Browsing Category

ଅପରାଧ

ଦିନକୁ ଦିନ ବଢୁଛି ସାଇବର ଠକଙ୍କ ଦୌରାତ୍ମ୍ଯ, ୬ ମାସରେ ୩୬ କୋଟି ଲୁଟିଲେ

ଭୁବନେଶ୍ୱର: ଦିନକୁ ଦିନ ବଢିଚାଲିଛି ସାଇବର ଠକଙ୍କ ଦୌରାତ୍ମ୍ଯ। ଶିକାର ହେଉଛନ୍ତି ଜନତା। ଗତ ୬ ମାସ ମଧ୍ୟରେ ଭୁବନେଶ୍ୱରରେ ସାଇବର ଅପରାଧ ଜନିତ ୨ ହଜାର ୩୯୪ଟି ରିପୋର୍ଟ ଥାନାକୁ ଆସିଛି।…

ଭିଜିଲାନ୍ସ ଜାଲରେ ଏଆରଆଇ ବାବୁ, ୫୧ହଜାର ଟଙ୍କା ଜବତ

ପୁରୀ: ଭିଜିଲାନ୍ସ ଜାଲରେ ଏଆରଆଇ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୁରୀ ଜିଲ୍ଲା ଚନ୍ଦନପୁର ଆରଆଇ ଅଫିସର ଏଆରଆଇ ଶ୍ରୀ ପବିତ୍ର କୁମାର କାଣ୍ଡି। ଲାଞ୍ଚ ନେବା ବେଳେ ତାଙ୍କୁ…

ମହଙ୍ଗା ପଡ଼ିଲା ଲାଞ୍ଚ ଟଙ୍କା, ଭିଜିଲାନ୍ସ ଜାଲରେ ଏସଆଇ ବାବୁ

ଯାଜପୁର: ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ଏସଆଇ। ବିଂଝାରପୁର ଥାନା ଏସଆଇ କେଶବ ଚନ୍ଦ୍ର ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ସିବିଆଇ ଟିମ୍ ଉପରେ ହେଲା ଆକ୍ରମଣ

ନୂଆଦିଲ୍ଲୀ : ତଦନ୍ତ ପାଇଁ ଯାଇଥିବା ସିବିଆଇ ଟିମ୍ ଉପରେ ଆକ୍ରମଣ। ୟୁଜିସି-ନେଟ୍ ପେପର ଲିକ୍ ମାମଲାର ତଦନ୍ତ ପାଇଁ ଦିଲ୍ଲୀରୁ ବିହାରର ନୱାଦାରେ ପହଞ୍ଚିଥିବା ସିବିଆଇ ଟିମ୍ ଉପରେ…

ଯୌନ ନିର୍ଯାତନା ମାମଲା: ବେଙ୍ଗାଲୁରୁ ଏୟାରପୋର୍ଟରୁ ପ୍ରଜ୍ବଳ ରେଭନ୍ନାଙ୍କୁ ଗିରଫ କଲା SIT

ବେଙ୍ଗାଲୁରୁ: ଶେଷରେ ଗିରଫ ହେଲେ ପ୍ରଜ୍ବଳ ରେଭନ୍ନା । କର୍ଣ୍ଣାଟକ ଅଶ୍ଳୀଳ ଭିଡ଼ିଓ ମାମଲାରେ ପ୍ରଜ୍ବଳଙ୍କୁ ଗିରଫ କଲା SIT । ଜର୍ମାନୀରୁ ଫେରିବା ପରେ ବେଙ୍ଗାଲୁରୁ ଏୟାରପୋର୍ଟରୁ ଗିରଫ ହେଲେ…

ଠିକାଦାରଙ୍କ ବାସଭବନରେ ଆୟକର ବିଭାଗର ଚଢ଼ାଉ

ଯାଜପୁର: ନିର୍ବାଚନ ସମୟରେ ଶକ୍ତ ହୋଇଛି ଆୟକର ବିଭାଗ। ସ୍ଥାନେ ସ୍ଥାନେ ଚାଲିଛି ରେଡ। ଗୁପ୍ତ ସୂଚନା ପାଇବା ମାତ୍ରେ ଅକ୍ସନ କରୁଛି ଆୟକର ବିଭାଗ। ଏହାରି ଭିତରେ ଯାଜପୁର ଜିଲ୍ଲାରେ ହାଟପାଟଣା…

ରାଜଧାନୀରେ ବୋମାମାଡ, ଦୁର୍ବୃତ୍ତ ଫେରାର

ଭୁବନେଶ୍ବର: ରାଜଧାନୀ ରାସ୍ତାରେ ବୋମାମାଡ । ବରମୁଣ୍ଡା ଇପିକଲ୍ ରାସ୍ତାରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ବୋମାମାଡରେ କେହି ଆହତ ହୋଇନଥିବା ବେଳେ ଏକ ସ୍କର୍ପିଓ କ୍ଷତିଗ୍ରସ୍ତ…

କାଠଫାଳିଆରେ ପିଟିପିଟି ମା’ କୁ ହତ୍ୟା କଲା ଝିଅ

ଢେଙ୍କାନାଳ: ଝିଅର କାଠ ଫାଳିଆ ମାଡ଼ରେ ମାଆ ର ମୃତ୍ୟୁ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମଝିପାଳ ଗ୍ରାମରେ । ଏନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ…

ମାଲକାନଗିରି ଚାଲାନଗୁଡ଼ାରୁ ଜବତ ହେଲା ୩୦ ଲକ୍ଷ ଟଙ୍କା, ୨ ଗିରଫ

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମା ମାଲକାନଗିରି ଚାଲାନଗୁଡ଼ାରୁ ଜବତ ହେଲା ୩୦ ଲକ୍ଷ ଟଙ୍କା । ନିର୍ବାଚନ ନେଇ ଗତକାଲି ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଧରାପଡ଼ିଛି ଏତେ ପରିମାଣର…

ବାପ ସାଜିଲା ଜହ୍ଲାହ, ମାତ୍ର ଶହେ ଟଙ୍କା ପାଇଁ କଟୁରରୀରେ ପୁଅକୁ ହାଣିଲା

କଟକ: ବାପ ପୁଅର ସଂପର୍କ ଅମୂଲ୍ୟ । କିନ୍ତୁ ଏହି ସମ୍ପର୍କର ମୂଲ୍ୟ ଭୁଲି ମାତ୍ର ୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି…