ପୁଣି ଏକ ଭୂତ ସିନେମା ସହ ଖିଲାଡି ଭାଇ..ସାମ୍ନାକୁ ଆସିଲା ନୂଆ ପୋଷ୍ଟର

ମୁମ୍ବାଇ: ୧୪ ବର୍ଷ ପରେ ପୁଣି ଏକ ହରର କମିକ୍ ସିନେମାରେ ନଜର ଆସିବେ ବଲିଉଡ ଖିଲାଡି ଭାଇ ଅକ୍ଷୟ କୁମାର । ଆସନ୍ତା ବର୍ଷ ୨୦୨୫ରେ  ରିଲିଜ୍ ହେବାକୁ ଥିବା ସିନେମା ‘ଭୂତ ବଙ୍ଗଲା’ର…

ଆଗଧାଡିରେ ଦେବେନ୍ଦ୍ର ଫଡନାବିସ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାୟୁତି ବିଜୟର ସାରଥି ଦେବେନ୍ଦ୍ର ଫଡନାବିସ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପସନ୍ଦ ଫଡନାବିସଙ୍କୁ ମହାରାଷ୍ଟ୍ର ବିଜୟର ମ୍ୟାନ ଅଫ୍ ଦି ମ୍ୟାଚ…

୧୨ ଲକ୍ଷ ଦେବାକୁ କହି ୩୯ ହଜାର ଟଙ୍କାର କୁକୁଡା ଖାଇଗଲେ ବ୍ୟାଙ୍କ…

ବିଲାସପୁର: ୧୨ ଲକ୍ଷ ଦେବାକୁ କହି ୩୯ ହଜାର ଟଙ୍କାର କୁକୁଡା ଖାଇଗଲେ। ଛତିଶଗଡର ବିଲାସପୁର ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ କୁକୁଡ଼ା ଫାର୍ମ ପରିଚାଳକ ଏସବିଆଇ…

ମହାକାଶରେ ଏମିତି ପିଅନ୍ତି ଜୁସ୍, ଭର୍ଚୁଆଲ୍ ମାଧ୍ୟମରେ ବୁଝାଇଲେ…

ନୂଆଦିଲ୍ଲୀ: ମହାକାଶଚାରୀମାନେ ମହାକାଶରେ କିପରି ଜୀବନ ବିତାନ୍ତି, ସେ ସମ୍ବନ୍ଧରେ ଲୋକଙ୍କ ମନରେ ଉଠିଥାଏ ଅନେକ ପ୍ରଶ୍ନ। ମହାକାଶଚାରୀଙ୍କ ସମ୍ପର୍କିତ ଭିଡିଓଗୁଡିକ ସ୍ପେସ୍ ଏଜେନ୍ସି…

ମିଶନ ଶକ୍ତି ମହିଳାଙ୍କ ଧାରଣା: ପ୍ରଭାତୀ କହିଲେ,‘ କାହା କଥାରେ ପଡି…

ଭୁବନେଶ୍ବର: ବକେୟା ଦରମା ପ୍ରସଙ୍ଗ ନେଇ ମିଶନ ଶକ୍ତି ମହିଳାଙ୍କ ଧାରଣାରେ ବିଜେଡି ନେତାଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ…

ଆଜିଠୁ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ: ମଇଦାନରେ ୨୯ ଦେଶର ୩୦୦ରୁ ଅଧିକ…

କଟକ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଡବ୍ଲ୍ୟୁଏଫ୍‌ ସୁପର ୧୦୦ ଓଡ଼ିଶା ମାଷ୍ଟର୍ସ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ୩ୟ ସଂସ୍କରଣ । କଟକର ଜବାହରଲାଲ୍‌ ନେହେରୁ…

ପଣ୍ୟ କାରବାରରେ ରେକର୍ଡ କଲା ପାରାଦ୍ୱୀପ ବନ୍ଦର

ପାରାଦୀପ: ପାରାଦୀପ ବନ୍ଦରରେ ରେକର୍ଡ ଭାଙ୍ଗିଲା ପଣ୍ୟ କାରବାର। ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ପୁଣି ରେକର୍ଡ କରିଛି ପାରାଦ୍ୱୀପ ବନ୍ଦର l ଲଗାତର ୮ ବର୍ଷ…

ଏଣିକି ଯାତାୟାତ ହେବ ଆହୁରି ସରଳ, ଭୁବନେଶ୍ୱର ରାଜରାସ୍ତାରେ ଗଡ଼ିବ ଏହି…

ଭୁବନେଶ୍ୱର: ଏଣିକି ଯାତାୟାତ ହେବ ଆହୁରି ସରଳ l ବସ ଭିଡକୁ ନେଇ ଏବେ ଆଉ ହନ୍ତସନ୍ତ ହେବେନି ଯାତ୍ରୀ l କାରଣ ଖୁବଶୀଘ୍ର ଭୁବନେଶ୍ୱରରେ ଚାଲିବାକୁ ଯାଉଛି ଡବଲ୍ ଡେକର୍ ଇ-ବସ୍ l ଡବଲ୍…

୩ ଶ୍ରମିକଙ୍କ ଉପରେ ମାଡିଗଲା ଯାତ୍ରାବାହି ବସ୍

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଗାଁ ନିକଟରେ ଅଘଟଣ । ୫୩ ନମ୍ବର ଜାତୀୟ ରାଜପଥର ୩ ଜଣ ଶ୍ରମିକଙ୍କ ଉପରେ ଏକ ବସ୍ ଚଢିଯାଇଛି । ଫଳରେ ତିନି…

ରାଜନୈତିକ ଦଳ ପାଇଁ ରଣନୀତି ପ୍ରସ୍ତୁତ କରନ୍ତି ଏହି ସବୁ କମ୍ପାନୀ,…

ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା କମ୍ପାନୀଗୁଡିକ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ବାସ୍ତବରେ, ରାଜନୈତିକ ଦଳଗୁଡିକ…