Browsing Category

ଦେଶ- ବିଦେଶ

ଇରାନ-ଇଜ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତୀୟ ନାବିକ ଓ ସମୁଦ୍ର କ୍ଷେତ୍ରର ହିତାଧିକାରୀଙ୍କ ଲାଗି ଆଡଭାଇଜରୀ ଜାରି

ମୁମ୍ବାଇ: ଇରାନ-ଇଜ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇରାନ ଓ ଆଖପାଖ କ୍ଷେତ୍ରରେ ଜାରି ଉତ୍ତେଜନାମୂଳକ ପରିସ୍ଥିତିରେ ସାମୁଦ୍ରିକ ମାର୍ଗ ଓ ଇନ୍ଧନ ଯୋଗାଣ ଉପରେ ସମ୍ଭାବିତ ପ୍ରଭାବର ଆଶଙ୍କା…

ମଧ୍ୟପ୍ରାଚ୍ୟ ଯୁଦ୍ଧ: CCS ବୈଠକରେ ଭାରତୀୟ ଯାତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ଉଦ୍‌ବେଗ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ CCS ବୈଠକରେ ଆଲୋଚନା। ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା CCS ବୈଠକରେ ଉଦ୍‌ବେଗ ପ୍ରକାଶ। ଭାରତୀୟଙ୍କ ସୁରକ୍ଷା ଓ ନିରାପଦକୁ ନେଇ ଉଦ୍‌ବେଗ ପ୍ରକାଶ…

ଇରାନର ଆକ୍ରମଣରେ ବଦଳିଲା ଦୁବାଇର ଚିତ୍ର, ସାଟେଲାଇଟ୍ ଚିତ୍ର ଦେଖି ଚକିତ ବିଶ୍ୱବାସୀ

ଦୁବାଇ: ଦଶନ୍ଧି ଧରି ମଧ୍ୟପ୍ରାଚ୍ୟରେ ଏକ ନିରାପଦ ସ୍ଥାନ ଭାବରେ ଜଣାଯାଏ ଦୁବାଇ, ଗତ କିଛି ଦିନ ମଧ୍ୟରେ କିନ୍ତୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଛି । ଫେବୃଆରୀ ୨୪ ତାରିଖ ପର୍ଯ୍ୟନ୍ତ,…

ଓମାନ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ଜାହାଜରେ ଥିଲେ ୧୫ ଜଣ ଭାରତୀୟ ଓ ୫ ଇରାନ ନାଗରିକ

ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଛି । ଏହି ସମୟ ମଧ୍ୟରେ ଓମାନ୍‌ ଉପକୂଳରେ ଏକ ତୈଳ ଟ୍ୟାଙ୍କର ଉପରେ ମିସାଇଲ୍‌ ମାଡ଼…

CBSEରେ ଷଷ୍ଠ ଶ୍ରେଣୀରୁ ଦୁଇଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ପଢ଼ିବା ବାଧ୍ୟତାମୂଳକ!

ନୂଆଦିଲ୍ଲୀ: CBSE ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏବେ ଷଷ୍ଠ ଶ୍ରେଣୀରୁ କେବଳ ଦୁଇଟି ନୁହେଁ, ବରଂ ୩ଟି ଭାଷା ପଢ଼ିବାକୁ ହେବ ବାଧ୍ୟତାମୂଳକ । ଜାତୀୟ…

ଏହି ଟ୍ରାଫିକ ନିୟମ ଭାଙ୍ଗିଲେ କଟିବ ପଏଣ୍ଟ, ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ !

ନୂଆଦିଲ୍ଲୀ: ଯଦି ଆପଣ ଗାଡ଼ି ଚଲାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏବେ କେବଳ ଫାଇନ୍ ଦେଲେ ନିସ୍ତାର ମିଳିବ ନାହିଁ । କେନ୍ଦ୍ର ସରକାର ଏବେ ସଡ଼କ ସୁରକ୍ଷାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ…

ଇରାନ ଉପରେ ଆକ୍ରମଣ; ଇସ୍ରାଏଲରେ ଥିବା ଭାରତୀୟମାନଙ୍କ ପାଇଁ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ତେହରାନ ସମେତ ୩୦ଟି ଇରାନ ସହର ଉପରେ ଆକ୍ରମଣ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି…

ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଛିଡ଼ିଲା ଯୁଦ୍ଧ, ‘ଖୋଲା ଯୁଦ୍ଧ’ ଘୋଷଣା କଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଉଗ୍ର ରୂପ ନେବାକୁ ଯାଉଛି। ଯୁଦ୍ଧ ଘୋଷଣା କରିଛି ପାକିସ୍ତାନ। ଡୁରାଣ୍ଡ ରେଖା ପାଖରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ…

୪୮ ଘଣ୍ଟା ମଧ୍ୟରେ ବିମାନ ଟିକେଟ୍ ବାତିଲ କଲେ କୌଣସି ଟଙ୍କା କଟିବ ନାହିଁ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି। ଏବେ ଯଦି ଆପଣ ଏକ ବିମାନ ବୁକ୍ କରନ୍ତି ଏବଂ ୪୮ ଘଣ୍ଟା ମଧ୍ୟରେ ଏହାକୁ ବାତିଲ…

ନିର୍ଦ୍ଦୋଷରେ ଖଲାସ ହେଲେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ, କୋର୍ଟର ନିଷ୍ପତ୍ତି ଶୁଣି କାନ୍ଦି ପକାଇଲେ…

ନୂଆଦିଲ୍ଲୀ: ଦିଲ୍ଲୀରେ କଥିତ ମଦ ନୀତି ଦୁର୍ନୀତିରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ବଡ଼ ନ୍ୟାୟିକ ବିଜୟ ହାସଲ…