ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି
କଟକ: କଂଗ୍ରେସ ନେତା ମହମ୍ମଦ ମୋକିମ୍ ଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି ।!-->…
ଝିଅ ହେଲେ ସରକାରଙ୍କ ତରଫରୁ ମିଳିବ ୩୫ହଜାର ଟଙ୍କା, କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ଝିଅ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ପ୍ରକାରର ଯୋଜନା କାର୍ଯ୍ୟକାରୀ ହୋଇଛି । ଏହି ଯୋଜନାଗୁଡିକର ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କୁ ଭଲ!-->…
ଭାରତୀୟ ବ୍ୟାଙ୍କକୁ ସାଇବର ଭୟ; ଆଲର୍ଟ ଜାରି କଲା ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ: ଭାରତରେ ବଢୁଥିବା ସାଇବର ଆକ୍ରମଣକୁ ନଜରରେ ରଖି ଭାରତୀୟ ବ୍ୟାଙ୍କ ଗୁଡିକପାଇଁ ଆଲର୍ଟ ଜାରି କରିଛି ରିଜର୍ଭ ବ୍ୟାଙ୍କ । ଆଗାମୀ ଦିନରେ କେତେକ ଭାରତୀୟ ବ୍ୟାଙ୍କ ଉପରେ!-->…
ନିର୍ବାଚନ ପାଇଁ ଡିଜି କ୍ୟାମ୍ପ ଅଫିସରେ ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ…
ଭୁବନେଶ୍ବର: ଆଗାମୀ ନିର୍ବାଚନ ପାଇଁ ଡିଜି କ୍ୟାମ୍ପ୍ ଅଫିସରେ ଓଡିଶା ପୋଲିସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୈଠକ!-->…
ଶସ୍ତା ହେଲା ଆଇ ଫୋନ; ହୋଲିରେ ପାଆନ୍ତୁ ସ୍ମାର୍ଟଫୋନ୍ ରେ ଆକର୍ଷଣୀୟ…
ହୋଲି ଅବସରରେ ଉପଭୋକ୍ତାମାନଙ୍କ ପାଇଁ ଚମତ୍କାର ସ୍ମାର୍ଟଫୋନ୍ ହୋଲି ଷ୍ଟୋର୍ ନେଇ ଆସିଛି ଆମାଜନ ଇଣ୍ଡିଆ। ଏହି ବମ୍ପର ସେଲ୍ରେ ଆପଣ ସମସ୍ତ ବର୍ଗର ସ୍ମାର୍ଟଫୋନ୍ ଆକର୍ଷଣୀୟ!-->…
ନିର୍ବାଚନ କମିସନଙ୍କ ଘୋଷଣାକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ
ମୋଦୀଙ୍କ କଲ୍ୟାଣକାରୀ ଯୋଜନା ଆଧାରରେ ଜନତାଙ୍କ ଆସ୍ଥାଭାଜନ ହେବୁ - ଧର୍ମେନ୍ଦ୍ର ପ୍ରଧାନ
• ଦେଶର ଜନସାଧାରଣ ଓ ସମସ୍ତ ରାଜନୈତିକ ଦଳ ମାନଙ୍କୁ ଶୁଭେଚ୍ଛା ଜଣାଇଲେ!-->!-->!-->…
ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ; ତାରିଖ ଘୋଷିତ
ଭୁବନେଶ୍ୱର: ବାଜିଲା ନିର୍ବାଚନ ବିଗୁଲ । ଆରମ୍ଭ ହେଲା କାଉଣ୍ଟ ଡାଉନ। ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯!-->…
ବିଜେପିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡ଼ୱାଲ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡୱାଲ। ସେ ଆଜି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଦଳରେ ଯୋଗ ଦେଇଛନ୍ତି। ଖୁବଶୀଘ୍ର!-->…
ରିଲିଜ ହେଲା ମେ’ ମୋଦୀ କା ପରିବାର ହୁଁ’
ନୂଆଦିଳ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ଗୀତ ରିଲିଜ ହୋଇଛି। ’ମେ’ ମୋଦୀ କା ପରିବାର ହୁଁ’ ନାଁରେ ଏହି ଗୀତ!-->…
ଦେଲେନି ଟିକେଟ ; ଦଳ ଡେଇଁଲେ ଅରିନ୍ଦମ ରାୟ
ଓଡିଶାରେ ବିଜେଡି-ବିଜେପି ମେଣ୍ଟକୁ ନେଇ ସସପେନ୍ସ ଜାରି ରହିଛି । ଆଉ ଏହି ମେଣ୍ଟ ସସପେନ୍ସ ଉପରୁ ହଟୁନାହିଁ ପରଦା । ଆଉ ଚର୍ଚ୍ଚା ଭିତରେ ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଥିବା!-->…