ବିନା କାଠରେ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ଵର: ଏଣିକି ମୃତଦେହ ସଂସ୍କାର ପାଇଁ ଆଉ ଦରକାର ପଡିବ ନାହିଁ କାଠ । ଗ୍ୟାସରେ ହୋଇପାରିବ ଅନ୍ତିମ ସଂସ୍କାର । ଭୁବନେଶ୍ଵରରେ ଲୋକାର୍ପିତ ହୋଇଛି ଅତ୍ୟାଧୁନିକ ଶବଦାହ ଗୃହ ।

X ଖୁବଶୀଘ୍ର ହଟାଇବ ବ୍ଲକ ଫିଚର

ନୂଆଦିଲ୍ଲୀ: ଏଲନ ମସ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X କୁ ନେଇ ବିବାଦରେ ଅଛନ୍ତି। X ର ସିଇଓ ବର୍ତ୍ତମାନ ଏକ ନୂଆ ଘୋଷଣା କରିଛନ୍ତି। ମସ୍କ ଶୁକ୍ରବାର ଦିନ ତାଙ୍କର ବ୍ୟବସାୟ ଯୋଜନା

ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଜାନ-୩

ନୂଆଦିଲ୍ଲୀ: ଚନ୍ଦ୍ରଜାନ -୩ ର ଲ୍ୟାଣ୍ଡର୍ ମଡ୍ୟୁଲ୍ ଡିବୋଷ୍ଟ କରିବାର ପ୍ରଥମ ପ୍ରକ୍ରିୟା ସଫଳ ହୋଇଥିଲା ଏବଂ ବର୍ତ୍ତମାନ ଏହା ଚନ୍ଦ୍ରଠାରୁ ମାତ୍ର ୧୧୩ କିଲୋମିଟର ଦୂରତାରେ

ଆଜିଠୁ ଭାରତ-ଆୟର୍ଲାଣ୍ଡ୍‌ ଶୃଙ୍ଖଳା: ନଜରରେ ବୁମରା

ଡବ୍‌ଲିନ୍‌: ନୂଆ ପିଢ଼ିର ଖେଳାଳିଙ୍କୁ ନେଇ ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ଭାରତୀୟ ଦଳ ଶୁକ୍ରବାରଠାରୁ ଆୟର୍ଲାଣ୍ଡ୍‌ ବିପକ୍ଷରେ ୩ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ।

ପାଣ୍ଡିଆନଙ୍କୁ ସୌମ୍ୟଙ୍କ ବାଣ

ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡିର ବ୍ୟଥା ବଢ଼ାଉଥିବା ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ସମ୍ବାଦ ଦୈନିକ

ଆହୁରି ଦୁଇ ଦିନ ପ୍ରବଳ ବର୍ଷିବ! ଆଜି ବର୍ଷାରେ ବେହାଲ ଭୁବନେଶ୍ୱର

ବଙ୍ଗୋପସାଗର ଅଞ୍ଚଳରେ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆଜି ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଆସନ୍ତାକାଲି ଓ ତା’ ପରଦିନ ମଧ୍ୟ କେତେକ

ଡୋପ୍ ଟେଷ୍ଟରେ ଫେଲ୍‌ ମାରିଲେ ଦୂତି ଚାନ୍ଦ, ଲାଗିଲା ୪ ବର୍ଷ ପାଇଁ…

ଆଥଲେଟ୍ ଦୂତି ଚାନ୍ଦଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଡୋପ୍ ଟେଷ୍ଟରେ ଫେଲ୍‌ ମାରିବା ପରେ ଦୂତୀଙ୍କ ଉପରେ ୪ ବର୍ଷର ବ୍ୟାନ୍ ଲାଗିଛି। କୌଣସି ଜାତୀୟ,

ପୁଅ ପାଇଁ ପଦ ହରାଇଲେ ବାପା :ବିଜେପି ଉପସଭାପତିଙ୍କୁ ଦଳରୁ ବହିଷ୍କାର

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ନିର୍ବାଚନୀ ବାତାବରଣ ଉଷ୍ଣ ହେବାରେ ଲାଗିଛି । ପ୍ରମୁଖ ରାଜନୈତିକ ଦଳମାନେ ନୂଆ ନେତାଙ୍କୁ ନୂଆ ଦାୟିତ୍ୱ

ଭୁଟାନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ମୋଦୀ

ନୂଆଦିଲ୍ଲୀ: ଗୁଜୁରାଟର ଗାନ୍ଧୀନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ ଗ୍ଲୋବାଲ ସମ୍ମିଳନୀ ଉଦ୍‌ଘାଟିତ ହୋଇଛି। ଗୁରୁବାର ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ

ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କଲେ ମୁଖ୍ୟମନ୍ତ୍ରୀ!

ପଞ୍ଜାବ: ଦେଶର ଅନେକାଂଶରେ ଜାରି ଲଗାଣ ବାର୍ଷା । ସେପଟେ ଭୀଷଣ ବନ୍ୟାରେ ପଞ୍ଜାବର ସ୍ଥିତି ବେହାଲ ହୋଇଛି । ଚାରିଆଡେ କେବଳ ପାଣି ହିଁ ପାଣି । ତଳିଆ ଅଞ୍ଚଳ ସହ ସହରର ରାଜପଥରେ