ଗିଲଙ୍କ ହୋଇପାରେ ପ୍ରମୋଶନ: ରୋହିତ, କୋହଲିଙ୍କୁ ନେଇ ରହିଛି ସସ୍ପେନ୍ସ
ନୂଆଦିଲ୍ଲୀ: ଡିସେମ୍ବର ୨୨ରେ ବିସିସିଆଇର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ଅନେକଗୁଡିଏ ନିଷ୍ପତି ନିଆଯାଇପାରେ । ଟିମ ଇଣ୍ଡିଆର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଶୁଭମନ…
ସଂସଦ ଅଧିବେଶନରେ ଉଠିଲା ଦିଲ୍ଲୀ ପ୍ରଦୂଷଣ ପ୍ରସଙ୍ଗ, ଭୟ କଲେଣି ସାଂସଦ
ନୂଆଦିଲ୍ଲୀ: ସଂସଦ ଅଧିବେଶନରେ ଉଠିଲା ଦିଲ୍ଲୀ ବାୟୁ ପ୍ରଦୂଷଣ ପ୍ରସଙ୍ଗ । ଏତେ ମାତ୍ରାରେ ପ୍ରଦୁଷଣକୁ ନେଇ ଚିନ୍ତାରେ ପଡ଼ିଗଲେଣି ସାଂସଦ ।ଦିଲ୍ଲୀରେ ପ୍ରଦୂଷଣ ଏକ ସମସ୍ୟା ହୋଇ…
ପ୍ରସିଦ୍ଧ ତିରୁପତି ମନ୍ଦିରରେ ନକଲି ଘିଅ ପରେ ‘ନକଲି ସିଲ୍କ’ ଦୁର୍ନୀତିର…
ନୂଆଦିଲ୍ଲୀ: ନକଲି ଘିଅ ପରେ ନକଲି ସିଲ୍କ କପଡ଼ାର ମହାଘୋଟାଲା ସାମ୍ନାକୁ ଆସିଛି । ତିରୁମାଲା ତିରୁପତି ଦେବସ୍ଥାନମରେ ୨୦୧୫ରୁ ୨୦୨୫ ମଧ୍ୟରୁ ନକଲି ରେଶମ ଚୁନି ଯୋଗାଯାଇଥିବା…
ଭୟଙ୍କର ସ୍ଥିତି ଆଣିଛି ଲିଙ୍ଗ ନିରୂପଣ, ଇଂଲଣ୍ଡରେ ସର୍ବାଧିକ ଭାରତୀୟ…
ନୂଆଦିଲ୍ଲୀ: ଭାରତୀୟମାନେ ବିଶ୍ୱର ବିଭିନ୍ନ ଦେଶରେ ବାସ କରନ୍ତି, ଯେଉଁଠାରେ ସେମାନେ କେବଳ କାମ କରିବାକୁ ଯାଆନ୍ତି ନାହିଁ ବରଂ ପରିବାର ବିସ୍ତାର ମଧ୍ୟ କରନ୍ତି। ପରିବାର ବିସ୍ତାର…
ହାଡଭଙ୍ଗା ଶୀତରେ ଥରୁଛି ଓଡିଶା: ୧୦ ଡିଗ୍ରୀ ତଳେ ୧୨ ସହର
ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ଜାଡ଼। କଲବଲ କରୁଛି ଅସହ୍ୟ ଥଣ୍ଡା। ରାଜ୍ୟରେ ଏହି ଶୀତ ଜାରି ରହିବ। ଗୁରୁବାର ଓ ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳର…
ଭୁବନେଶ୍ବରରୁ ୮ଟି ଇଣ୍ଡିଗୋ ବିମାନ ବାତିଲ
ଭୁବନେଶ୍ୱର: ଏବେବି ସୁଧୁରିନି ସ୍ଥିତି । ଇଣ୍ଡିଗୋ ବିମାନ ଚଳାଚଳରେ ଜାରି ରହିଛି ଅଚଳାବସ୍ଥା । ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮ଟି ବିମାନ ଉଡାଣ…
ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ଦୁଇ ଗାଁକୁ ନେଇ ସ୍ଥିତି…
ମାଲକାନଗିରି: ଦୁଇ ଗାଁ ବିବାଦକୁ ନେଇ କେଭି ସିଂହଦେଓଙ୍କ ବୈଠକ। ଏମ୍ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ଚାଲିଛି ବୈଠକ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଚାଲିଥିବା ବେଳେ…
ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ମାମଲାରେ NIAର ଚାର୍ଜସିଟ୍ ଦାଖଲ;…
ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ ଲୁଟ୍ ଘଟଣାରେ ଚାର୍ଜସିଟ୍ ଦାଖଲ । ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି NIA । ଏହି ଘଟଣାରେ…
ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ ଲକ୍ଷ ପଦ ପୂରଣ ହେବ:ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ତ୍ରୟୋଦଶ ନିଯୁକ୍ତି ମେଳା ୨୦୨୫ କାର୍ଯ୍ୟକ୍ରମ ଅବସରରେ ନବନିଯୁକ୍ତମାନଙ୍କୁ…
ଓଟିଇଟି ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ହେଇଛି ଏହି ବ୍ୟବସ୍ଥା…ଡିସେମ୍ବର…
କଟକ: ସାରା ରାଜ୍ୟରେ OTET ପରୀକ୍ଷା ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ…