ଚୀନ୍-ପାକିସ୍ତାନର ବଢିବ ଟେନସନ, ଭାରତରେ ତିଆରି ହେବ ଆମେରିକାର ବିପଜ୍ଜନକ…
ନୂଆଦିଲ୍ଲୀ: ଏଣିକି ପଡୋଶୀ ଦେଶ ଚୀନ ଏବଂ ପାକିସ୍ତାନର ବଢିବ ଟେନସନ। କାରଣ ଆମେରିକା ଠାରୁ ୭୩,୦୦୦ ଅତିରିକ୍ତ ସିଗ୍ ସୌର୍ ଆକ୍ରମଣକାରୀ ରାଇଫଲ କିଣିବାକୁ ଭାରତ ନିର୍ଦ୍ଦେଶ ଦେଇଛି।…
ଜେଲରେ ଥାଇ ବିଳାପୂର୍ଣ୍ଣ ଜୀବନ ବିତାଉଛନ୍ତି ଲରେନ୍ସ, ପରିବାରଲୋକେ…
ନୂଆଦିଲ୍ଲୀ: ବାବା ସିଦ୍ଦିକିଙ୍କ ହତ୍ୟା ପରଠାରୁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ନାମ ଚର୍ଚ୍ଚାରେ ରହିଆସୁଛି । ଅପରାଧ ଦୁନିଆରେ ଲରେନ୍ସ ବିଷ୍ଣୋଇ ନିଜର ଏକ ସ୍ବତନ୍ତ୍ର ନାଁ…
ଇତିହାସର ପୁସ୍ତକରେ ‘ଜେଟ୍ ଏୟାରୱେଜ’
ନୂଆଦିଲ୍ଲୀ: ଇତିହାସ ପାଲଟିଗଲା ‘ଜେଟ୍ ଏୟାରୱେଜ’। ଶେଷ ହେଲା ‘ଜେଟ୍ ଏୟାରୱେଜ’ର ଯାତ୍ରା। ସବୁଦିନ ପାଇଁ ବନ୍ଦ ହୋଇଗଲା ସଙ୍କଟରେ ଜୁଝି ହେଉଥିବା ଏୟାରଲାଇନ ‘ଜେଟ୍ ଏୟାରୱେଜ’। ଜେଟ୍…
ରଣଜୀ କ୍ରିକେଟରେ ଇତିହାସ ରଚିଲେ ଜଲଜ ସକ୍ସେନା
ନୂଆଦିଲ୍ଲୀ: ରଣଜୀ ଟ୍ରଫି କ୍ରିକେଟରେ କେରଳର ଜଲଜ ସକ୍ସେନା ଇତିହାସ ରଚିଛନ୍ତି । ସେ ପ୍ରଥମ ଖେଳାଳି ରଣଜୀରେ ୬୦୦୦ ରନ ଓ ୪୦୦ ୱିକେଟ ଅକ୍ତିଆର କରିଛନ୍ତି । ଉତରପ୍ରଦେଶ ବିପକ୍ଷ…
ରୋହିତଙ୍କ ସ୍ଥାନରେ କିଏ ଖେଳିବେ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ-ଭାରତ ବର୍ଡର ଗାଭାସ୍କର ଟ୍ରଫି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ରିପୋର୍ଟ ମୁତାବକ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟରେ ଖେଳିବା…
ପ୍ରଥମଥର ପାଇଁ ସାଉଦି ଆରବରେ ରିଲିଜ ହେଲା ବ୍ଳକବଷ୍ଟର ଫିଲ୍ମ ‘ଭୀର ଜାରା’
ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନ ଏବଂ ପ୍ରୀତି ଜିଣ୍ଟା ଅଭିନୀତ ବ୍ଳକବଷ୍ଟର ଫିଲ୍ମ ‘ଭୀର ଜାରା’କୁ ଇତି ମଧ୍ୟରେ 20 ବର୍ଷ ପୁରିଛି l ତଥାପି ଏବେବି ଲୋକଙ୍କ ମଧ୍ୟରେ ଜୀବିତ ହୋଇ…
ସଲମାନଙ୍କ ପରେ ନିଶାନାରେ ଶାହରୁଖ, ଫୋନରେ ମିଳିଲା ହତ୍ୟା ଧମକ
ନୂଆଦିଲ୍ଲୀ: ଏବେ ଯେମିତି ଦେଶରେ ହତ୍ୟା ଧମକ ଟ୍ରେଣ୍ଡ କରୁଛି । ଜୀବନ ନେଇଯିବା ଏବେ ଯେମିତି ପିଲାଙ୍କ ଖେଳ ପାଲଟିଛି । ସେ ବଲିଉଡ ସୁପରଷ୍ଟାର ହୁଅନ୍ତୁ କି ରାଜନେତା କିମ୍ବା…
ଏଣିକି ଦୁଆର ମୁହଁରେ ମିଳିବ ନ୍ୟାୟ, ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ
ଭୁବନେଶ୍ବର: ଏଣିକି ରାଜ୍ୟର ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ । ଲୋକଙ୍କ ଘର ପାଖରେ ପହଞ୍ଚିବ ନ୍ୟାୟାଳୟ । ଏହା ଦ୍ବାରା ‘ଜଷ୍ଟିସ୍ ଆଟ ଡୋର ଷ୍ଟେପ୍’ ପଦକ୍ଷେପରେ ଏହା ପ୍ରମୁଖ…
ବାହାଘର ଖର୍ଚ୍ଚକୁ ଆଶ୍ବସ୍ତି, କମିଲା ସୁନା ଦର
ଭୁବନେଶ୍ବର: ବାହାଘର ସିଜିନ୍ ପାଖେଇ ଆସୁଥିବା ବେଳେ ସୁନା ବଜାରରେ ନିଆଁ ଗ୍ରାହକଙ୍କୁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ବାଧୁଥିଲା । ସୁନାର ଦର ଦେଖି ଗ୍ରାହକ ଚିନ୍ତାରେ ଥିବା ବେଳେ…
ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ERSS ଟିମ
ଯାଜପୁର : ଯାଜପୁର ଟାଉନ୍ ଗଣେଶ୍ୱରପୁର ରୋଡ୍ ନିକଟରେ ଜଣେ ନାବାଳିକା ସାଇକେଲରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଅଚେତ ହୋଇ ରାସ୍ତା କଡରେ ପଡି ରହିଥିଲେ। ଘଟଣା ସମ୍ପର୍କରେ…