Browsing Category
ଦେଶ- ବିଦେଶ
ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ପୂରା ପରିବାର
ମୁମ୍ବାଇ: ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ପୂରା ପରିବାର । ଚେମ୍ବୁରର ସିଦ୍ଧାର୍ଥ କଲୋନୀରେ ଥିବା ଏକ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ପରିବାରର ୭ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି ।…
ହରିୟାଣା : କ’ଣ କଂଗ୍ରେସର ସମ୍ଭାବ୍ୟ ବିଜୟର କାରଣ, କେଉଁଠି ରହିଲା ବିଜେପିର ଭୁଲ୍?
ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ଓ ଏଜେନସୀର ଏକଜିଟ୍ ପୋଲ୍ ଆକଳନ ଅନୁସାରେ ଏଥର ହରିୟାଣାରେ ଗଠନ ହେବ କଂଗ୍ରେସ ସରକାର । ଏକଜିଟ୍ ପୋଲ୍ ପୂର୍ବାନୁମାନ ଅନେକ ଥର ଭୁଲ ସାବ୍ୟସ୍ତ ହୋଇଛି । ହେଲେ…
ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା
ମୁମ୍ବାଇ: ଚାଷୀଙ୍କୁ ଖାତାକୁ ଚଢିଲା ପିଏମ କିଷାନର ୧୮ ତମ କିସ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ୍ ମହାରାଷ୍ଟ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ବଟନ ଟିପି ଏକାସାଙ୍ଗରେ ପୂରା ଦେଶର…
ଦୁର୍ଗାପୂଜାରେ କଏଦୀଙ୍କୁ ଦିଆଯିବ ମଟନ୍ ବିରିୟାନୀ, ପୁଲାଓ ସହ ଏସବୁ ଖାଦ୍ୟ
କୋଲକାତା: ଦୁର୍ଗା ପୂଜା ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ। ସାରା ଦେଶରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ପଶ୍ଚିମବଙ୍ଗରେ ଧୁମଧାମରେ ଦୁର୍ଗା ପୂଜା ପାଳିତ ହୋଇଥାଏ।
ଏହି ସମୟ ମଧ୍ୟରେ…
ଡରାଇଲାଣି ଆଣ୍ଟାର୍କଟିକା: ତରଳୁଛି ଗ୍ଲାସିୟର, ପାଲଟିଲାଣି ସବୁଜିମା
ନୂଆଦିଲ୍ଲୀ: ଧିରେ ଧିରେ ପରିବର୍ତ୍ତନ ଚକ୍ରରେ ବଦଳି ଚାଲିଛି ପୃଥିବୀ । ଜଳବାୟୁ ପରିବର୍ତ୍ତନର କୁପ୍ରଭାବରେ ପ୍ରଭାବିତ ହୋଇ ଏବେ ପ୍ରକୃତି ବିଭିନ୍ନ ସ୍ଥାନରେ ତାର କରାଳ ରୂପ ଦେଖାଉଛି । କାହିଁ…
ଭାରତରେ ୪ଟି ନୂଆ ଷ୍ଟୋର ଖୋଲିବ ଆପଲ
ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢୁଛି ଆପଲ ଆଇଫୋନ୍ ବ୍ୟବହାରୀଙ୍କ ସଂଖ୍ୟା l ବ୍ୟବସାୟ ବି ବେଶ ଭଲ ହେଉଛି l ବ୍ୟବସାୟରେ ଉନ୍ନତି ଦେଖି ଏକ ଗୁରୁତ୍ୱ ପୁର୍ଣ ନିଷ୍ପତି ନେଇଛି ଆପଲ । ଆଇଫୋନ୍…
ନୂଆ ବିବାଦରେ ‘ବିବାଦ ରାଣୀ’
ମୁମ୍ବାଇ:ବିବାଦ କଙ୍ଗନା ରନୌତଙ୍କ ପିଛା ଛାଡୁନାହିଁ । ଏବେ ପୁଣି ନୂଆ ବିବାଦରେ ଫସିଛନ୍ତି ଅଭିନେତ୍ରୀରୁ ନେତ୍ରୀ ସାଜିଥିବା କଙ୍ଗନା । ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀରେ କଙ୍ଗନା ଭାରତର ପୂର୍ବତନ…
ଇସ୍ରାଏଲ ବିରୋଧରେ ଭାରତର ସମର୍ଥନ ଚାହୁଁଛି କି ଇରାନ ?
ନୂଆଦିଲ୍ଲୀ: ଦିନେ ଇସ୍ରାଏଲ-ଇରାନ ଦୁଇଦେଶ ବନ୍ଧୁ ଥିଲେ। କିନ୍ତୁ ଏବେ ହୋଇଛନ୍ତି ଶତ୍ରୁ। ପରସ୍ପରକୁ ଦେଉଛନ୍ତି ମୁହଁତୋଡ ଜବାବ। କେହି କାହାକୁ ଛାଡିବାକୁ ନାରାଜ। ଦିନକୁ ଦିନ ବଢିବାରେ ଲାଗି…
ଗୁଗୁଲର ବଡ ଘୋଷଣା, ଏବେ ହିନ୍ଦିରେ କଥା କହିବ ଜେମିନି
ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତରେ ଗୁଗୁଲ୍ ଫର୍ ଇଣ୍ଡିଆ ଇଭେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଗୁଗୁଲ ଦ୍ୱାରା ଏକ ବଡ ଘୋଷଣା କରାଯାଇଥିଲା । କମ୍ପାନୀ କହିଛି ଯେ ବର୍ତ୍ତମାନ ଗୁଗୁଲର…
ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଭାଗ ନେବାପାଇଁ ପାକିସ୍ତାନ ଯିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି । ଏଥର ପାକିସ୍ତାନ…