Browsing Category

ଦେଶ- ବିଦେଶ

ଜମ୍ମୁ-କାଶ୍ମୀରରେ ରେକର୍ଡ ସଂଖ୍ୟକ ମତଦାନ, ପରବର୍ତ୍ତୀ ପଦକ୍ଷେପ ହେଉଛି ବିଧାନସଭା ନିର୍ବାଚନ: ଶାହ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଜମ୍ମୁ-କାଶ୍ମୀର, ଶ୍ରୀନଗର, ଜମ୍ମୁ, ବାରାମୁଲ୍ଲା, ଉଧମପୁର, ଅନନ୍ତନାଗ-ରାଜୌରୀର ସମସ୍ତ ପାଞ୍ଚଟି ଲୋକସଭା ଆସନରେ…

ଲଗାଣ ବର୍ଷାରେ ଉବୁଟୁବୁ କେରଳ, ଗଲାଣି ୧୧ ଜୀବନ

ତିରୁଅନନ୍ତପୁରମ: ଆଣ୍ଡାମାନ ନିକୋବର ଛୁଇଁଛି ମୌସୁମୀ । ସେପଟେ କିନ୍ତୁ କେରଳରେ ପ୍ରଳୟ ରଚିଲାଣି ପ୍ରାକ-ମୌସୁମୀ ବର୍ଷା । ଗତ ଏକ ସପ୍ତାହ ଧରି କେରଳରେ ପ୍ରବଳ ବର୍ଷା ଲାଗି ରହିଛି। ଜଳପ୍ରଳୟରେ…

ଅପରାହ୍ଣ ୩ଟା ସୁଦ୍ଧା ଦେଶରେ ୪୯ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଆଜି ଦେଶରେ ଚାଲିଛି ୬ଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା । ୬ ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୮ ଟି ନିର୍ବାଚନମଣ୍ଡଳୀରେ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ…

ପରିବାର ସହ ଭୋଟ ଦେଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦେଶରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ଭୋଟ ଦେଇ ନିଜର ନାଗରିକତ୍ବ ସାବ୍ୟସ୍ତ କରିଛନ୍ତି ବହୁ ମାନ୍ୟଗଣ ବ୍ୟକ୍ତି । ଏହାରି ଭିତରେ ଚାନ୍ଦିନୀ ଚୌକ ନିର୍ବାଚନ ମଣ୍ଡଳୀରୁ ନିଜର…

ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଦେଶର ପ୍ରଥମ ନାଗରିକ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ। ଏହିମଧ୍ୟରେ ଦେଶର ପ୍ରଥମ ନାଗରିକ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି…

ଭୋଟ୍ ତଥ୍ୟ ଉପରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ଭୋଟ୍ ପ୍ରତିଶତ ସଂଖ୍ୟାକୁ ନିଜ ୱେବସାଇଟରେ ଅପଲୋଡ୍ କରିବା ନେଇ ନିର୍ବାଚନ ଆୟୋଗଙ୍କୁ କୌଣସି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।…

ବଡ ଅଘଟଣ, ରକ୍ଷା କଲେ ବାବା କେଦାରନାଥ

ରୁଦ୍ରପ୍ରୟାଗ: ଚାଲିଛି ଚାରିଧାମ ଯାତ୍ରା । ଚାରିଆଡୁ ଛୁଟୁଛି ଭକ୍ତଙ୍କ ସୁଅ ।  ଏଥିପାଇଁ ଭକ୍ତଙ୍କ ସହଜ ସୁବିଧା ଯାତ୍ରା ନିମନ୍ତେ ବିମାନ ସେବା ମଧ୍ୟ ଯୋଗାଇ ଦିଆଯାଇଛି । ଆଜି ବିମାନ ଯୋଗେ…

ଜଳୁଛି ଉତ୍ତର ଭାରତ; ୪୮ ଡିଗ୍ରୀ ଛୁଇଁଲା ପାରଦ

ନୂଆଦିଲ୍ଲୀ:  ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ଦିଲ୍ଲୀ ସମେତ ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳବାସୀ । ଏହାକୁ ନେଇ ଆଗାମୀ ୫ ଦିନ ଯାଏଁ ରେଡ୍ ଆଲର୍ଟ ଜାରି…

ଓଡ଼ିଶାରେ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାଁନ୍ତି: ଅମିତ ଶାହା

ସମ୍ବଲପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରର ରେମେଡ ପଡିଆରେ ଆୟୋଜିତ ଜନସଭାକୁ ସେ ସମ୍ବୋଧିତ କରିଛନ୍ତି  । ଓଡ଼ିଶାରେ ସବୁ ଅଛି, କିନ୍ତୁ କେବଳ ଗୋଟିଏ…

ସୁକମା: ଛତିଶଗଡ଼ ପୁଲିସକୁ ମିଳିଛି ପୁଣି ସଫଳତା । ପୋଲିସର ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ । ଆଜି ସକାଳୁ ଟୋଲନାଇ ଏବଂ ଟେଟରାଇ ମଧ୍ୟରେ ଥିବା ଏକ ଜଙ୍ଗଲ ପାହାଡ ଉପରେ ଏହି ଏନକାଉଣ୍ଟର ହୋଇଥିଲା…