Browsing Category

ଦେଶ- ବିଦେଶ

୮ ଜଣିଆ ଟିମ୍ ସହ ଓଡ଼ିଶା ଆସିବେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର:ନିର୍ବାଚନୀ ଋତୁ ପାଖେଇଲାଣି। ଆଗମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଯେତେବଳେ ସମସ୍ତ ରାଜନୈତକ ଦଳ ଅଣ୍ଟା ଭିଡ଼ିଲେଣି। ସେଠି ନିର୍ବାଚନକୁ କିପରି ଶାନ୍ତି ଶୃଙ୍ଖଳିତ ରୂପେ

ନିଜ ଜାତି ବିଷୟରେ ମିଛ କହିଛନ୍ତି ମୋଦି ; ରାହୁଲ

ଝାରସୁଗୁଡା: କଂଗ୍ରେସ ନେତା ରାହୁଲ ଗାନ୍ଧି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜାତି ବିଷୟରେ ମିଛ କହୁଥିବା ଅଭିଯୋଗ କରି କହିଛନ୍ତି ଯେ ସେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)

ଭୁଲ ଢଙ୍ଗରେ କାର୍ଯ୍ୟକାରୀ ହୋଇଛି ବିମୁଦ୍ରାକରଣ ଓ ଜିଏସଟି – କଂଗ୍ରେସ

ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପରେ ଆଜି ଆଲୋଚନା ହୋଇଛି। ଆଲୋଚନା ଆରମ୍ଭ କରି କଂଗ୍ରେସର ଶଶି ଥରୁର ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ

ରାଜନୀତିରେ ଭଲ ଲୋକଙ୍କୁ ସଂମ୍ମାନ ମିଳେନି କି ଖରାପ ଲୋକଙ୍କୁ ଦଣ୍ଡ ମିଳେନି : ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର କହିଛନ୍ତି ଯେ ଯେଉଁମାନେ ରାଜନୀତିରେ ଭଲ କାମ କରିଛନ୍ତି ସେମାନଙ୍କୁ ସମ୍ମାନ ମିଳିନାହିଁ ଏବଂ ଯେଉଁମାନେ ଖରାପ କାମ କରିଛନ୍ତି

ନୀତୀଶଙ୍କ ପଥ ଆପଣାଇବେ କି ଉଦ୍ଧବ ଠାକରେ?

ମୁମ୍ବାଇ: ନୀତୀଶ କୁମାରଙ୍କ ଆୟା ରାମ୍ ଗୟା ରାମ୍ ନୀତି କାହାକୁ ଅଛପା ନାହିଁ। ଇଣ୍ଡିଆ ମେଣ୍ଟରୁ ଓହରିବା ଓ ଏନଡିଏ ସହ ମିଶିବା ତାଙ୍କ ଦଳ ଡିଆଁ ନୀତିକୁ ବେଶ୍ ସ୍ପଷ୍ଟ କରିଦେଇଛି। ତେବେ ଏହି

ପରିବର୍ତ୍ତନଶୀଳ ୧୦୦-କ୍ୟୁବ୍‌ ଷ୍ଟାର୍ଟ ଅପ୍ ପଦକ୍ଷେପ, ଫେବୃଆରୀ ୧୧ରେ ଉଦଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ

ପରିବର୍ତ୍ତନଶୀଳ ୧୦୦-କ୍ୟୁବ୍‌ ଷ୍ଟାର୍ଟ ଅପ୍ ପଦକ୍ଷେପକୁ ଫେବୃଆରୀ ୧୧, ୨୦୨୪ ରେ ଆରମ୍ଭ କରିବାକୁ ଯାଉଛି । ଏହି ଦୂରଦୃଷ୍ଟିସମ୍ପନ୍ନ ପ୍ରୋଗ୍ରାମ ୧୦୦ ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାକୁ

ପାନ-ଆଧାର ଲିଙ୍କ ବିଳମ୍ବିତ ଦେୟ ବାବଦରେ ଆଦାୟ ହେଲା ୬୦୦ କୋଟି !

ନୂଆଦିଲ୍ଲୀ: ପାନ୍-ଆଧାର ଲିଙ୍କର ବିଳମ୍ବିତ ଦେୟ ବାବଦରେ ସରକାରଙ୍କ ରାଜକୋଷକୁ ୬୦୦ କୋଟି ଟଙ୍କା ଆସିଥିବା ଜଣାପଡ଼ିଛି। ସରକାର ସୋମବାର ସଂସଦକୁ ସୂଚନା ଦେଇ କହିଛନ୍ତି ଯେ ପ୍ରାୟ ୧୧.୪୮ କୋଟି

୩୦ବର୍ଷ ହେବ ବ୍ୟବହୃତ ହେଉଥିବା ଔଷଧର ହେଉଛି ଯାଞ୍ଚ; ଜଣାନ୍ତୁ କେଉଁ କେଉଁ ରୋଗର ଔଷଧ

ନୂଆଦିଲ୍ଲୀ: ସାଧାରଣରେ ଥଣ୍ଡା, କାଶ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବ୍ୟବହାର ହେଉଥିବା ୩ଟି ଔଷଧର ସୁରକ୍ଷା ଓ କାର୍ଯ୍ୟକାରିତା ନେଇ ପରୀକ୍ଷା କରିବାକୁ କୁହାଯାଇଛି। ୩୦ ବର୍ଷରୁ ଅଧିକ ସମୟ

ଓଡ଼ିଶାରେ ପ୍ରଦେଶ କଂଗ୍ରେସର ‘ଭାରତ ଯୋଡ ନ୍ୟାୟ ଯାତ୍ରା’; ଯୋଗଦାନ ଦେବେ ରାହୁଲ

ଭୁବନେଶ୍ବର: ଆଜି ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସର ‘ଭାରତ ଯୋଡ ନ୍ୟାୟ ଯାତ୍ରା’ । ମଣିପୁରରୁ ବାହାରିଥିବା ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ରେ ପହଞ୍ଚିବ । ଜିଲ୍ଲାର

ରାମଲଲାଙ୍କ ଦର୍ଶନ ପାଇଁ ଓଡିଶାରୁ ୧୪୦୦ ଶ୍ରଦ୍ଧାଳୁଙ୍କୁ ନେଇ ଅଯୋଧ୍ୟା ଗଲା ଆସ୍ଥା ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ମଙ୍ଗଳବାର ଭୁବନେଶ୍ବରରୁ ଅଯୋଧ୍ୟା ଅଭିମୁଖେ ଗଲା ଆସ୍ଥା ସ୍ପେଶାଲ ଟ୍ରେନ୍। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି । ରାମଲଲାଙ୍କ