Browsing Category
ଅପରାଧ
ଭିଜିଲାନ୍ସ ଟିମର ଚଢ଼ଉ; ଅବକାରୀ ଅଧୀକ୍ଷକଙ୍କ ଗାଡ଼ିରୁ ୩ ଲକ୍ଷ ଜବତ
ଢେଙ୍କାନାଳ:ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଭିଜିଲାନ୍ସ ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ଯିବାବେଳେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢ଼ଉ କରିଛନ୍ତି ।
ସୂଚନା…
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା; ଖୁବଶୀଘ୍ର ଆସିବ ଫାଇନାଲ ରିପୋର୍ଟ
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସୂଚନା ଦେଲେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ସେ କହିଛନ୍ତି ଯେ, ଅନ୍ତରୀଣ ଚାର୍ଜସିଟ ବଳରେ ମାମଲାର ବିଚାର…
ମଣପ୍ପୁରମ ସୁନା ଲୁଟ୍ ଘଟଣାରେ ଆଉ ୪ ଗିରଫ; ଲୁଟ୍ ସୁନା ବିକି କିଣୁଥିଲେ ପାକିସ୍ତାନୀ ବନ୍ଧୁକ
ସମ୍ବଲପୁର: ଗତ ଜାନୁଆରି ମାସ ୩ ତାରିଖରେ ସମ୍ବଲପୁର ସହରର ବୁଢ଼ାରଜାସ୍ଥିତ ମଣପ୍ପୁରମ ଫାଇନାନ୍ସ ଲିମିଟେଡ୍ରେ ସଶସ୍ତ୍ର ଡକାୟତି ଡକାୟତି ହୋଇଥିଲା । ପୋଲିସ ପୁଣି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ…
ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳର ହେବ କଲ୍ ରେକର୍ଡ ଯାଞ୍ଚ
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ନବଦାସ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳ ଦାସର ହେବ କଲ୍ ରେକର୍ଡ ଯାଞ୍ଚ । ହତ୍ୟା କାଣ୍ଡର ଦୁଇ ମାସ ପୂର୍ବରୁ କେଉଁ ମାନଙ୍କ ସହ କଲ୍ ରେ ଯୋଗାଯୋଗ…
ନବ ଦାସଙ୍କ ହତ୍ୟାକାଣ୍ଡର ପୁଣି ସିବିଆଇ ତଦନ୍ତ ଦାବି କଲେ ପୁଅ ବିଶାଳ
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିକୁ ପାଖାପାଖି ମାସେ ହୋଇଥିବାବେଳେ, ଏବେ ସୁଦ୍ଧା କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ଯାହାକୁ ନେଇ…
ନିର୍ମମ ହତ୍ୟା! ବାଇକ୍ ଆରୋହୀଙ୍କୁ ବିଚ୍ ରାସ୍ତାରେ ହାଣିଲେ ଦୁର୍ବୃତ୍ତ
ବଲାଙ୍ଗୀର: ବିଚ୍ ରାସ୍ତାରେ ଯୁବକଙ୍କୁ ହାଣି ହତ୍ୟା । ଏହି ହତ୍ୟାକାଣ୍ଡ ବଲାଙ୍ଗୀର ଚିମିନିଭାଟି ସ୍କୁଲ ନିକଟରେ ଘଟିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ମୃତଦେହ ନିକଟରେ ଏକ ବାଇକ୍…
ବେଆଇନ ଖଣିରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ; ଚୋରା ଚାଲାଣର ମିଳିବ ତଥ୍ୟ
ସୁନ୍ଦରଗଡ: ବେଆଇନ ଖଣିର ତଦନ୍ତ ପାଇଁ ଆଜି ସୁନ୍ଦରଗଡର ତେଲେନଡିହିରେ ପହଞ୍ଚିଛି ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ । ହେମଗିରିର ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଆଦି ଅଞ୍ଚଳରେ କୋଇଲା ଖଣି…
୨୦୧୧ରେ ତହବୁରକୁ ନେଇ କିଛି ଏପରି ଲେଖିଥିଲେ ମୋଦି…ଆମେରିକା ଉପରେ ବର୍ଷିଥିଲେ
ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ ରାଣା ଏବେ ଭାରତରେ । ଭାରତର ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଏବେ ତହବୁରକୁ ଜେରା କରୁଛି । ସେଦିନ ଘଟଣା ନେଇ ସବୁ ସତ ଉଗାଳୁଛି…
ଏସ୍ସିବିରେ ଶିଶୁ ବଦଳ ମାମଲା: ଅଧୀକ୍ଷକଙ୍କୁ ଜବାବ ଦାଖଲ ଲାଗି ହାଇକୋର୍ଟଙ୍କ ନୋଟିସ୍
କଟକ: କଟକ ବଡ଼ ମେଡିକାଲ (ଏସ୍ସିବି)ରେ ଶିଶୁ ବଦଳକୁ ନେଇ ରୁଜୁ ହୋଇଥିବା ମାମଲାକୁ ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ହାଇକୋର୍ଟ କହିଛନ୍ତି, ସରକାରୀ ମେଡିକାଲ୍ ଉପରେ ଲୋକଙ୍କ…
ଭାଙ୍ଗୁଛି ମାଓଗଡ; ୨୨ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି: ମାଓ ସଂଗଠନରେ ନିର୍ଯାତନା ଏବଂ ପୋଲିସର ମାଓ ଦମନରେ ଅତିଷ୍ଠ ହୋଇ ରବିବାର ପୁଣି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ପୋଲିସ ନିକଟରେ ୨୨ ଜଣ ମାଓବାଦୀ…