Browsing Category

ଦେଶ- ବିଦେଶ

ୟୁପିପିଏସସି ମୁଖ୍ୟାଳୟରେ କାହିଁକି ତେଜୁଛି ଛାତ୍ର ଆନ୍ଦୋଳନ?

ପ୍ରୟୋଗରାଜ: ଉତ୍ତର ପ୍ରଦେଶ ଲୋକସେବା ଆୟୋଗ(ୟୁପିପିଏସସି) ଦ୍ଵାରା ଆୟୋଜିତ ପ୍ରଶାସନିକ ସେବା ଏବଂ ଆରଓ-ଏଆରଓ ପରୀକ୍ଷାକୁ ଦୁଇଟି ଦିନରେ ସମ୍ପନ୍ନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି…

ରୌଦ୍ରରୂପରେ ବିକି କୌଶଲ

ମୁମ୍ବାଇ: ବିକି କୌଶଲଙ୍କ ଅପକମିଂ ଫିଲ୍ମ ‘ମହାବତାର’ ର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ପୌରାଣିକ କଥାବସ୍ତୁ ଉପରେ ଆଧାରିତ। ବିକି ଏହି ଫିଲ୍ମରେ…

ମହାରାଷ୍ଟ୍ରରେ କାହାକୁ କନ୍ଦାଇବ ପିଆଜ?

ନୂଆଦିଲ୍ଲୀ: ସାରା ଦେଶରେ ପିଆଜ ଦର ଆକାଶଛୁଆଁ । ଦିଲ୍ଲୀରେ ୬୦ ତ ଭୁବନେଶ୍ବରରେ ପିଆଜ କିଲୋ ପହଞ୍ଚିଲାଣି ୯୦ଟଙ୍କା। ତେବେ ପ୍ରଶ୍ନ ଉଠୁଛି, ମହାରାଷ୍ଟ୍ରରେ ପିଆଜ କେଉଁ ଦଳକୁ କନ୍ଦାଇବ? ଗତ…

ଆମେରିକାରେ କ’ଣ ନୂଆ କରିବାକୁ ଯାଉଛନ୍ତି ଟ୍ରମ୍ପ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦର ଶପଥ ନେବା ପୂର୍ବରୁ ହିଁ ଆକ୍ସନ ମୋଡରେ ଡୋନାଲଡ ଟ୍ରମ୍ପ। ବିଭାଗ ବଣ୍ଟନରେ ଟ୍ବିଷ୍ଟ ଦେଇ ପୂରା ବିଶ୍ବକୁ ଚମକାଇ ଦେଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି…

କାହିଁକି ବାରମ୍ବାର ମୁଣ୍ଡ ନୁଆଁଉଛନ୍ତି ନୀତିଶ ?

ନୂଆଦିଲ୍ଲୀ: ପୁଣି ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ନଇଁଲେ ନୀତିଶ। ଗତ ଦୁଇ ଥର ଭଳି ଏଥର ବି ଅଧାରେ ଅଟକାଇଲେ ମୋଦି । ବିହାର ଦରଭଙ୍ଗାରେ ସରକାରୀ…

ଇରାକରେ ବାଳିକା ବଧୂ !

ନୂଆଦିଲ୍ଲୀ: ବଦଳୁଛି ଦୁନିଆ, ହେଲେ ଆଧୁନିକରୁ ମଧ୍ୟଯୁଗୀୟ ପରମ୍ପରା ଆଡକୁ ଯାଉଛି ଇରାକ । ଦେଶରେ ବିବାହ ଆଇନରେ ସଂଶୋଧନ କରିବାକୁ ଯାଉଛନ୍ତି ଇରାକ ସରକାର । ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ…

ମହାରାଷ୍ଟ୍ରରେ କାହାର ମାଷ୍ଟ୍ରରଷ୍ଟ୍ରୋକ୍?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବଢିଲାଣି ନିର୍ବାଚନୀ ପାରଦ । ମତଦାନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ଭୋଟରଙ୍କ ଭରସା ଜିତିବାକୁ ଉଦ୍ୟମ ଚଳାଇଛନ୍ତି ନେତା । ମହାରାଷ୍ଟ୍ରରେ ମୁକାବିଲା…

କ’ଣ ଏହି ଟ୍ରମ୍ପଙ୍କ ଚୀନ ପଲିସି?, ଯେଉଁଥିରେ ଭାରତକୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ଘୋଷଣା ହେବା ପରେ ଏବେ ଚିନ୍ତାରେ ଚୀନ । ଟ୍ରମ୍ପଙ୍କ ଚୀନ୍ ପଲିସି ଏବେ ଚୀନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ…

ବର୍ଷ ସାରା ଦିଲ୍ଲୀରେ ବାଣ ବ୍ୟାନ୍ ପ୍ରସଙ୍ଗ: ‘କୌଣସି ଧର୍ମ କେବେ ବି ପ୍ରଦୂଷଣକୁ ପ୍ରୋତ୍ସାହିତ କରିବ ନାହିଁ’

ନୂଆଦିଲ୍ଲୀ: ଦିନକୁ ଦିନକୁ ଭୟଙ୍କର ହେବାରେ ଲାଗିଛି ଦିଲ୍ଲୀ ପ୍ରଦୂଷଣ । ବର୍ଷର ଅଧିକାଂଶ ସସୟ ରାଜଧାନୀ ଦିଲ୍ଲୀର ବାୟୁ ସ୍ବାସ୍ଥ୍ୟପକ୍ଷେ ହାନିକାରକ ହୋଇଥିବା ବେଳେ ଶୀତ ଦିନ ଆସିଲେ ତ କଥା…

କମେଣ୍ଟରେ ଦେଲେ ୪ଟି ପରାମର୍ଶ: ନିଜ ଆଡୁ ଚାକିରି ପ୍ରସ୍ତାବ ଦେଲେ ଜୋମାଟୋ ସିଇଓ

ନୂଆଦିଲ୍ଲୀ: କମେଣ୍ଟରେ ଦେଲେ ୪ ପରାମର୍ଶ । ସିଧା ଏକ୍ସ ପୋଷ୍ଟରେ ନିଜ ଆଡୁ ୟୁଜର୍ସଙ୍କୁ ଚାକିରି ପ୍ରସ୍ତାବ ଦେଲେ ଜୋମାଟେ ସିଇଓ । କହିଲେ, ତୁମେ କିଏ? କ’ଣ କରୁଛ? ମୋତେ ସିଧାସଳଖ କଣ୍ଟାକ୍ଟ…