Browsing Category
ଦେଶ- ବିଦେଶ
ନୀତିଶଙ୍କ ଚିନ୍ତା ବଢାଇବ କି ଦିଲ୍ଲୀ ଫଳାଫଳ?
ନୂଆଦିଲ୍ଲୀ: ଦିଲ୍ଲୀ ଜିତିବା ପରେ ଜୋଶରେ ବିଜେପି । ଏବେ ପରବର୍ତ୍ତୀ ଟାର୍ଗେଟ୍ ବିହାର । ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀ ପରେ ବିହାରରେ ପଦ୍ମ ଫୁଟାଇବାକୁ କମର କଷିଲେଣି ବିଜେପି ନେତା ।…
ବାଂଲାଦେଶରେ ଅପରେସନ୍ ଡେଭିଲ୍ ହଣ୍ଟ
ନୂଆଦିଲ୍ଲୀ: ବାଂଲାଦେଶରେ ବିରୋଧ କଲେ ଆକ୍ସନ୍ । ମୁହଁ ଖୋଲିଲେ ଯିବେ ଜେଲ୍ । ସରକାର ସହିବେନି ସମାଲୋଚନା । ୟୁନୁସ ସରକାରଙ୍କ ଅପରେସନ୍ ଡେଭିଲ୍ ହଣ୍ଟ । ବାଂଲାଦେଶରେ ଏବେ ମହମ୍ମଦ ୟୁନୁସ ସରକାର…
କିନ୍ନର ଅଖାଡାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀରୁ ସାଧ୍ୱୀ ହୋଇଥିବା ମମତା କୁଲକର୍ଣ୍ଣିଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇଛନ୍ତି ମମତା କୁଲକର୍ଣ୍ଣୀ । ମମତା…
ଦିଲ୍ଲୀ ହାରିବା ପରେ ଏବେ ଆପକୁ ଘାରିଛି ପଞ୍ଜାବ ଚିନ୍ତା
ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କ ହାତରୁ ଖସିଯାଇଛି ଦିଲ୍ଲୀ ଶାସନ । ଯାହା କେବେ କେଜ୍ରିଓ୍ବାଲ କଳ୍ପନା ବି କରିନଥିଲେ, ଦିଲ୍ଲୀବାସୀ ତାହା କରିକି ଦେଖାଇଛନ୍ତି । ଚତୁର୍ଥ ଥର ପାଇଁ ଦିଲ୍ଲୀ…
କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ରେସରେ ୫ ନେତା…
ନୂଆଦିଲ୍ଲୀ: ୨୭ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ କ୍ଷମତାକୁ ଫେରିପାରିଛି। ଆମ ଆଦମୀ ପାର୍ଟି ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ବିଜେପି କିନ୍ତୁ…
ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିରେନ ସିଂ
ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କ ନିକଟରେ ନିଜର ଇସ୍ତଫାପତ୍ର ଦାଖଲ କରିଛନ୍ତି।
ଇସ୍ତଫା…
ଏୟାରଟେଲ ୪୮୯ ବନାମ ୫୪୮: କେଉଁ ପ୍ଲାନ ଆପଣଙ୍କ ପାଇଁ ସର୍ବୋତ୍ତମ?
ଭୁବନେଶ୍ବର:ଯଦି ଆପଣଙ୍କ ପାଖରେ ଏୟାରଟେଲ କମ୍ପାନୀର ଏକ ପ୍ରିପେଡ୍ ସିମ୍ ଅଛି, ତେବେ ଏୟାରଟେଲ କମ୍ପାନୀର ଏହି ଦୁଇଟି ପ୍ଲାନ ଉପରେ ଧ୍ୟାନ ଦିଅନ୍ତୁ । ଯାହାର ମୂଲ୍ୟ ୪୮୯ ଟଙ୍କା ଏବଂ ୫୪୮ ଟଙ୍କା…
କୁଦୋପାଲିର ଅକୁହା କାହାଣୀ ନୂଆପିଢି ପାଖରେ ପହଞ୍ଚିବ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭”ର ହିନ୍ଦୀ ସଂସ୍କରଣ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
• ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ…
କାହିଁକି ଦିଲ୍ଲୀ ହାରିଲା ଆପ୍?
ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ ବଡ ଝଟକା । ଦଳ ଗଠନ ପରଠୁ ପ୍ରଥମ ଥର ପାଇଁ ଦିଲ୍ଲୀରେ ଦୋହଲି ଯାଇଛି ଆପର ଜନାଧାର । ୨୭ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିଥିବା ବେଳେ, ଆପ୍ ହାତରୁ…
ଦିଲ୍ଲୀରେ ଶୂନ ସ୍କୋର ସହ ହ୍ୟାଟ୍ରିକ୍ କରିବ କଂଗ୍ରେସ?
ନୂଆଦିଲ୍ଲୀ: ଦିଲ୍ଲୀରେ କେମିତି ପ୍ରଦର୍ଶନ କରିବ କଂଗ୍ରେସ? କମାଲ୍ କରିବ ନା ପୁଣି ନିରାଶ କରିବ? ଏକଜିଟ ପୋଲ ସତ ହେଲେ ଏଥର ବି ଦିଲ୍ଲୀରୁ ନିରାଶା ପାଇପାରେ କଂଗ୍ରେସ । ଅଧିକାଂଶ ବୁଥବାହୁଡା…