Browsing Category

ଦେଶ- ବିଦେଶ

ହମାସ ଛାଡିଲା, ହସ ଫୁଟିଲା

ନୂଆଦିଲ୍ଲୀ: ୪୭୧ ଦିନ ପରେ ମୁହଁରେ ଫୁଟିଛି ହସ । କିଏ ଆଲିଙ୍ଗନ କରି ତ ଆଉ କିଏ ମୁଣ୍ଡରେ କୋଳ ରଖି, ଆତ୍ମହରା ହୋଇପଡିଛନ୍ତି । ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ…

ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଟେଣ୍ଟ

ପ୍ରୟାଗରାଜ: ମହାକୁମ୍ଭ ମେଳାରେ ରବିବାର ଦିନ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ସୂଚନା ଅନୁଯାୟୀ, ତୁଳସୀ ମାର୍ଗ ସେକ୍ଟର ୧୯ର ରେଲୱେ ଟ୍ରାକ ତଳେ ଥିବା ଗୀତା ପ୍ରେସ୍ ଗୋରଖପୁରର ଶିବିରରେ…

ଫିଫା ବିଶ୍ୱକପ୍ ପାଇଁ ମରକ୍କୋ ମାରିବ ୩୦ ଲକ୍ଷ କୁକୁର!

ନୂଆଦିଲ୍ଲୀ: ମରକ୍କୋ ସହରର ରାସ୍ତା ହେବ ରକ୍ତରେ ରଞ୍ଜିତ ହେବ । ରାସ୍ତାରୁ ହଟିବେ ୩୦ ଲକ୍ଷ କୁକୁର । ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର ଅନୁସାରେ, ମରକ୍କୋ ରାସ୍ତାରେ,…

ମହାକୁମ୍ଭରେ ‘ଗୋଲ୍ଡେନ ବାବା’; ପିନ୍ଧିଛନ୍ତି ୬ କୋଟିର ଅଳଙ୍କାର, ଫୋନ କଭର ବି ସୁନାର…

ପ୍ରୟାଗରାଜ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ପ୍ରତିଦିନ ନୂଆନୂଆ ସାଧୁସନ୍ଥଙ୍କୁ ଦେଖିବାକୁ ମିଳୁଛି। ଏପରିକି ସେମାନଙ୍କ ମଧ୍ଯ ସାଧୁ ନିଜର ନିଆରା ଅନ୍ଦାଜ ପାଇଁ ଶ୍ରଦ୍ଧାଳୁଙ୍କ ଗହଣରେ…

ଗୁଗଲରେ ମହାକୁମ୍ଭକୁ ସର୍ବାଧିକ ସର୍ଚ୍ଚ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ଦିବ୍ୟ ଆୟୋଜନ। ଏହି ସମୟରେ ଗୁଗଲରେ ସବୁଠୁ ଅଧିକ ସର୍ଚ୍ଚ ହେଉଛି ମହାକୁମ୍ଭ। ଗୁଗୁଲ ଟ୍ରେଣ୍ଡ ଅନୁସାରେ ଗତ ୧୫ ଦିନ ମଧ୍ୟରେ ସାରା ବିଶ୍ବରେ…

ଆଉ ଏକ ମାଇଲଖୁଣ୍ଟରେ ଇସ୍ରୋ: ମହାକାଶରେ ୨ଟି ସାଟେଲାଇଟର ସଫଳ ଡକିଂ

ନୂଆଦିଲ୍ଲୀ: ପୁଣି ଆଉ ଏକ ଐତିହାସିକ ସଫଳତା ହାସଲ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ଇସ୍ରୋ । ମହାକାଶରେ ପ୍ରଥମ ଥର ଦୁଇଟି ସେଟେଲାଇଯର ସଫଳ ଡକିଂ କରାଇଛି ।  ଏମିତି କରିବାରେ ଭାରତ…

ବନ୍ଦ ହେଲା ହିଣ୍ଡେନବର୍ଗ ସଂସ୍ଥା, ଘୋଷଣା କଲେ କମ୍ପାନୀ ପ୍ରତିଷ୍ଠାତା

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ବନ୍ଦ ହେଲା ହିଣ୍ଡେନବର୍ଗ ସଂସ୍ଥା। ହିଣ୍ଡେନବର୍ଗ ସଂସ୍ଥା ବନ୍ଦ…

କାଶୀ ତାମିଲ ସଙ୍ଗମମ ୩.୦ର କଥାବସ୍ତୁ ରହିଛି ‘ଋଷି ଅଗସ୍ତୀ’- ଧର୍ମେନ୍ଦ୍ର ପ୍ରଧାନ

କାଶୀ ତାମିଲ ସଙ୍ଗମମ ତୃତୀୟ ପର୍ଯ୍ୟାୟ ପାଇଁ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ • ଫେବୃୟାରୀ ୧୫ରୁ କାଶୀ ତାମିଲ ସଙ୍ଗମମ ୩.୦ ଆରମ୍ଭ • କାଶୀ ତାମିଲ ସଙ୍ଗମମ ୩.୦ରେ ପ୍ରଥମ ଥର ପାଇଁ…

କେନ୍ଦ୍ର ସରକାରଙ୍କ କ୍ୟାଲେଣ୍ଡରରେ ଫୁଲବାଣୀର ତୁଳା ବେହେରାଙ୍କ ଫଟୋ

ଭୁବନେଶ୍ୱର: ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ କ୍ୟାଲେଣ୍ଡରରେ ଫୁଲବାଣୀର ତୁଳା ବେହେରାଙ୍କ ଫଟୋ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିକ୍ଷାବୃତ୍ତି କରି ଚଳୁଥିବା…

ଛାଡ଼ପତ୍ର ବିନା ଅଲଗା ରହୁଥିବା ମହିଳା କରିପାରିବେ ଗର୍ଭପାତ, ଦରକାର ନାହିଁ ସ୍ଵାମୀଙ୍କ ଅନୁମତି

ନୁଆଦିଲ୍ଲୀ: ଛାଡ଼ପତ୍ର ବିନା ଅଲଗା ରହୁଥିବା ଗର୍ଭବତୀ ମହିଳାଙ୍କ ପାଇଁ ଆସିଲା ବଡ଼ ରାୟ। ନିକଟରେ ପଞ୍ଜାବ-ହରିୟାଣା ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇ ସ୍ୱାମୀଙ୍କଠାରୁ ଅଲଗା ରହୁଥିବା…