Browsing Category

ଉଦ୍ୟମିତା

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଝଟକା

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଡାଇରେକ୍ଟର ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବଢାଇବା ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । ସଞ୍ଜୟ କୁମାରଙ୍କ

ସ୍କୁଲ ହଷ୍ଟେଲରେ ନିଆଁ ଲଗାଇ ଦେଲେ ଆତଙ୍କବାଦୀ; ଛାତ୍ରଛାତ୍ରୀଙ୍କୁ ମିଶାଇ ୪୦ ମୃତ

ଉଗାଣ୍ଡା: ଆତଙ୍କବାଦୀଙ୍କ ଟାର୍ଗେଟରେ ସ୍କୁଲ ଛାତ୍ରଛାତ୍ରୀ । ପଶ୍ଚିମ ଉଗାଣ୍ଡ ସହରର ଏକ ସ୍କୁଲରେ ଆତଙ୍କବାଦୀମାନେ ସ୍କୁଲ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଅତିକମରେ

ବୁର୍ଖା ପିନ୍ଧିଥିବାରୁ ଛାତ୍ରୀଙ୍କୁ ପରୀକ୍ଷା ହଲକୁ ଛାଡିଲେନି କର୍ମଚାରୀ

ହାଇଦ୍ରାବାଦ: କର୍ଣ୍ଣାଟକ ପରେ ଏବେ ତେଲେଙ୍ଗାନାରେ ବୁର୍ଖାକୁ ନେଇ ବିବାଦ । ଶୁକ୍ରବାର ବୁର୍ଖା ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିଥିବା ଛାତ୍ରୀ ଅଭିଯୋଗ କରିଛନ୍ତି, ସେମାନଙ୍କୁ କେଭି ରଙ୍ଗା

ଲୁଟିନେଲେ ଠାକୁରଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଢେଙ୍କାନାଳ: ଲୁଟେରାଙ୍କ ଟାର୍ଗେଟରେ ଏବେ ଠାକୁର । ମନ୍ଦିର ତାଲା ଭାଙ୍ଗି ଲୁଟି ନେଉଛନ୍ତି ବହୁମୂଲ୍ୟ ଅଳଙ୍କାର । ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମର ଐତିହାସିକ ରଘୁନାଥଜୀଉ ମନ୍ଦିର

ବାହାନଗା ଟ୍ରେନ୍ ଦୁର୍ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ

କଟକ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣଙ୍କ ମୃତ୍ୟୁ ହୋଇଛି । କଟକ ଏସସିବି ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଥିବା ବିହାର ରାଜ୍ୟ ସୋହେଲ

ଦିଗ ବଦଳାଇଲା ବାତ୍ୟା ବିପର୍ଯ୍ୟୟ: ରଚିବ ତାଣ୍ଡବ

ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଗୁରୁବାର ଦିନ ସ୍ଥଳଭାଗ ଛୁଇଁବ । ହେଲେ ଲ୍ୟାଣ୍ତଫଲ ପୂର୍ବରୁ ତାଣ୍ତବ ରଚିବା ଆରମ୍ଭ କଲାଣି ଏହି ବାତ୍ୟା । ମୁମ୍ବାଇରୁ କେରଳ ଉପକୂଳ

ଜାଡେଜା ସଫଳତମ ଭାରତୀୟ ବାମହାତୀ ସ୍ପିନର୍‌

ନୂଆଦିଲ୍ଲୀ : ଚଳିତ ଡବ୍‌ଲ୍ୟୁଟିସି ଫାଇନାଲ୍‌ର ଚତୁର୍ଥ ଦିନରେ ଭାରତର ବାମହାତୀ ସ୍ପିନର୍ ରବୀନ୍ଦ୍ର ଜାଡେଜା କିମ୍ବଦନ୍ତୀ ସ୍ପିନର୍ ବିଶନ୍ ସିଂହ ବେଦୀଙ୍କୁ ପଛରେ ପକାଇଦେଇଛନ୍ତି ।

ଚେନ୍ନାଇରେ ଲାଇନ୍‌ଚ୍ୟୁତ ହେଲା ଜନଶତାବ୍ଦୀ ଏକ୍ସପ୍ରେସ୍

ଚେନ୍ନାଇ: ପୁଣି ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍। ଏଥର ଚେନ୍ନାଇରେ ଲାଇନ୍‌ଚ୍ୟୁତ ହୋଇଛି ଜନଶତାବ୍ଦୀ ଏକ୍ସପ୍ରେସ୍। ଗୁରୁବାର ବିଳମ୍ବିତ ରାତିରେ ଚେନ୍ନାଇର ବାସିନ ବ୍ରିଜ୍ ୱାର୍କସ୍‌ଅପ୍ ନିକଟରେ

ଦୂରଦର୍ଶନର ପ୍ରସିଦ୍ଧ ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ

ଖ୍ୟାତନାମା ଟେଲିଭିଜନ ଉପସ୍ଥାପିକା ତଥା ଦୂରଦର୍ଶନର ପ୍ରଥମ ମହିଳା ଇଂରାଜୀ ନ୍ୟୁଜ୍ ଉପସ୍ଥାପିକା ଗୀତାଞ୍ଜଳି ଆୟାରଙ୍କର ବୁଧବାର ଦିନ ପରଲୋକ ଘଟିଛି। ଟିଭି ସାମ୍ବାଦିକତା କ୍ଷେତ୍ରରେ

ବିକ୍ରି ହେବ କୁକୁର ମାଂସ; ବିକ୍ରି ହେବ କୁକୁର ମାଂସ

ନୂଆଦିଲ୍ଲୀ: ମଣିଷ ଅନ୍ୟ ସମସ୍ତ ଜୀବଜନ୍ତୁଙ୍କ ମାଂସ ଖାଇବା କଥା ଆପଣ ଶୁଣିଥିବେ । ହେଲେ କୁକୁର ମାଂସ କଥା କହିଲେ ପ୍ରତିଟି ଲୋକ ଘୃଣା କରିବେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେଶରେ