ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ମୋଦି

ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ରାଷ୍ଟ୍ର ସମୂହ ବ୍ରିକ୍ସର ପଞ୍ଚଦଶ ସମ୍ମିଳନୀ ମଙ୍ଗଳବାର ଜୋହାନ୍ସବର୍ଗରେ ଆରମ୍ଭ ହୋଇଛି। ୩ ଦିନ ଧରି ଚାଲିବାକୁ

ନାସା ଫଟୋରେ ଓଡ଼ିଶାର ଗରିବୀ

ନାସା ଆଖିରେ ଓଡ଼ିଶାରେ ଗରିବୀ ଏବେ ବି ଭରି ରହିଛି। ଆମେରିକୀୟ ସଂସ୍ଥା ନାସାର ସେଡାକ୍ ବା ସୋସିଓଡେମୋଗ୍ରାଫିକ୍ ଆଣ୍ଡ୍ ସାଟେଲାଇଟ୍ ଇନପୁଟ୍ସ ପକ୍ଷରୁ ପ୍ରସ୍ତୁତ ସର୍ବଶେଷ

ମାହାଙ୍ଗା ନାବାଳିକା ମୃତ୍ୟୁ ରହସ୍ୟ:ଗିରଫ ହେ‌ଲେ ୨ଅଭିଯୁକ୍ତ

କଟକ: ମାହାଙ୍ଗା ଦଶମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଜି ୨ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଅଡିଓ ଓ ଚିଠି ଭାଇରାଲ୍‌ ହେବାର ସପ୍ତାହେ ପରେ

ଓଏଏସ ସ୍ତରରେ ବଦଳି: ଆଶିଷ ଜେନା ଯୁଗ୍ମ ଏସଆରସି

ରାଜ୍ୟ ସରକାର ଆଜି ଓଏଏସ୍ ଅଫିସରସ୍ତରରେ ବଦଳି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ସଂସ୍ଥାନ(ରୋଟି) ଯୁଗ୍ମ

ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା: ଆଇପିଏସ ବ୍ରିଜେଶ ରାଏଙ୍କ…

ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା । ଆଇପିଏସ ବ୍ରିଜେଶ ରାଏଙ୍କ ହେଲା ବଦଳି । ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି ହେଲେ ବ୍ରିଜେଶ ରାଏ । ଅନୁଗୁଳର ଡିଆଇଜି ଥିଲେ ବ୍ରିଜେଶ

ପ୍ରକାଶ ରାଜଙ୍କ ବିରୋଧରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ଚନ୍ଦ୍ରଯାନ ମିଶନ ସାରା ଭାରତ ପାଇଁ ଗର୍ବର ବିଷୟ। ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଐତିହାସିକ ସଫଳ ଅବତରଣକୁ ନେଇ ସମଗ୍ର ଦେଶରେ ପୂଜା ଚାଲିଛି। ଏଭଳି ସମୟରେ ଲୋକପ୍ରିୟ

କାନ୍ତାରା-୨ ନିର୍ମାଣ ଆରମ୍ଭ, ୨୦୨୪ ସେପ୍ଟେମ୍ବରରେ ହେବ ରିଲିଜ

ମୁମ୍ବାଇ : କମ ବଜେଟ ଚଳଚ୍ଚିତ୍ର, ବଳିଷ୍ଠ କାହାଣୀ ଏବଂ ଉଲ୍ଲେଖନୀୟ ଚିତ୍ରଣ । ଏହିପରି କିଛି ଋଷଭ ଶେଟ୍ଟୀଙ୍କ ଫିଲ୍ମ କାନ୍ତାରା ବିଷୟରେ କୁହାଯାଇପାରେ। ଗତ ବର୍ଷ ଦକ୍ଷିଣରୁ ରିଲିଜ

ପୁଣି ଛଟେଇ କଲା ଇଣ୍ଟେଲ୍‌

ନୂଆଦିଲ୍ଲୀ : ପୁଣି ଛଟେଇ କରିଛି ଇଣ୍ଟେଲ କର୍ପୋରେଶନ। ଖର୍ଚ୍ଚ ହ୍ରାସ ଦର୍ଶାଇ ଆମେରିକାର ୧୪୦ଜଣ କର୍ମଚାରୀଙ୍କୁ କମ୍ପାନୀ ବାହାର କରିଛି। ଛଟେଇ ହୋଇଥିବା କର୍ମଚାରୀ

ଚନ୍ଦ୍ରଯାନ-୩ ଅବତରଣ ଅବଗଣନା ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି। ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ଏହି ଐତିହାସିକ ମୁହୂର୍ତ୍ତ ପାଇଁ

ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର; ଆଜିଠାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଏକାଧିକ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭବାନ ରହିଛି। ବିଶେଷକରି ୫ ଜିଲ୍ଲାରେ ବିଜୁଳି ଘଡଘଡି ସହ