Browsing Category
ଖେଳ
ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇନାଲରେ ପ୍ରବେଶ ପାଇଁ ଭାରତ ନିକଟରେ ଏବେ ବି ରହିଛି ସୁଯୋଗ
ପୁଣେ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଟିମ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିବା ଏବେ ଭାରତ ପାଇଁ କିଛି…
ନ୍ୟୁଜିଲାଣ୍ଡ ୩୦୧ ରନରେ ଅଗ୍ରଣୀ
ପୁଣେ: ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୩୦୧ ରନର ଅଗ୍ରଣୀ ହାସଲ କରିନେଇଛି । ହାତରେ ଆଉ ୩ ଦିନ…
ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ବଡ ସ୍କୋର କଲା ଜିମ୍ବାୱେ
ଦୁବାଇ: ଜିମ୍ବାୱେ କ୍ରିକେଟ ଟିମ ଟି୨୦ ଆନ୍ତର୍ଜାତୀୟ ମ୍ୟାଚରେ ସବୁଠାରୁ ବଡ ସ୍କୋର କରିବାର ଗୌରବ ଅର୍ଜନ କରିଛି । ଆଇସିସି ପୁରୁଷ ଟି୨୦ ବିଶ୍ୱକପ ରିଜିଓନାଲ ଆଫ୍ରିକା କ୍ୱାଲିଫାୟର ଗ୍ରୁପ ବିରେ…
ରାହୁଲଙ୍କୁ ସମର୍ଥନ ଦେଲେ କୋଚ ଗୌତମ ଗମ୍ଭୀର
ପୁଣେ: ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ ଗୌତମ ଗମ୍ଭୀର ଖରାପ ଫର୍ମରେ ଥିବା କେଏଲ ରାହୁଲଙ୍କୁ ସମର୍ଥନ ଦେଇଛନ୍ତି । ସୋସିଆଲ ମିଡିଆରେ ଆଲୋଚନା କରିବା ଅପେକ୍ଷା ଟିମ ମ୍ୟାନେଜମେଂଟର ନିଷ୍ପତି…
ଆସନ୍ତୁ ଜାଣିବା ବବିତା ଫୋଗଟ କାହାକୁ କହିଲେ ଦିଦି ତୁମେ କଣ ପାଇଲ ?
ନୂଆଦିଲ୍ଲୀ: ରେସଲର ସାକ୍ଷୀ ମଲିକ ତାଙ୍କ ଆତ୍ମକଥା ୱିଟନେସ ମାଧ୍ୟମରେ ପୂନର୍ବାର ଚର୍ଚ୍ଚାକୁ ଆସିଛନ୍ତି । ସାକ୍ଷୀ ଏବେ ଭିନେଶ ଫୋଗଟ ଓ ବଜରଙ୍ଗ ପୂନିଆକୁ ନେଇ ଅନେକ ରହସ୍ୟ ଉଜାଗର କରିଛନ୍ତି ।…
ଆସନ୍ତୁ ଜାଣିବା ରୋହିତ କାହିଁକି ସଞ୍ଜୁ ସାମସନଙ୍କୁ କହିଲେ ତୁମେ ମୋତେ ମନେ ମନେ ଗାଳି ଦେଉଛ
ବେଙ୍ଗାଲୁର: ନିକଟରେ ଏକ ସାକ୍ଷାତକାରରେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଟି୨୦ ବିଶ୍ୱକପ ଫାଇନାଲରେ ସେ ଖେଳିବା ଏକପ୍ରକାର…
ଜମ୍ମୁ-କଶ୍ମୀର ବିପକ୍ଷ ରୋମାଂଚକ ମ୍ୟାଚରେ ଓଡିଶା ହାତେଇଲା ୩ ପଂଏଟ
କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଓଡିଶା-ଜମ୍ମୁ ଏବଂ କଶ୍ମୀର ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ୩ ପଂଏଟ ହାସଲ…
ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଆସନ୍ତୁ ଜାଣିବା ଫାଇନାଲ ପ୍ରବେଶ ପାଇଁ ଭାରତକୁ କେତୋଟି ମ୍ୟାଚରେ ଜିତିବା ଜରୁରୀ
ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ନିକଟରୁ ପ୍ରଥମ କ୍ରିକେଟ ଟେଷ୍ଟ ହାରିବା ପରେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିପାରିବ କି ନାହିଁ ସେ ନେଇ ପ୍ରଶଂସକ ଦ୍ୱନ୍ଦ୍ୱରେ…
ସର୍ଫରାଜ, ପନ୍ତଙ୍କ ଆକର୍ଷଣୀୟ ବ୍ୟାଟିଂ ସତ୍ୱେ ପୂନର୍ବାର ବ୍ୟାକଫୁଟରେ ଟିମ ଇଣ୍ଡିଆ
ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ପୂନର୍ବାର ହରଡଘଣାରେ ଟିମ ଇଣ୍ଡିଆ ପଡିଛି । ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ୪୬୨ ରନ କରି ଅଲଆଉଟ ହୋଇଯିବା ଫଳରେ ଏବେ ଭ୍ରମଣକାରୀ…
କୋହଲି, ରୋହିତ, ସର୍ଫରାଜଙ୍କ ଅର୍ଦ୍ଧଶତକ
ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଭାରତ…