Browsing Category
ଖେଳ
ଚିନ୍ନାସ୍ବାମୀ ଦଳାଚକଟା: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ବିରାଟ କୋହଲି, କହିଲେ….
ବେଙ୍ଗାଲୁରୁ: ଜୁନ ୪ରେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣା ଘଟିଥିଲା । ଯେଉଁଥିରେ ୧୧ ଜୀବନ ଯାଇଥିବା ବେଳେ ୫୬ ଜଣ ଗୁରୁତର ଆହତ ହୋଇଥିଲେ । IPL 2025ରେ ରୟାଲ…
୨୦ ଦିନରେ ସମ୍ପୂର୍ଣ୍ଣ ବଦଳି ଗଲେ ରୋହିତ
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଦିନିକିଆ କ୍ରିକେଟ ଅଧିନାୟକ ରୋହିତ ଶର୍ମା ଏବେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି । ଦୀର୍ଘ ଦିନ ହେବ ସେ ଆନ୍ତର୍ଜାତୀୟ କ୍ରିକେଟଠାରୁ ଦୂରରେ ରହିଛନ୍ତି । ଅଷ୍ଟ୍ରେଲିଆ…
ଆରାମ କରିବା ପାଇଁ ବୁମରାହଙ୍କୁ ବିସିସିଆଇ ଦେବ ୧୮ କୋଟି ଟଙ୍କ । !
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମୂଖ୍ୟ ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ନେଇ ପୂର୍ବ ବୋଲିଂ କୋଚ ଭରତ ଅରୁଣ ଏକ ଅଜବ ବୟାନ ଦେଇଛନ୍ତି । ବୁମରାହଙ୍କୁ ଫିଟ ରଖିବା ପାଇଁ ତାଙ୍କୁ ବିଶ୍ରାମର…
ଏସିଆ କପ କ୍ରିକେଟରେ ଗୁରୁତ୍ୱପୂର୍ଣ୍ଣ ରହିବ ଅଲରାଉଣ୍ଡରଙ୍କ ଭୂମିକା
ନୂଆଦିଲ୍ଲୀ: ଏସିଆ କପ ୨୦୨୫ କ୍ରିକେଟ ଏଥର ଟି୨୦ ଫର୍ମାଟରେ ୟୁଏଇରେ ଖେଳାଯିବ । ଏଥିପାଇଁ ସମସ୍ତ ଟିମ ପ୍ରସ୍ତୁତ ରହିଛନ୍ତି । ୟୁଏଇ ପିଚ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ । ଭାରତୀୟ…
ଓଡିଶା ପ୍ରୋ ଟି୨୦ ଲିଗ: ବ୍ରେଟ ଲୀ, ଦେବାଶିଷ ବ୍ରାଣ୍ଡ ଆମ୍ବାସଡର
ଭୁବନେଶ୍ୱର: ଓଡିଶା ପ୍ରୋ ଟି୨୦ ଲିଗ କ୍ରିକେଟ ପାଇଁ ଓସିଏ ବ୍ରାଣ୍ଡ ଆମ୍ବାସଡରଙ୍କ ନାମ ଘୋଷଣା କରିଛି । ରବିବାର ଅଷ୍ଟ୍ରେଲିଆର ପୂର୍ବତନ ମହାନ ପେସ ବୋଲର ବ୍ରେଟ ଲୀ ଏବଂ ଓଡିଶା ତଥା ଭାରତର…
ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: କ୍ୱାର୍ଟରରେ ସିନ୍ଧୁଙ୍କ ଅଭିଯାନ ଶେଷ
ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଷଷ୍ଠ ପଦକ ହାସଲ ଲକ୍ଷ୍ୟରେ ଥିବା ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ନିରାଶ ହୋଇଛନ୍ତି । ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସିନ୍ଧୁ…
ସରକାରଙ୍କ ଅନୁମତି: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତ କରିବ ଆବେଦନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ରାଜ୍ୟଗୋଷ୍ଠୀ କ୍ରୀଡାକୁ ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ବୁଧବାର…
ରୋହିତଙ୍କ ବ୍ୟାଟକୁ ନେଇ ମାର୍କ ଉଡଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏବେ ଫିଟନେସ ଉପରେ କାମ କରୁଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପରେ ଖେଳିବା ପାଇଁ ସମସ୍ତ ଉଦ୍ୟମ ଜାରୀ ରଖିଛନ୍ତି । ନିକଟରେ…
ସଚିନଙ୍କ ସହ କାମ୍ବଲୀଙ୍କ କିପରି ସମ୍ପର୍କ ଥିଲା ଖୁଲାସା କଲେ ଭାଇ ବୀରେନ୍ଦ୍ର
ମୁମ୍ବାଇ: ଭାରତର ଦୁଇ କ୍ରିକେଟର ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲୀଙ୍କ ବନ୍ଧୁତା ନେଇ ଏବେ ମଧ୍ୟ ଚର୍ଚ୍ଚା ହୁଏ । ପିଲାବେଳୁ ଉଭୟ ଭଲ ବନ୍ଧୁଥିଲେ । କ୍ରିକେଟ ପ୍ରତିଭାରେ ଧନୀ ଏହି ଦୁଇ…
ଟିମ ଇଣ୍ଡିଆକୁ ଆବଶ୍ୟକ ଆଉ ୭ ଚୟନ କମିଟି ସଦସ୍ୟ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ଟିମ ଇଣ୍ଡିଆ ପାଇଁ ଆଉ ୭ଟି ଚୟନ କମିଟି ସଦସ୍ୟ ଆବଶ୍ୟକ ହେଉଛି । ସିନିୟର ପୁରୁଷ ଟିମର ୨ଟି, ମହିଳା ପ୍ୟାନେଲ ପାଇଁ ୪ ଓ ଜଣେ ଜୁନିୟର ଚୟନ…