦେଖି ଚିନ୍ତାରେ ଫ୍ୟାନ୍ସ…

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ। ନିକଟରେ ସେ ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ। ଯାହାକୁ ନେଇ ଚିନ୍ତାରେ ଫ୍ୟାନ୍ସ। ସୋସିଆଲ…