Browsing Category

ଦେଶ- ବିଦେଶ

NIAର ନୂଆ ଡିଜି ଭାବେ ରାକେଶ ଅଗରୱାଲ ନିଯୁକ୍ତ

ନୂଆଦିଲ୍ଲୀ: NIAର ନୂଆ ଡିଜି ଭାବେ ରାକେଶ ଅଗରୱାଲଙ୍କୁ ନିଯୁକ୍ତି କରାଯାଇଛି। ହିମାଚଳ ପ୍ରଦେଶର ୧୯୯୪ କ୍ୟାଡର ଆଇପିଏସ୍ ଅଫିସର ରାକେଶ। ବରିଷ୍ଠ IPS ଅଧିକାରୀ ରାକେଶ ଅଗ୍ରୱାଲଙ୍କୁ ଜାତୀୟ…

ତୁରନ୍ତ ଇରାନ ଛାଡିଦିଅ ‘…ଭାରତୀୟ ଦୂତାବାସ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ: ଭାରତ ବୁଧବାର ଦିନ ଏକ ଆଡଭାଇଜରୀ ଜାରି କରି ଇରାନରେ ଥିବା ନିଜର ନାଗରିକମାନଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ଅନୁରୋଧ କରିଛି। ବଢୁଥିବା କ୍ଷେତ୍ରୀୟ ଉତ୍ତେଜନା ଏବଂ ବିରୋଧ ପ୍ରଦର୍ଶନ…

ସଂସଦରେ କମାଲ କରିବ ପ୍ରଯୁକ୍ତିବିଦ୍ୟା, ସାଂସଦମାନଙ୍କୁ ଏମିତି କରିବ ସାହାଯ୍ୟ…୨୨ ଭାଷାରେ ହେବ ଉପଲବ୍ଧ…

ନୂଆଦିଲ୍ଲୀ: ସଂସଦର ପରିଦର୍ଶକ ଗ୍ୟାଲେରୀରେ ପ୍ରତ୍ୟେକ ଆସନ ପାଖରେ ଛୋଟ ଇୟରଫୋନ୍ ରଖାଯାଇଛି, ଯାହା ଲୋକସଭା ଏବଂ ରାଜ୍ୟସଭାରେ ହିନ୍ଦୀ, ଇଂରାଜୀ ଏବଂ ଅନେକ ଆଞ୍ଚଳିକ ଭାଷାରେ କହୁଥିବା ସଦସ୍ୟଙ୍କ…

ଗଡିବ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍; ରହିବନି ୱେଟିଂ ଲିଷ୍ଟ କି RAC

ନୂଆଦିଲ୍ଲୀ: ଆଜିକାଲି “ବନ୍ଦେ ଭାରତ ସ୍ଲିପର” ବହୁତ ଲୋକପ୍ରିୟ ହେଉଛି। ଏହା ଏକ ନୂତନ ଏବଂ ଆଧୁନିକ ଟ୍ରେନ୍ ଯାହା ଦୀର୍ଘ ଦୂରତା ରାତ୍ରୀ ଯାତ୍ରା ପାଇଁ ବିକଶିତ ହେଉଛି। ଏହା ହେଉଛି “ବନ୍ଦେ…

ଦିଲ୍ଲୀଠାରୁ ତିନି ଗୁଣ ବଡ଼… କାହିଁକି ଶକ୍ସଗାମ ଭ୍ୟାଲିକୁ ଚୀନ୍‌କୁ ଉପହାର ଦେଇଥିଲା ପାକିସ୍ତାନ?, ଭାରତ ସହିତ ଥିଲା…

ନୂଆଦିଲ୍ଲୀ: ଭାରତର ଶାକ୍ସଗାମ୍ ଉପତ୍ୟକାରେ ନିର୍ମାଣ କାର୍ଯ୍ୟକୁ ନେଇ ବେଜିଂ ଏବଂ ନୂଆଦିଲ୍ଲୀ ମଧ୍ୟରେ ବିବାଦ ପୁଣି ମୁଣ୍ଡ ଟେକିଛି। ନୂଆଦିଲ୍ଲୀ କହିଛି ଯେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର…

ବ୍ରିକ୍ସ ୨୦୨୬ର ନୂଆ ଲୋଗୋ ଓ ୱେବସାଇଟ୍ ଲଞ୍ଚ କଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ୨୦୨୬ ମଞ୍ଚକୁ ଏକ ପଦ୍ମ ଫୁଲରେ ସଜ୍ଜିତ କରାଯିବ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ଦିନ ବ୍ରିକ୍ସ ୨୦୨୬ ପାଇଁ ସରକାରୀ ଲୋଗୋ ଏବଂ…

ବାପା-ମାଙ୍କୁ ହଇରାଣ କଲେ ୧୦ ପ୍ରତିଶତ ଦରମା କଟାଯିବ

ହାଇଦ୍ରାବାଦ: ବୃଦ୍ଧ ପିତାମାତାଙ୍କ ପାଇଁ ଆଶ୍ୱସ୍ତିକର ଖବର । ଯଦି ସେମାନଙ୍କୁ ସେମାନଙ୍କ ପିଲାମାନେ ହଇରାଣ କରନ୍ତି ତେବେ ସରକାର ପ୍ରତିପୋଷଣ ପାଇଁ ଟଙ୍କା ଦେବେ । ସେମାନଙ୍କ ପିଲା ପାଉଥିବା…

ସିବିଆଇ ଅଫିସରେ ଥାଲାପତି ବିଜୟ…

ନୂଆଦିଲ୍ଲୀ: ଥାଲାପତି ବିଜୟ ତାଙ୍କ ଆଗାମୀ ଚଳଚ୍ଚିତ୍ର “ଜନ ନାୟକନ”କୁ ନେଇ ବିବାଦରେ ଫସିଛନ୍ତି। ଏହା ବ୍ୟତୀତ କରୁର ଦଳାଚକଟା ମାମଲାକୁ ନେଇ ବିବାଦ ତାଙ୍କ ପିଛା ଛାଡୁନି। ଆଜି ସେ ଏହି ମାମଲାରେ…

ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ

ତେହରାନ: ଇରାନରେ ଦୁଇ ସପ୍ତାହ ଧରି ଚାଲିଥିବା ମୁଦ୍ରାସ୍ଫୀତି ବିରୋଧୀ ପ୍ରତିବାଦର ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସରକାରଙ୍କ କଡ଼ା ଚେତାବନୀ ସତ୍ତ୍ୱେ, ଶନିବାର ଏବଂ ରବିବାର ବହୁ…

ଜମ୍ମୁରେ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍; ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ

ଶ୍ରୀନଗର: ଜମ୍ମୁର କନାଚକ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍ କରାଯାଇଛି। ଗୁଇନ୍ଦା ସଂସ୍ଥାଗୁଡ଼ିକ ଥୁରାୟା ସାଟେଲାଇଟ୍ ଯୋଗାଯୋଗ ଡିଭାଇସର ବ୍ୟବହାରକୁ…