Browsing Category
ଦେଶ- ବିଦେଶ
ରାମମନ୍ଦିର ଥିମ ଉପରେ ଆଧାରୀତ ୫୦ ଗ୍ରାମର ରଙ୍ଗୀନ ରୂପା ମୁଦ୍ରା ଜାରି କଲେ କେନ୍ଦ୍ର ସରକାର
ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପରଠାରୁ ପ୍ରତିଦିନ ମନ୍ଦିରରେ ଭକ୍ତମାନଙ୍କର ନାହିଁ ନଥିବା ଭିଡ ଲାଗିରହୁଛି । ବର୍ତ୍ତମାନ ମନ୍ଦିରରେ ପବିତ୍ର ରାମନବମୀ ପାଇଁ…
ଦେଶ ପାଇଁ ୟୁସିସି ନିହାତି ଆବଶ୍ୟକ: ମୋଦୀ
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ତା’ର ସଂକଳ୍ପ ପତ୍ର । କେନ୍ଦ୍ରରେ ପୁଣିଥରେ ସରକାର ଗଢିବା ପରେ ପୁରା ଦେଶରେ ୟୁସିସି ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି…
କଙ୍ଗନା ରଣାଓ୍ୱତଙ୍କ ସହ ଲଢିବେ ବିକ୍ରମାଦିତ୍ୟ ସିଂହ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରୁଛି ବିଜେପି । ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଣ୍ଡିରୁ ଟିକେଟ୍ ଦେଇଛି ବିଜେପି। ବଲିଉଡ…
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ପତ୍ନୀଙ୍କୁ ସାକ୍ଷାତ କରିବାକୁ ମିଳିଲାନି ଅନୁମତି
ନୂଆଦିଲ୍ଲୀ: ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ତାଙ୍କ ପତ୍ନୀଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିବାକୁ ଅନୁମତି…
ପ୍ରଥମ ଭାରତୀୟ ପର୍ଯ୍ୟଟକ ଭାବେ ମହାକାଶକୁ ଯାତ୍ରା କରିବେ ଗୋପୀଚାନ୍ଦ ଥୋଟାକୁରା
ଭୁବନେଶ୍ଵର: ଇତିହାସ ରଚିବେ ଗୋପୀଚାନ୍ଦ ଥୋଟାକୁରା। ପ୍ରଥମ ଥର ପାଇଁ ଭାରତୀୟ ପର୍ଯ୍ୟଟକ ଭାବେ ସେ ମହାକାଶକୁ ଯାତ୍ରା କରିବେ । ଯାହାକୁ ନେଇ ଗୋପିନାଥ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।…
ବେଶ୍ୟାବୃତ୍ତି ପାଇଁ ଟଙ୍କା ଦେବା ଏକ ଜଘନ୍ୟ ଅପରାଧ: ହାଇକୋର୍ଟ
ଭୋପାଲ: ମଧ୍ୟପ୍ରଦେଶ ହାଇକୋର୍ଟ ବେଶ୍ୟାବୃତ୍ତି ମାମଲାରେ ଟ୍ରାଏଲ କୋର୍ଟ ଦ୍ଵାରା ହୋଇଥିବା ଅଭିଯୋଗ ବିରୋଧରେ ରୁଜୁ ହୋଇଥିବା ଏକ ଆବେଦନକୁ ଖାରଜ କରିଛନ୍ତି । ଜଷ୍ଟିସ୍ ଜିଏସ୍ ଅହଲୁୱାଲିଆଙ୍କ…
ଲୋକସଭା ନିର୍ବାଚନ ପ୍ରଚାର ପାଇଁ କୋର୍ଟରେ ଜାମିନ ଆବେଦନ କଲେ ମନୀଷ ସିସୋଦିଆ
ଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆ ଲୋକସଭା ନିର୍ବାଚନର ପ୍ରଚାର ପାଇଁ ରାଉସ୍ ଆଭେନ୍ୟୁ କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଛନ୍ତି । ସେପଟେ ସିବିଆଇ…
ଖୁବ୍ ଶୀଘ୍ର ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ: ମୋଦୀ
ଶ୍ରୀନଗର: ଆଗାମୀ ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ମାନଙ୍କର ପ୍ରଚାର ପ୍ରସାର ଜାରି ରହିଛି । ନିର୍ବାଚନୀ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦ୍ଧମପୁର ଗସ୍ତରେ ଅଛନ୍ତି…
ଗହମ ଜମିରେ ଡ୍ରିମଗାର୍ଲ ହେମା ମାଳିନୀ
ଉତ୍ତରପ୍ରଦେଶ: ଲୋକସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି । ଆସନ୍ତା ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ସେଥିପାଇଁ ସମସ୍ତ ରାଜନୈତିକ ଦଳ ଜୋରଦାର…
ଘୋଷଣା ହେଲା ବିଜେପିର ୧୧ତମ ପ୍ରାର୍ଥୀ ତାଲିକା ; ଜାଣନ୍ତୁ କାହାକୁ ମିଳିଲା ଟିକେଟ
ନୂଆଦିଲ୍ଲୀ: ଆଜି ବିଜେପି ତା’ର ୧୧ ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଉତ୍ତରପ୍ରଦେଶର ଭଦୋହି ଆସନରୁ ବିଜେପି ଏହି ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ ମାତ୍ର ଜଣଙ୍କର ନାଁ ରହିଛି ।…