ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ଭିତରେ ପୁରୀ ସହର
ପୁରୀ: ରାତି ପାହିଲେ ପୁରୀ ଆସିବେ ମହାମହୀମ ରାଷ୍ଟ୍ରପତି । ସେଥିପାଇଁ ସମଗ୍ର ଶ୍ରୀକ୍ଷେତ୍ରକୁ ସୁରକ୍ଷା ବଳୟରେ ରଖାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା…
ବାଂଲାଦେଶରେ ‘ୟୁନୁସ’ ଫର୍ମୁଲା ଫେଲ୍ !
ନୂଆଦିଲ୍ଲୀ: କଟ୍ଟରପନ୍ଥୀଙ୍କ ହାତରେ କଣ୍ଢେଇ ସାଜିଛନ୍ତି ମହମ୍ମଦ ୟୁନୁସ ! କ୍ଷମତା ବଦଳର ୪ମାସ ପରେ ବି ଅଶାନ୍ତ ବାଂଲାଦେଶ । ରାଜନୈତିକ ହଟଚମଟ ମଧ୍ୟରେ ଗତ ଅଗଷ୍ଟରେ…
ଆଡିଲେଡ ଦିବାରାତ୍ର ଟେଷ୍ଟ: ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ
ଆଡିଲେଡ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଖେଳାଯିବ । ଦିବାରାତ୍ର ଏବଂ ଗୋଲାପୀ ବଲରେ ଏହା ଖେଳାଯିବାକୁ ଥିବାରୁ ଦର୍ଶକଙ୍କ…
ଦଳ ପାଇଁ ରୋହିତଙ୍କୁ ଓପନିଂ ସ୍ଥାନ ଛାଡିବାକୁ ପଡିବ
ଆଡିଲେଡ: ଭାରତୀୟ କ୍ରିକେଟ ଟିମ ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଡିଲେଡରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ପର୍ଥରେ ଖେଳାଯାଇଥିବା ପ୍ରଥମ…
ବଢିବ ନୌସେନା ଶକ୍ତି: ଫ୍ରାନ୍ସ ଠାରୁ ୨୬ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ…
ନୂଆଦିଲ୍ଲୀ: ବଢିବ ନୌସେନା ଶକ୍ତି। ଫ୍ରାନ୍ସ ଠାରୁ ୨୬ଟି ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ। ଏଥିପାଇଁ କଥାବାର୍ତ୍ତା ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି…
ସଂସଦରେ ‘ଦ ସାବରମତି ରିପୋର୍ଟ’ର ସ୍ପେଶାଲ୍ ସ୍କ୍ରିନିଂ
ନୂଆଦିଲ୍ଲୀ: ସଂସଦର ବାଲୟୋଗୀ ଅଡିଟୋରିୟମରେ ‘ଦ ସାବରମତି ରିପୋର୍ଟ’ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ…
ସ୍ତ୍ରୀର ସାହାସକୁ ସଲାମ, ସ୍ଵାମୀକୁ ବାଘ ମୁହଁରୁ ଛଡାଇ ଆଣିଲା
ତେଲେଙ୍ଗାନା: ଜଣେ ମହିଳାଙ୍କ ସାହସିକତା ଯୋଗୁଁ ସ୍ଵାମୀଙ୍କ ବଞ୍ଚିଗଲା ଜୀବନ । ଗତ ଶନିବାର ତେଲେଙ୍ଗାନାର କୁମୁରାମ ଭୀମ ଆସିଫାବାଦ ଜିଲ୍ଲାରେ ବାଘ ଆକ୍ରମଣରେ ଜଣେ କୃଷକ ଆହତ…
୪୦ ଟଙ୍କା ପାର ହେଲା ଆଳୁ; ଟ୍ୱିନ୍ ସିଟିରେ ଯୋଗାଣ ବିଭାଗର ଚଢ଼ାଉ
ଭୁବନେଶ୍ବର: ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ଦେବାକୁ ମନା କରିଦେବାପରେ ଏବେଠୁ ରାଜ୍ୟରେ ପୁଣି ଆଳୁ ଚଢା ଦରରେ ବିକ୍ରି ହେବା ଆରମ୍ଭ ହୋଇଯାଇଛି । ୪୦ ଟଙ୍କା ଆଳୁ ଦର ଟପିବା ନେଇ…
୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି; ସାମ୍ନାକୁ ଆସିଲା ଓଡ଼ିଶା…
ଭୁବନେଶ୍ବର: ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ୩ ତାରିଖରୁ ୭ ତାରିଖ ଯାଏଁ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ବିଭିନ୍ନ…
ବିଧାନସଭାରେ ‘ଆଳୁ’ ଝଡ଼
ଭୁବନେଶ୍ବର: ୩ମାସ ପରେ ଫେରିଲା ଆଳୁ ସଂକଟ । ସପ୍ତାହରେ ବଢିଲା ୩୦ଟଙ୍କା । ଆଳୁ କିଲୋ ୬୦ପାର । ଆଳୁ ମହରଗକୁ ନେଇ ରାଜନୀତି ଜୋରଦାର । ଗତ ୪ଦିନ ହେଲା ରାଜ୍ୟରେ ଆଳୁ ଦର ବଢିଥିବା…