Browsing Category

ଦେଶ- ବିଦେଶ

ଜାଣନ୍ତୁ ବିଶ୍ବର ସବୁଠାରୁ ବଡ ହିନ୍ଦୁ ମନ୍ଦିର କେଉଁଠି ଏବଂ ଏହାର ବିଶେଷତ୍ୱ !

ଭାରତରେ ବହୁତ ବଡ଼ ଏବଂ ବିଶାଳ ମନ୍ଦିର ରହିଛି , ଯାହା ଇତିହାସ କାହାଣୀ ବର୍ଣ୍ଣନା କରେ, କିନ୍ତୁ ଆପଣ ଜାଣନ୍ତି କି ବିଶ୍ୱର ବୃହତ୍ତମ ହିନ୍ଦୁ ମନ୍ଦିର କାମ୍ବୋଡିଆରେ ଅଛି? ଏହା ଅଙ୍ଗକୋର ୱାଟ

ବିଶ୍ବର ଶକ୍ତିଶାଳୀ ମହିଳା ମଧ୍ୟରେ ଅଛନ୍ତି ସୋମା ମଣ୍ଡଳ, ଓଡିଆ ଝିଅଙ୍କ ପ୍ରେରଣାଦାୟୀ କାହାଣୀ

ବର୍ତ୍ତମାନ ବିଶ୍ବର ପାଓ୍ବାରଫୁଲ୍‌ ଓମେନ ବା ଶକ୍ତିଶାଳୀ ମହିଳା ମଧ୍ୟରେ ୭୦ତମ ସ୍ଥାନରେ ଅଛନ୍ତି ଭାରତୀୟ । ମହିଳା ଜଣଙ୍କ ହେଲେ ସୋମା ମଣ୍ଡଳ । ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ SAILର

ସୀମାଙ୍କୁ ନେଇ ପୁଣି ଚର୍ଚ୍ଚା, ପିଲାଙ୍କୁ ହିନ୍ଦୁ କରାଇବାର ଆଣିଲେ ଅଭିଯୋଗ

ପାକିସ୍ତାନରୁ ପ୍ରେମ ପାଇଁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ପୁଣି ଚର୍ଚ୍ଚା। ସୀମା ହାଇଦରଙ୍କୁ ନେଇ ପୁଣି ଏକ ନୂଆ କଥା ସାମନାକୁ ଆସିଛି। ସୀମାଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର

COP28 ସମିଟ ଆସିଲା ଆଶ୍ଚର୍ଯ୍ୟଖର ତଥ୍ୟ, ଭୟଙ୍କର ପରିସ୍ଥିତିରେ ରହିଛି ପ୍ରଦୂଷଣ

COP28 ସମିଟ ଆସିଲା ଆଶ୍ଚର୍ଯ୍ୟଖର ତଥ୍ୟ, ଭୟଙ୍କର ପରିସ୍ଥିତିରେ ରହିଛି ପ୍ରଦୂଷଣ ଦୁବାଇରେ COP28 ସମିଟ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଭାଗ ନେବା ପାଇଁ

୧୫ ସାଂସଦ ନିଲମ୍ୱିତ, ଉଭୟ ଗୃହରେ ହଙ୍ଗାମା

ସଂସଦର କାର୍ଯ୍ୟରେ ବାଧା ସୃଷ୍ଟି ନେଇ ୧୫ ଜଣ ସାଂସଦ ସମଗ୍ର ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି । ସଂସଦରେ ହୋଇଥିବା "ଅସାମ୍ବିଧାନିକ" ଆଚରଣ ପାଇଁ ଲୋକସଭାର ୧୪ ଜଣ ଏବଂ ରାଜ୍ୟସଭାର ଜଣେ ପନ୍ଦର

ଉପମୁଖ୍ୟମନ୍ତ୍ରୀ ରେସରେ ଅନେକ; କିଏ ପିନ୍ଧିବେ ମୁକୁଟ ?

ଦିଲ୍ଲୀ:ନିକଟରେ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ୩ଟି ରାଜ୍ୟକୁ କବ୍ଚା କରି ରେକର୍ଡ କରିଛି । , ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନ କରି ସାରିଛି

ସାବଧାନ, ଅନଲାଇନରେ ବି ଚାଲିଛି ଡ୍ରଗ୍ସ କାରବାର !

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ଆମେ ସାଧାରଣତଃ ଖାଦ୍ୟ ଅର୍ଡର କରିବା ଲାଗି ସ୍ବିଜି, ଜମାଟୋ ଭଳି ଡେଲିଭରି ସଂସ୍ଥାକୁ ବ୍ୟବହାର କରିଥାଉ । କିନ୍ତୁ

ଆଦିତ୍ୟ ଏଲ ୧ ପଠାଇଛି ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍‌ ଡିସ୍କ ଫଟୋ

ଗତି କରୁଛି ଆଦିତ୍ୟ ଏଲ ୧ । ଖୁବ୍ ଶୀଘ୍ର ପହଞ୍ଚିବ ଲକ୍ଷ୍ୟ ସ୍ଥଳରେ। ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ପଠାଯାଇଥିବା ଭାରତର ପ୍ରଥମ ଅନ୍ତରୀକ୍ଷ ମିଶନ ଆଦିତ୍ୟ ଏଲ ୧ ଏବେ ଏହାର ଅନ୍ତିମ ପର୍ଯ୍ୟାୟରେ।

୧୨ ଥର ଗୁଳିମାଡ଼ ହୋଇଥିଲା, ତଥାପି ମୃତ୍ୟୁ ସହ ସଂଗ୍ରାମ କରି ଜିତିଲେ

ହମାସ-ଇସ୍ରାଏଲ ଯୁଦ୍ଧ ନେଇ ଚର୍ଚ୍ଚା ଥମିନି । ଅନେକ ଯୋଦ୍ଧାଙ୍କ କାହାଣୀ ମଧ୍ୟ ସାମ୍ନାକୁ ଆସିଛି । ଏ କାହାଣୀ ମଧ୍ୟ ସେମିତି। ଜଣେ ଇସ୍ରାଏଲର ମହିଳା ଯୋଦ୍ଧା, ଯିଏ ହମାସ ବିରୋଧରେ ଲଢେଇ

ଗତ ଦୁଇ ବର୍ଷ ମଧ୍ୟରେ କାଶୀ ବିଶ୍ୱନାଥ ଧାମରେ ପହଞ୍ଚିଛନ୍ତି ୧୩ କୋଟି ଭକ୍ତ

ପ୍ରସିଦ୍ଧ କାଶୀ ବିଶ୍ୱନାଥ ଧାମ । ଉତ୍ତରପ୍ରଦେଶର ବାରଣାସୀ ଠାରେ ଥିବା ଏହି ଭବ୍ୟ ମନ୍ଦିରକୁ ଦେଖିବାକୁ ପହଞ୍ଚନ୍ତି ଲକ୍ଷାଧିକ ଲୋକ । ଗତ ଦୁଇ ବର୍ଷ ମଧ୍ୟରେ ଧାମ ପରିଦର୍ଶନ ପାଇଁ ପହଞ୍ଚିଥିବା