Browsing Category
ଦେଶ- ବିଦେଶ
୧୪ ବିଧାନସଭା ଆସନ ପାଇଁ ବଦଳିଲା ଉପନିର୍ବାଚନ ତାରିଖ
ନୂଆଦିଲ୍ଲୀ: ୧୪ ଟି ବିଧାନସଭା ଆସନ ପାଇଁ ବଦଳିଛି ଉପନିର୍ବାଚନ ତାରିଖ। ଉତ୍ତରପ୍ରଦେଶ, ପଞ୍ଜାବ ଏବଂ କେରଳର ୧୪ ଟି ବିଧାନସଭା ଆସନ ପାଇଁ ପରିବର୍ତ୍ତନ କରାଯାଇଛି ଉପ-ନିର୍ବାଚନର ତାରିଖ। ଏହି…
ମନପସନ୍ଦର କନ୍ଯା ମିଳିଲାନି, ମାଟ୍ରିମୋନି ପୋର୍ଟାଲକୁ ୬୦ ହଜାର ଟଙ୍କା ଜୋରିମାନା
ନୂଆଦିଲ୍ଲୀ: ବେଙ୍ଗାଲୁରୁର କଞ୍ଜ୍ୟୁମର କୋର୍ଟ ଏକ ମାଟ୍ରିମୋନି ପୋର୍ଟାଲକୁ ୬୦ ହଜାର ଟଙ୍କା ଜୋରିମାନା କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଫି ’ଜମା କରିବାର ୪୫ ଦିନ ମଧ୍ୟରେ କନ୍ୟା ଖୋଜି ବିବାହ…
କେଉଁଠି ଓ କେବେ ହେବ ଆଇପିଏଲ୍ ୨୦୨୫ର ମେଗା ନିଲାମ…
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମ ନଭେମ୍ବର ଶେଷ ସପ୍ତାହ ବେଳକୁ ସାଉଦିଆରବର ରିୟାଦରେ ହୋଇପାରେ।
ଏହି ମେଗା ନିଲାମ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ନିଜ ନିଜ ରିଟେନ ଖେଳାଳିଙ୍କ…
ଝାଡ଼ଖଣ୍ଡରେ ଲଢେଇର ନାଁ ‘ଅସ୍ମିତା’
ନୂଆଦିଲ୍ଲୀ: ଓଡିଶା ପରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଅସ୍ମିତା ପ୍ରସଙ୍ଗ । ବିଜେପିର ରୋଟି, ମାଟି, ବେଟି ବନାମ ଜେଏମଏମର ଝାଡ଼ଖଣ୍ଡ ଅସ୍ମିତା । ଲୋକସଭା ଲଢେଇରେ ଆଦିବାସୀ ଅସ୍ମିତାକୁ…
ହିଜାବ ବିରୋଧରେ ଛାତ୍ରୀଙ୍କ ଅଜବ ପ୍ରତିବାଦ
ନୂଆଦିଲ୍ଲୀ: ଇରାନରେ ହିଜାବକୁ ବିରୋଧ କରି ଶନିବାର ଦିନ ଇରାନର ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ନିଜର ପୋଷାକ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ…
ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୨୦୭୦ ସୁଦ୍ଧା ୨୫ ପ୍ରତିଶତ ଖସିବ ଜିଡିପି
ନୂଆଦିଲ୍ଲୀ: ମନୁଷ୍ୟ ହିଁ ଏବେ ମନୁଷ୍ୟ ପାଇଁ ପ୍ରଳୟ ବିଭୀଷିକା ଟାଣି ଆଣୁଛି । ବିଭିନ୍ନ ମନୁଷ୍ୟକୃତ କାର୍ଯ୍ୟ ପାଇଁ ପରିବେଶ ପ୍ରଭାବିତ ହେଉଥିବା ବେଳେ ଜଳବାୟୁ ପରିବର୍ତ୍ତନ ଏବେ କାଳ ସାଜିଲାଣି…
ଆଜିଠୁ ୭ ଦିନିଆ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ବର: ଆଜିଠୁ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୭ ଦିନିଆ ପାଇଁ ଉପମୁଖ୍ୟମନ୍ତ୍ରୀ ଲଣ୍ଡନ ଗସ୍ତ କରୁଛନ୍ତି । ଓଡ଼ିଶା ପର୍ଯ୍ୟଟନ, ପ୍ରବାସୀ ଏବଂ ଶିଳ୍ପପତିଙ୍କ ସହ…
ହାରିସ Vs ଟ୍ରମ୍ପ…କାହାକୁ ବାଛିବ ଆମେରିକା?
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କାଣ୍ଟେ କି ଟକ୍କର । ଜନତା ନେଉଛନ୍ତି ଅଗ୍ନିପରୀକ୍ଷା । ଡୋନାଲ୍ଡ ଟ୍ରମ୍ପ ନା କମଲା ହାରିସ? କାହାକୁ ବାଛିବେ ଆମେରିକା ଜନତା? ମଙ୍ଗଳବାର…
ପ୍ରଶାନ୍ତ କିଶୋର: ଥିଓରୀରେ ହିରୋ ପ୍ରାକ୍ଟିକାଲରେ ?
ନୂଆଦିଲ୍ଲୀ: ନିର୍ବାଚନର ଥିଓରୀ ପେପର ଟପ୍ପର ରହିଥିବା ପ୍ରଶାନ୍ତ କିଶୋର ଏଥର ଦେଉଛନ୍ତି ପ୍ରାକ୍ଟିକାଲ୍ ପରୀକ୍ଷା। ପରଦା ପଛରେ ରହି ବିଭିନ୍ନ ରାଜନୈତିକ ଦଳ ପାଇଁ ବିଜୟ ରଣନୀତି ପ୍ରସ୍ତୁତ…
ମହାରାଷ୍ଟ୍ର ମହାଭାରତରେ ସନ ରାଇଜିଂ !
ନୂଆଦିଲ୍ଲୀ: ମହାରାଷ୍ଟ୍ର କୁରୁକ୍ଷେତ୍ରରେ ବରିଷ୍ଠ ନେତାଙ୍କ ପୁଅ ଝିଅ । ରାଜନୈତିକ ଭିରାସତକୁ ଆଗକୁ ନେବାକୁ ସମରସଜ୍ଜା । ବିରୋଧୀଙ୍କ ପାଇଁ ପଛରୁ ଗୋଟି ଚଳାଇବେ ବାପା । କେଉଁଠି ବାଜିରେ…