Browsing Category
ଦେଶ- ବିଦେଶ
‘ହେବେ ଯଦି ମୁଖ୍ୟମନ୍ତ୍ରୀ ହେବେ, ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେନି ସିନ୍ଦେ’
ମୁମ୍ବାଇ: ସରିଯାଇଛି ମହାରାଷ୍ଟ୍ର ନିର୍ବାଚନ । ହେଲେ ଏବେ ବି ମହାରାଷ୍ଟ୍ର ଭୋଟରଙ୍କ ସସପେନ୍ସ ସରିନି । କାହା ହାତକୁ ଯିବ ମହାରାଷ୍ଟ୍ର ଶାସନ? ସେନେଇ ଏବେ ବି ଚର୍ଚ୍ଚା ଜାରି ରହିଛି ।…
ବିଜେପିର ବିଭୀଷଣ ପଲିଟିକ୍ସ ଫେଲ୍ !
ନୂଆଦିଲ୍ଲୀ: ଝାଡଖଣ୍ଡରେ ଚମ୍ପାଇ ସୋରେନଙ୍କ କାନ୍ଧରେ ବନ୍ଧୁକ ରଖି କ୍ଷମତାର ଅଙ୍କ କଷିଥିଲା ବିଜେପି । ହେଲେ ବିଜେପି ବନ୍ଧୁକରୁ ହୋଇଗଲା ମିସଫାୟାର । କେବଳ ଝାଡ଼ଖଣ୍ଡ ନୁହେଁ, ବିହାରରୁ…
ଏ ଆର ରହମାନ ମୋ ବାପା ଭଳି, ଅପପ୍ରଚାର କରନ୍ତୁନି: ମୋହିନି
ନୂଆଦିଲ୍ଲୀ: ବିବାହର ୨୯ ବର୍ଷ ପରେ ଏ.ଆର୍ ରହମାନ ଏବଂ ସାଇରା ବାନୁଙ୍କ ଛାଡପତ୍ର ପ୍ରଶଂସକଙ୍କୁ ଚକିତ କରିଥିଲା। ଏହାରି ମଧ୍ୟରେ ଏ. ଆର୍ ରହମାନଙ୍କ ସହ କାମ କରୁଥିବା ମୋହିନୀ ଦେ ମଧ୍ୟ ତାଙ୍କ…
ଚିନ୍ମୟ ପ୍ରଭୁ କିଏ…ଯାହା ପାଇଁ ଜଳୁଛି ବାଂଲାଦେଶ
ନୂଆଦିଲ୍ଲୀ: ପୁଣି ଅସନ୍ତୋଷର ନିଆଁରେ ଜଳୁଛି ବାଂଲାଦେଶ । ଜୟ ଶ୍ରୀରାମ, ହର ହର ମହାଦେବ ନାରାରେ କମ୍ପୁଛି ରାସ୍ତାଘାଟ । ମଶାଲ ଶୋଭାଯାତ୍ରାରେ ହିନ୍ଦୁ ସମାଜ । ବାଂଲାଦେଶରୁ ଭାରତ, ଆମେରିକା…
ସିନ୍ଦେ, ଫଡନାଭିସ ନା ଆଉ କିଏ?
ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ ପରେ ସବୁଠୁ ବଡ ପ୍ରଶ୍ନ, କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ? ବିଜେପି ରାଜ୍ୟରେ ଏଥର ଆହୁରି ମଜବୁତ ହୋଇଛି । ମେଣ୍ଟରେ ବିଜେପି ସବୁଠୁ ବଡ ଦଳ…
ଇସ୍ରାଏଲ ଉପରେ ୨୫୦ ରକେଟ୍ ମାଡ କଲା ହିଜବୁଲ୍ଲା
ତେଲ ଅଭିଭ: ଗତ କିଛି ମାସ ଧରି ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଚାଲିଛି। ହିଜବୁଲ୍ଲା ପୁଣି ଥରେ ଇସ୍ରାଏଲ ଉପରେ ଏକ ବଡ଼ଧରଣର ଆକ୍ରମଣ କରିଛି।
ଖବର ମୁତାବକ, ରବିବାର ଦିନ…
ଭାରତର ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କଲେ ମସ୍କ
ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ଧନୀ ଶିଳ୍ପପତି ଏଲୋନ୍ ମସ୍କ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଏଥିସହିତ ଆମେରିକାର ନିର୍ବାଚନ ପ୍ରକ୍ରିୟାରେ ମଧ୍ୟ ଖୋଳତାଡ଼ କରିଛନ୍ତି।…
କାଲିଠୁ ସଂସଦରେ ଶୀତ ଅଧିବେଶନ: ସରିଲା ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ: ନଭେମ୍ବର ୨୫ରୁ ଅର୍ଥାତ୍ ଆସନ୍ତାକାଲି ଠାରୁ ସଂସଦରେ ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଶୀତ ଅଧିବେଶନ ପୂର୍ବରୁ ଆଜି ବସିଯାଇଛି ସର୍ବଦଳୀୟ ବୈଠକ । ସଂସଦୀୟ ବ୍ୟାପାର ମନ୍ତ୍ରୀ…
କାହିଁକି ବିମାନରେ ନଡିଆ ନେବା ମନା?
ନୂଆଦିଲ୍ଲୀ: ଉଡାଜାହାଜରେ ଯାତ୍ରା କରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କ ବ୍ୟାଗ ତନତନ କରି ଯାଞ୍ଚ କରାଯାଏ । ଏକ ନିର୍ଦ୍ଦିଷ୍ଟ ଓଜନର ଭିତରେ ଯାତ୍ରୀଙ୍କ ବ୍ୟାଗର ଓଜନ ରହିବା ନେଇ ନିୟମ ରହିଥିବା…
‘ଓଡ଼ିଶା ପର୍ବ- ୨୦୨୪’ରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ଓଡିଶା ପର୍ବ–୨୦୨୪ର ଆଜି ଅନ୍ତିମ ଦିନ। ଆଜିର ଏହି ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…