Browsing Category
ଦେଶ- ବିଦେଶ
୪୧ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଉତ୍ତରାଖଣ୍ଡ: ହାରିଲା ପାହାଡ, ଜିତିଲା ଜୀବନ । ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଦୀର୍ଘ ୧୭ଦିନ ପରେ ଗତକାଲି ସୁରକ୍ଷିତ ଉଦ୍ଧାର କରାଯାଇଛି । ଟନେଲରୁ ସୁରକ୍ଷିତ ଭାବରେ ଉଦ୍ଧାର!-->…
ସେପଟେ ଚାଲିଛି ଖନନ କାର୍ଯ୍ୟ; ଏପଟେ ଚାଲିଛି ପ୍ରାର୍ଥନା
ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡି ପଡିଥିବା ଟନେଲରୁ ୪୧ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ରବିବାର ଭର୍ଟିକାଲ (ଭୂଲମ୍ବ) ଡ୍ରିଲିଂ ଆରମ୍ଭ ହୋଇଥିବାବେଳେ!-->…
ସ୍କୁଲରେ ଏଣିକି ଶୁକ୍ରବାର ହେବ ସାପ୍ତାହିକ ଛୁଟି
ପାଟନା: ବିହାର ଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଯାହା ଶୀତଦିନଆ ରାଜନୀତିକୁ ଉଷୁମ କରିଦେଇଛି । ଏହି ନିଷ୍ପତ୍ତିକୁ ନେଇ ସରକାର ଉପରେ ବର୍ଷିଛନ୍ତି ବିରୋଧୀ ।!-->…
ଚଳିତ ଶତାବ୍ଦୀର ଯୁଗପୁରୁଷ ମୋଦି : ଧନଖଡ
ମୁମ୍ବାଇ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୋମବାର ମହାତ୍ମା ଗାନ୍ଧୀଙ୍କୁ ବିଗତ ଶତାବ୍ଦୀର ମହାପୁରୁଷ ବୋଲି କହିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚଳିତ ଶତାବ୍ଦୀର ଯୁଗପୁରୁଷର!-->…
ତେଜସ୍ରେ ଉଡିଲେ ପ୍ରଧାନମନ୍ତ୍ରୀ ମୋଦୀ
ବେଙ୍ଗାଲୁରୁ: ଲଢୁଆ ଯୁଦ୍ଧ ବିମାନ ତେଜସ୍ (ଫାଇଟର୍ ପ୍ଲେନ୍ ତେଜସ୍)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ‘ହିନ୍ଦୁସ୍ତାନ ଏରୋନଟିକ୍ସ!-->…
ଜାଣନ୍ତୁ କାହିଁକି ପାଳନ ହୁଏ ନୋ ନନ୍ ଭେଜ ଡେ ?
ଉତ୍ତରପ୍ରଦେଶ: ଆଜି ‘ନୋ ନନ୍ ଭେଜ ଡେ’ । ଉତ୍ତରପ୍ରଦେଶ ସରକାର ଆଜି ସମଗ୍ର ରାଜ୍ୟରେ ନୋ ନନ୍ ଭେଜ ଡେ ପାଳନ କରିବାକୁ ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ଅନେକଙ୍କ ମଧ୍ୟରେ ପ୍ରଶ୍ନ ଆସୁଥିବ!-->…
ଜାଣନ୍ତୁ ରାଜୌରୀର ୫ ସହିଦ ସୈନିକଙ୍କ କାହାଣୀ..
ଜାମ୍ମୁ କାଶ୍ମୀରରେ 5 ଜଣ ସୈନିକ ଦେଶ ରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ରାଜୌରୀରେ ଆତଙ୍କବାଦୀଙ୍କ ମୁକାବିଲାରେ ଏହି ସୈନିକମାନେ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଦୁଇଜଣ!-->…
ବ୍ୟାପୁଛି ଅଜଣା ରୋଗ; ମେଡିକାଲରେ ମିଳୁନି ସିଟ
ବେଜିଂ: ମିଷ୍ଟ୍ରିୟସ ନିମୋନିଆ । ନିଦ ହଜାଇ ଦେଇଛି ଏହି ଭୟଙ୍କର ରୋଗ । ପୁଣି ଥରେ ମନରେ ଛନକା ପଶିଛି । କରୋନା ପରି ଏ ରୋଗ ଜୀବନଧାରାକୁ ପୁଟି ଅଟକାଇ ଦେବନି ତ ? ଚୀନରେ ଭୟଙ୍କର!-->…
ଟନେଲ ଟ୍ରାଜେଡି: ସମ୍ବଲପୁରରୁ ଗଲା ଅଗର ମେସିନ
ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ୪୧ ଜଣ ଶ୍ରମିକ ଫସିଛନ୍ତି । ୧୨ ଦିନ ହେବ ଫସିଛନ୍ତି ଶ୍ରମିକ । ତାଙ୍କୁ ବିଭିନ୍ନ ଉପାୟରେ ଖାଦ୍ୟ ପଠାଯାଇଛି । ତେବେ ଏହାରି ଭିତରେ ଉଦ୍ଧାର କାମରେ ସହାୟକ!-->…
ଆଜି ଭାରତ ଆୟୋଜନ କରୁଛି ‘ଜି୨୦ ଭର୍ଚ୍ୟୁଆଲ୍ ଶିଖର ସମ୍ମିଳନୀ
ନୂଆଦିଲ୍ଲୀ: ଆଜି ଭାରତ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ‘ଜି୨୦’ ଶିଖର ସମ୍ମିଳନୀ ଆୟୋଜନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ!-->…