Browsing Category
ଦେଶ- ବିଦେଶ
ବର୍ତମାନ ଯଦି ସୁଦାମା ଶ୍ରୀ କୃଷ୍ଣଙ୍କୁ ଚାଉଳ ଦେଇଥାନ୍ତେ ତେବେ ତାଙ୍କ ଉପରେ ମଧ୍ୟ ଭ୍ରଷ୍ଟାଚାରର ଆରୋପ ଲାଗିଥାଆନ୍ତା:…
ଲକ୍ଷ୍ନୌ: ଉତ୍ତରପ୍ରଦେଶର ସମ୍ୱଲରେ କଳ୍କି ଧାମର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜି ଉତ୍ତରପ୍ରଦେଶର ମାଟିରୁ ଭକ୍ତି ଓ ଆଧ୍ୟାତ୍ମିକତାର!-->…
ଖାଲି ପଦବୀରେ ଡିଜିପିଙ୍କୁ ନିଯୁକ୍ତି ଦିଅ; ଗୃହ ମନ୍ତ୍ରଣାଳୟର ଚିଠି
ନୂଆଦିଲ୍ଲୀ: ରାଜ୍ୟର ଆଇଶୃଙ୍ଖଳାର ସୁରକ୍ଷା ପାଇଁ ଖାଲି ପଡିଛି ପୋଲିସ ଅଧିକାରୀଙ୍କ ପଦବୀ। ତାଙ୍କ ଜାଗାରେ ଅସ୍ଥାୟୀ ଡିଜିପିମାନେ ପୋଲିସ ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ଯୋଗ୍ୟ!-->…
କଂଗ୍ରେସ ର ଚିନ୍ତା ବଢ଼ାଇଲା ବରିଷ୍ଟଙ୍କ ଦଳ ଡିଆଁ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ଆଗାମୀ ୧୦୦ ଦିନ ମଧ୍ୟରେ ସମସ୍ତଙ୍କ ବିଶ୍ୱାସ ଜିତିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ନେତା ଓ!-->…
କମଲନାଥଙ୍କ କମଳ ମୁଖେ ଯାତ୍ରା ଆରମ୍ଭ; ହଟାଇଲେ କଙ୍ଗ୍ର ବ୍ୟାନର
ମଧ୍ୟପ୍ରଦେଶ ରାଜନୀତି ସରଗରମ । ଲୋକସଭା ନିର୍ବାଚନ ପୂର୍ବରୁ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏଠାରେ ପହଂଚିବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ବିଜେପିରେ ଯୋଗ!-->…
ପାଣିପାଗ ସୂଚନା ଜାଣିବା ହେବ ଆହୁରି ସହଜ; ଜଣାନ୍ତୁ କିପରି ?
ଆନ୍ଧ୍ରପ୍ରଦେଶ: ଭାରତ ପାଇଁ ଏବେ ଖରାପ ପାଣିପାଗର ପୂର୍ବସୂଚନା ଜାଣିବା ଏବେ ଆହୁରି ସହଜ ହେବ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ତା’ର ପାଣିପାଗର ସଠିକ୍ ସୂଚନା ପ୍ରଦାନକାରୀ!-->…
ରାହୁଲଙ୍କ ଗାଡିର ସାରଥୀ ସାଜିଲେ ତେଜସ୍ୱୀ
ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’’ ରୋହତାସ(ସାସାରାମ) ପହଞ୍ଚିସାରିଛି। ଶୁକ୍ରବାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ପୁଅ ତଥା ପୂର୍ବତନ!-->…
ମାଗଣା ବିଜୁଳି ପାଇଁ ଏଠି appply କରନ୍ତୁ !
ମୋଦି ସରକାରଙ୍କ ମାଗଣା ବିଜୁଳି। ଦେଶର ଏକ କୋଟି ଲୋକ ଘରେ ଜଳିବ ମାଗଣା ବିଜୁଳି। ଆଉ ଅନ୍ଧାରରରେ ରହିବେନି ଲୋକେ। ମୋଦି ସରକାରଙ୍କ ଦ୍ୱାରା ପିଏମ ସୂର୍ଯ୍ୟ ଘର ଯୋଜନା ଲଞ୍ଚ!-->…
ଜାରି ହେଲା ରାମମନ୍ଦିରର ଉପରେ ଆଧାରିତ ସ୍ମାରକ ରୂପାମୁଦ୍ରା
ନୂଆଦିଲ୍ଲୀ: ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ରହିଛି। ଏହା ବ୍ୟତୀତ ରାମ ମନ୍ଦିରର ପ୍ରସାଦ, ସରଜୁ ଜଳ ପରି ବିଶେଷ ଜିନିଷ ପାଇଁ ବହୁତ ଚାହିଦା ମଧ୍ୟ ରହିଛି ।!-->…
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ବଡ ଘୋଷଣା
ବିଶ୍ୱ ରେଡିଓ ଦିବସ ଅବସରରେ ଚେନ୍ନାଇରେ ଦୁଇ ଦିନିଆ ଦକ୍ଷିଣାଞ୍ଚଳ କମ୍ୟୁନିଟି ରେଡିଓ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତରେ ଗୋଷ୍ଠୀ ବେତାର ସେବା ୨୦ ବର୍ଷ ପୂର୍ତ୍ତି ପାଳନ ପାଇଁ ଦକ୍ଷିଣାଞ୍ଚଳ!-->…
ବୁଡ଼ି ଯାଉଥିଲେ ନୀତୀଶ, ବଂଚାଇଦେଲେ ଶାହ
ପାଟନା:ବୁଡ଼ି ଯାଉଥିଲେ ନୀତୀଶ, ବଂଚାଇଦେଲେ ଶାହ। ଗତ କିଛି ସପ୍ତାହ ଅତ୍ୟନ୍ତ ରୋମାଞ୍ଚକର ରହିଛିବିହାର ରାଜନୀତିରେ। ୨୦୦୪ ପରଠାରୁ ବିହାରରେ ପ୍ରାୟ ଦୁଇ ଦଶନ୍ଧି ଧରି ଶାସନ ଚାଲିଥିବା ପରେ!-->…