Browsing Category

ଦେଶ- ବିଦେଶ

କୋଲକାତା ଲଜ୍ଜା: ଗିରଫ ହୋଇପାରନ୍ତି ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ

କୋଲକାତା: କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଢିଲା ସନ୍ଦୀପ ଘୋଷଙ୍କ ଅଡ଼ୁଆ। ସନ୍ଦୀପ ନାଁରେ ଏତଲା କଲା ସିବିଆଇ । ଆର୍‌.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ନାଁରେ…

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନେସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ l ପୋଲାଣ୍ଡରୁ ୧୦ ଘଣ୍ଟିଆ ଟ୍ରେନ୍ ଯାତ୍ରା କରି କିଭରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l କିଭ୍‌ରେ ପହଞ୍ଚିବା ପରେ…

ଦିଲ୍ଲୀରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଚଳିତ ଅଗଷ୍ଟ ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଚଳିତବର୍ଷର ବର୍ଷା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ରିପୋର୍ଟ ମୁତାବକ, ସର୍ବାଧିକ ବର୍ଷା ଚଳିତ ମାସ ଅର୍ଥାତ୍ ଅଗଷ୍ଟ ମାସରେ ହୋଇଛି । ସହରରେ…

୩୦ ବର୍ଷୀୟ ପୁଅ ପାଇଁ ଇଚ୍ଛାମୃତ୍ୟୁ ମାଗିଲେ ମା’; କୋର୍ଟ ଦେଲେ ଆଦେଶ…

ଗାଜିଆବାଦ: ଗାଜିଆବାଦର ୩୦ ବର୍ଷିୟ ହରିଶ ରାଣା ୧୦ବର୍ଷରୁ ଅଧିକ ସମୟ ଧରି ଶଯ୍ୟାଶାୟୀ ଅଛନ୍ତି। ତାଙ୍କ ମା’ ନିର୍ମଳା ଦେବୀ ଏବଂ ପିତା ଅଶୋକ ରାଣା ତାଙ୍କ ପାଇଁ ସୁପ୍ରିମକୋର୍ଟରେ ଇଚ୍ଛାମୃତ୍ୟୁ…

୨୦୦ମି.ଗଭୀର ଖାଇକୁ ଖସିଲା ବସ, ୬ ମୃତ

ଲେହ: ଲେହର ଦୁର୍ଗୁକ୍ ଅଞ୍ଚଳରେ ଗୁରୁବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୨୦୦ମିଟର ଗଭୀର ଖାଇକୁ ଖସିପଡ଼ିଥିଲା। ପ୍ରାରମ୍ଭିକ ସୂଚନାନୁସାରେ ଏହି…

କୋଲକାତା ଲଜ୍ଜାରେ କହୁ କହୁ ଲୁହରେ ଭିଜିଗଲା ଗାୟିକା ଉଷାଙ୍କ ଆଖି

କୋଲକାତା: ଆରଜି କର ମେଡିକାଲ କଲେଜରେ ଯାହା ଘଟିଛି ତାହା ପୁଣି ଥରେ ଦେଶରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବଡ ପ୍ରଶ୍ନବାଚୀ ଲଗାଇଛି । ଡାକ୍ତରଙ୍କ ସୁରକ୍ଷା ଓ ପୀଡିତାଙ୍କୁ ନ୍ୟାୟ ପାଇଁ…

ଓଡ଼ିଶାକୁ ପଶ୍ଚିମବଙ୍ଗରୁ ସ୍ବାଭାବିକ ହେଲା ଆଳୁ ଆମଦାନୀ: ହଟିଲା ସୀମାନ୍ତ ବ୍ୟାରିକେଡ, କମିବ ଦର

ଭୁବନେଶ୍ୱର: ଓଡ଼ିଶାରୁ ଦୂର ହେବ ଆଳୁ ସଙ୍କଟ। ଦୀର୍ଘ ଦିନର ଛକାପନଝା ପରେ ଓଡ଼ିଶାକୁ ପଶ୍ଚିମବଙ୍ଗରୁ ସ୍ବାଭାବିକ ହେଲା ଆଳୁ ଆମଦାନୀ। ସୀମାନ୍ତ ସାଲପୋଟା ନିକଟରେ ଥିବା ପଶ୍ଚିମବଙ୍ଗର ନାକା…

ବଦଲାପୁର ଲଜ୍ଜା

ଥାନେ: କୋଲକାତା ହସପିଟାଲ ହରର୍ ସାରାଦେଶରେ ଆକ୍ରୋଶ ସୃଷ୍ଟି ହୋଇଥିବା ବେଳେ ଏବେ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଦୁଇ ନାବାଳିକାଙ୍କୁ ଯୈାନ ନିର୍ଯାତନା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଥାନେ…

ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ, ଜେଏମଏମ୍ ଛାଡ଼ି ବିଜେପିରେ ଯୋଗ ଦେବେ କି ଚମ୍ପାଇ ସୋରେନ୍ ?

ଝାଡଖଣ୍ଡ: ବିଧାନସଭା ନିର୍ବାଚନ ଆଗରୁ ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲାଗିପାରେ ବଡ଼ ଝଟକା। ଝାଡଖଣ୍ଡ (ମୁକ୍ତିମୋର୍ଚ୍ଚା )ଜେଏମଏମ୍‌ର ବରିଷ୍ଠ ନେତା…

ନ୍ୟୁୟର୍କରେ ଭାରତୀୟ କଳା ସଂସ୍କୃତିର ଝଲକ, ୪୨ତମ ବାର୍ଷିକ ଇଣ୍ଡିଆ ଡେ ପରେଡରେ ସୋନାକ୍ଷୀ ଓ ପଙ୍କଜ ତ୍ରିପାଠୀ ସାମିଲ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରରେ ଭାରତୀୟ କଳା ସଂସ୍କୃତିର ଝଲକ। ରାମ ମନ୍ଦିର ଢାଞ୍ଚାର ପ୍ରଜ୍ଞାପନ ମେଢ଼ ସହ ପାରମ୍ପରିକ ବାଦ୍ୟ ଗୀତରେ କମ୍ପିଲା ନ୍ୟୁୟର୍କ ସହର। ୪୨ ତମ ବାର୍ଷିକ…