Browsing Category

ଖେଳ

ଏଥର କୋହଲିଙ୍କ ନଜର ଜୟସୂରିୟାଙ୍କ ରେକର୍ଡ ଉପରେ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲିଙ୍କ ଆକର୍ଷଣୀୟ ୯୩ ରନ ସହାୟତାରେ ଭାରତ ୪ ୱିକେଟରେ ବିଜୟ ହାସଲ କରିଛି । କୋହଲି ପ୍ଲେୟାର ଅଫ ଦି ମ୍ୟାଚ…

ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି

ଭଦୋଦରା: ଭାରତୀୟ କ୍ରିକେଟ ଟିମର ମହାନ ଖେଳାଳି ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଆଉ ଏକ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ୨୫ ରନ ପୂରଣ କରିବା…

ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ

ରାଞ୍ଚି:ପୁରୁଷ ହିରୋ ହକି ଇଣ୍ଡିଆ ଲିଗ୍ (HIL) 2025-26ରେ ବେଦାନ୍ତ କଳିଙ୍ଗ ଲାନସର୍ସର (Vedanta Kalinga Lancers)କ୍ରମାଗତ ହ୍ୟାଟ୍ରିକ ବିଜୟ । ୮ ପଏଣ୍ଟ ସହ କଳିଙ୍ଗ ଦଳ ପଏଣ୍ଟ ଟେବୁଲର…

ରୋହିତଙ୍କୁ ସମସ୍ତଙ୍କ ଆଗରେ ଜୟ ଶାହ କହିଲେ ଭାରତର ଅଧିନାୟକ

ମୁମ୍ବାଇ: ନିକଟରେ ଏକ କାର୍ଯ୍ୟକ୍ରମରେ ରୋହିତ ଶର୍ମାଙ୍କୁ ନେଇ ବିସିସିଆଇର ପୂର୍ବତନ ସେକ୍ରେଟାରୀ ଓ ବର୍ତମାନର ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ଏକ ବୟାନ ଏବେ ଭାଇରାଲ ହେବାରେ ଲାଗିଛି । ଏହି…

ଶ୍ରେୟାଶ ଫିଟ, ଖେଳିବେ ପ୍ରଥମ ଦିନିକିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଉପ ଅଧିନାୟକ ଶ୍ରେୟାଶ ଆୟାର ନ୍ୟୁଜିଲାଣ୍ଡ ବିପକ୍ଷ ଦିିନିକିଆ ସିରିଜ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଛନ୍ତି । ବୁଧବାର ବିସିସିଆଇର ସେଂଟର ଅଫ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ

ସିଡନୀ: ଆଶେସ ସିରିଜରେ ଅଷ୍ଟ୍ରେଲିଆ ଜବରଦସ୍ତ ପ୍ରଦର୍ଶନ କରି ଇଂଲଣ୍ଡକୁ୪-୧ ହରାଇ ଦେଇଛି । ଏଥିସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଅଷ୍ଟ୍ରେଲିଆ ତାର ସ୍ଥିତି ମଜଭୁତ କରିଥିବା ବେଳେ ଭାରତ ଓ…

ଟି୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ବୁଧବାର ନ୍ୟୁଜିଲାଣ୍ଡ ଦଳର ଘୋଷଣା କରାଯାଇଛି । ମିଚେଲ ସାଂଟେନରଙ୍କ ନେତୃତ୍ୱରେ ଏହି ଦଳ ଘୋଷଣା କରାଯାଇଛି । ଅଭିଜ୍ଞତା…

ଆଉ ଭାରତର ଏସଜି କମ୍ପାନୀର ବ୍ୟାଟ ବ୍ୟବହାର କରିପାରିବେନି ବାଂଲାଦେଶ ଖେଳାଳି

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବ କ୍ରୀଡା କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ଆଇପିଏଲରୁ ମୁସ୍ତାଫିଜୁର ରହେମାନଙ୍କୁ ବାହାର…

ଖୁବ ଶୀଘ୍ର ସୋଫିଙ୍କୁ ବିବାହ କରିବେ ଶିଖର ଧାୱନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ଶିଖର ଧାୱନ ଖୁବ ଶୀଘ୍ର ତାଙ୍କର ଦୀର୍ଘ ଦିନର ବାନ୍ଧବୀ ସୋଫି ଶାଇନଙ୍କୁ ବିବାହ କରିବେ । ରିପୋର୍ଟ ମୁତାବକ ଫେବୃୟାରୀ ମାସର ତୃତୀୟ…

ଇଣ୍ଡୋର ଷ୍ଟାଡିୟମ୍ ରେ ୩୩ ତମ ଜାତୀୟ ଜୁନିଅର ଫେନ୍ସିଙ୍ଗ ଚମ୍ପିୟାନସିପ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇଛି  ୩୩ ତମ ଜାତୀୟ ଜୁନିଅର ଫେନ୍ସିଙ୍ଗ ଚମ୍ପିୟାନସିପ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ…