Browsing Category
ଦେଶ- ବିଦେଶ
‘କଂଗ୍ରେସ ସହ ଦିଲ୍ଲୀରେ ମେଣ୍ଟ କରିବନି ଆପ୍’
ନୂଆଦିଲ୍ଲୀ: ହରିୟାଣା ନିର୍ବାଚନରେ କଂଗ୍ରେସ ଓ ଆପ୍ କୁ ପରାଜୟର ସ୍ବାଦ ଚାଖିବାକୁ ମିଳିଛି । ଯାହାକୁ ନେଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଆମ୍ ଆଦମୀ ପାର୍ଟି ଲଢ଼ିବ ବୋଲି ଆଜି ଦଳ…
ଜାମ୍ମୁ କାଶ୍ମୀର ନିର୍ବାଚନ ଫଳ : ଉମରଙ୍କ ରାଜନୈତିକ ଜୀବନରେ ନୂଆ ମୋଡ
ଜାମ୍ମୁ ଓ କାଶ୍ମୀରର ଐତିହାସିକ ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଂଟକୁ ମିଳିଛି ସ୍ପଷ୍ଟ ବହୁମତ । ଏନସି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ପୁଅ ଉମର ଅବଦୁଲ୍ଲା ପୁଣି ଥରେ…
ନଭେମ୍ବର ୩ରୁ ବନ୍ଦ ହେବ କେଦାରନାଥ ଧାମ
ରୁଦ୍ରପ୍ରୟାଗ: ଶୀତ ଋତୁର ଆଗମନ ହେବାକୁ ଥିବା ବେଳେ କେଦାରନାଥ ଧାମର ଦ୍ବାର ବନ୍ଦ ହେବାର ତାରିଖ ଘୋଷଣା କରାଯାଇଛି।
ଚଳିତ ବର୍ଷ ମେ ମାସରେ ଭକ୍ତମାନଙ୍କ ପାଇଁ କେଦାରନାଥ ଧାମର ଦ୍ୱାର ଖୋଲା…
ହିନ୍ଦୁ ରାଜାଙ୍କ ପରେ କିଏ ସମ୍ଭାଳିଥିଲା କଶ୍ମୀରର ଶାସନ ଭାର, କିପରି ହୋଇଥିଲା ନିର୍ବାଚନ?
ଶ୍ରୀନଗର: କଶ୍ମୀର ହେଉଛି ଭାରତର ଏକ ବିବାଦୀୟ ଅଞ୍ଚଳ । ଏହାର ଇତିହାସ ରାଜା, ମହାରାଜା ଏବଂ ରାଜନୈତିକ ନେତାଙ୍କ ମଧ୍ୟରେ ସଂଘର୍ଷରେ ପରିପୂର୍ଣ୍ଣ । ଭାରତ ସ୍ବାଧୀନ ସମୟରେ କଶ୍ମୀର ରାଜାଙ୍କର…
ନବରାତ୍ରୀରେ ଯାଆନ୍ତୁ ଏହି ୩ଶହ ବର୍ଷ ପୁରୁଣା ମନ୍ଦିର, ଯେଉଁଠି ରହିଛି ଅନେକ ଚମତ୍କାରୀତା
କନ୍ୟାକୁମାରୀ: ଆମ ଦେଶରେ ୫୧ଟି ଶକ୍ତି ପୀଠ ରହିଛି । ଯେଉଁ ସ୍ଥାନଗୁଡ଼ିକରେ ମାତା ସତୀଙ୍କ ଶରୀରର ଅଙ୍ଗଗୁଡ଼ିକ ପଡିଥିଲା, ସେହି ସ୍ଥାନ ମାନଙ୍କୁ ଶକ୍ତି ପୀଠ ଭାବରେ ବିବେଚନା କରାଯାଏ । ତେବେ…
ପଦାର୍ଥ ବିଜ୍ଞାନରେ ଦୁଇଜଣଙ୍କୁ ନୋବେଲ୍ ପୁରସ୍କାର
ନୂଆଦିଲ୍ଲୀ: ୨୦୨୪ ବର୍ଷ ପାଇଁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ୍ ସ୍ୱିଡେସି ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଜନ୍ ଜେ ହପଫିଲ୍ଡ ଏବଂ ଜେଫ୍ରି ଇ…
ହରିୟାଣା ବିଜୟ ପରେ ଧର୍ମେନ୍ଦ୍ରଙ୍କୁ ପୁରସ୍କାର !
ନୂଆଦିଲ୍ଲୀ: ନା ଏକଜିଟ୍ ପୋଲ ସର୍ଭେ ସତ ହେଲା ନା ଠିକ୍ ହେଲା ନିର୍ବାଚନ ବିଶେଷଜ୍ଞଙ୍କ ଆକଳନ । କୁହାଯାଉଛି, ଧର୍ମେନ୍ଦ୍ରଙ୍କ ରଣନୀତି ଆଗରେ ଆଣ୍ଠେଇଲା କଂଗ୍ରେସର ସବୁ ପ୍ଲାନ୍ । ହରିୟାଣାରେ…
ହରିୟାଣାରେ ହ୍ୟାଟ୍ରିକ : ବିଜେପି ପାଇଁ ବୁଷ୍ଟର ଡୋଜ୍
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ନେଇ ସବୁ ପୂର୍ବାନୁମାନ ଭୁଲ । ବାଜି ମାରିନେଇଛି ବିଜେପି । ଲଗାତର ତୃତୀୟ ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି ଗୈରିକ ପାର୍ଟି ।…
ଧୋତି, କୁର୍ତ୍ତା ପିନ୍ଧି ଷ୍ଟାଡିୟମରେ ଯୋଗୀ; ମାରିଲେ ଚୌକା, ଛକା
ଲକ୍ଷ୍ନୌ: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୩୬ତମ ଅଲ ଇଣ୍ଡିଆ ଆଡଭୋକେଟ୍ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୬ ତମ ଅଲ ଇଣ୍ଡିଆ ଆଡଭୋକେଟ୍…
ସାଇବର ଠକଙ୍କ ଟାର୍ଗେଟରେ ପେନସନ ଯୋଜନା: ଉପଭୋକ୍ତାଙ୍କୁ ସତର୍କ କରାଇଲେ ସରକାର
ନୂଆଦିଲ୍ଲୀ: ଅନଲାଇନ୍ରେ ପଇସା କାରବାର ହେବା ପରଠାରୁ ସାଇବର ଠକ ମାତ୍ରାଧିକ ବଢିଚାଲିଛି। ଏହାକୁ ତୁରନ୍ତ ରୋକିବା ମୁସକିଲ ହେବ କିନ୍ତୁ ନିଜେ ସତର୍କ ରହିଲେ ନିଶ୍ଚିତ ଆମେ ସାଇବ ଠକାମୀର ଶୀକାର…