Browsing Category
ଦେଶ- ବିଦେଶ
ଅମୃତସରର ମନ୍ଦିରରେ ଗ୍ରେନେଡ୍ ମାଡ଼
ଅମୃତସର: ପଞ୍ଜାବ ଅମୃତସର ଖଣ୍ଡୱାଲା ଅଞ୍ଚଳରେ ଥିବା ଠାକୁରଦ୍ୱାର ମନ୍ଦିର ଉପରେ ଗ୍ରେନେଡ ଆକ୍ରମଣ ହୋଇଛି। ଏହି ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି।
ଏହି ଭିଡିଓରେ ଦୁଇଜଣ ଯୁବକ ଏକ…
ବେଆଇନ ପ୍ରବାସ ରୋକିବାକୁ ୪୩ ଦେଶ ଉପରେ କଟକଣା ଲଗାଇଲା ଆମେରିକା
ନୂଆଦିଲ୍ଲୀ: ବେଆଇନ ପ୍ରବାସ ରୋକିବାକୁ ୪୩ ଦେଶ ଉପରେ କଟକଣା ଲଗାଇଲା ଆମେରିକା । ପାକିସ୍ତାନ, ଉତ୍ତର କୋରିଆ ସମେତ ୪୩ ଦେଶ ଉପରେ ଆମେରିକାର କଟକଣା । ୪୩ଟି ଦେଶକୁ ରେଡ୍, ଅରେଞ୍ଜ, ୟେଲୋ ୩ଟି…
ସତ ହେବ ଇମ୍ରାନ ଖାନଙ୍କ ଭବିଷ୍ୟବାଣୀ !
ନୂଆଦିଲ୍ଲୀ: ପାକିସ୍ତାନ ଟ୍ରେନ ଅପହରଣ ଘଟଣା ପରେ ଦେଶ ବିଭାଜନକୁ ନେଇ ଚର୍ଚ୍ଚା ହେଉଛି । ବାଂଲାଦେଶ ଭଳି ବଲୁଚିସ୍ତାନ ମଧ୍ୟ ଅଲଗା ହୋଇଯିବା ନେଇ ଅନେକ ବୈଦେଶିକ ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।…
ଚିନ୍ତାରେ ବୈଜ୍ଞାନିକ! ଭୂମଧ୍ୟସାଗରର ୧୬ ହଜାର ଫୁଟ ତଳେ ପହଞ୍ଚିଲାଣି ପ୍ଲାଷ୍ଟିକ ଆବର୍ଜନା
ନୂଆଦିଲ୍ଲୀ: ଏବେ ପରିସ୍ଥିତି ଏପରି ଉପୁଜିଲାଣି ଯେ, ଭୂମଧ୍ୟସାଗରରେ ବହୁ ପରିମାଣର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଜମା ହେଲାଣି । ଚିନ୍ତାର ବିଷୟ ଯେ, ୟୁରୋପର ସବୁଠାରୁ ଗଭୀର ଅଳିଆ ଆବର୍ଜନାର…
ଭାରତର ଏହି ବ୍ୟକ୍ତି କରିଥିଲେ ପ୍ରଥମ ମୋବାଇଲ କଲ
ନୂଆଦିଲ୍ଲୀ: ମୋବାଇଲ ଏବେ ସମସ୍ତଙ୍କର ଏକ ଅତ୍ୟାବଶକୀୟ ସାମଗ୍ରୀ ହୋଇଛି । ଏହା ବିନା ଚଳିବା ଏକପ୍ରକାର ଅସମ୍ଭବ ହୋଇ ପଡିଛି । ଡିଜିଟାଲ କମ୍ୟୁନିକେଶନ ଏକ ଆର୍ଥୀକ ସ୍ୱଚ୍ଛଳକାର ପରିଚୟ ମଧ୍ୟ…
ପାକିସ୍ତାନ ଟ୍ରେନ ହାଇଜାକ୍, ଟ୍ରେନରେ ଅଛନ୍ତି ୪୫୦ ରୁ ଅଧିକ ଯାତ୍ରୀ
ନୂଆଦିଲ୍ଲୀ: ସୀମା ଟପିଲା ଆତଙ୍କବାଦୀଙ୍କ ଆତଙ୍କ । ପାକିସ୍ତାନରେ ଟ୍ରେନ୍ ଅପହରଣ କଲେ ଆତଙ୍କବାଦୀ । ଜାଫର ଏକ୍ସପ୍ରେସ ଟ୍ରେନ୍ ଅପହରଣ କଲେ ଆତଙ୍କବାଦୀ । ଟ୍ରେନ୍ରେ ଥିବା ୪୫୦ରୁ ଉର୍ଦ୍ଧ୍ଵ…
ବିଷାକ୍ତ ଦିଲ୍ଲୀ, ଭାଙ୍ଗିଲା ବିଶ୍ବ ରେକର୍ଡ
ନୂଆଦିଲ୍ଲୀ: ବିଷାକ୍ତ ପାଲଟିଲାଣି ଦେଶ । ବାୟୁ ପ୍ରଦୂଷଣରେ ସବୁ ରେକର୍ଡ ଭାଙ୍ଗୁଛି । ବିଶ୍ବର ପ୍ରଦୂଷିତ ୨୦ ସହର ମଧ୍ୟରୁ ୧୩ଟି ସହର କେବଳ ଭାରତର । ବାୟୁ ଗୁଣବତ୍ତା ସଂସ୍ଥା, ସ୍ବିଜରଲାଣ୍ଡର…
କୁଳଭୂଷଣ ଯାଦବଙ୍କୁ ଅପହରଣ କରିଥିବା ମୁଫତିକୁ ଗୁଳି କରି ହତ୍ୟା
ଇସଲାମାବାଦ: ଇରାନରୁ ନୌସେନାର ପୂର୍ବତନ କର୍ମଚାରୀ କୁଳଭୂଷଣ ଯାଦବଙ୍କୁ ଅପହରଣ କରିଥିବା ମୁଫତି ଶାହ ମୀରକୁ ହତ୍ୟା କରାଯାଇଛି । ଆକ୍ରମଣକାରୀମାନେ ତାକୁ ବହୁତ ନିକଟରୁ ଅନେକ ଥର ଗୁଳି କରିଥିଲେ…
ଶାହାରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ ଜାରି ହେଲା ନୋଟିସ
ଜୟପୁର: ଗୁଟଖା ବ୍ରାଣ୍ଡର ବିଜ୍ଞାପନ ଯୋଗୁଁ ବଲିଉଡ ବାଦଶାହା ଶାହାରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜୟପୁର ଜିଲ୍ଲା ଉପଭୋକ୍ତା କମିଶନ ଭ୍ରାମକ…
iPhone 14,15 ଓ 16ରେ ମିଳୁଛି ୧୦ହଜାର ଟଙ୍କାର ଡିସକାଉଣ୍ଟ, ଶୀଘ୍ର ଉଠାନ୍ତୁ ଅଫରର୍ ଲାଭ
ଯଦି ଆପଣ ବହୁତ ଦିନ ଧରି ଆପଲର ଆଇଫୋନ କିଣିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଏହା ଏକ ବଡ଼ ସୁଯୋଗ। ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଏହି ସେଲ ଆରମ୍ଭ ହୋଇଛି। ଯେଉଁଥିରେ ଆପଣ କେବଳ ଆପଲ…