Browsing Category

ଦେଶ- ବିଦେଶ

ଟନେଲ ଟ୍ରାଜେଡି: ସମ୍ବଲପୁରରୁ ଗଲା ଅଗର ମେସିନ

ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ୪୧ ଜଣ ଶ୍ରମିକ ଫସିଛନ୍ତି । ୧୨ ଦିନ ହେବ ଫସିଛନ୍ତି ଶ୍ରମିକ । ତାଙ୍କୁ ବିଭିନ୍ନ ଉପାୟରେ ଖାଦ୍ୟ ପଠାଯାଇଛି । ତେବେ ଏହାରି ଭିତରେ ଉଦ୍ଧାର କାମରେ ସହାୟକ

ଆଜି ଭାରତ ଆୟୋଜନ କରୁଛି ‘ଜି୨୦ ଭର୍ଚ୍ୟୁଆଲ୍‌ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ: ଆଜି ଭାରତ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ‘ଜି୨୦’ ଶିଖର ସମ୍ମିଳନୀ ଆୟୋଜନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ

ରିଲ୍ସ ବନେଇବା ପଡିବ ମହଙ୍ଗା

ନୂଆଦିଲ୍ଲୀ: ଦୀର୍ଘଦିନ ପରେ କଠୋର ହେଲା ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) । ଏବେ ମେଟ୍ରୋରେ ରିଲ୍ସ ପ୍ରସ୍ତୁତ କରିବାକୁ ଯାଇ କୌଣସି ବିବାଦୀୟ କାର୍ଯ୍ୟ କଲେ ନିଆଯିବ କଡା

ଜାଭିୟର୍‌ ମିଲଇ ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି…

ବ୍ୟୁନସ ଆରିସ୍‌ : ଦକ୍ଷିଣପନ୍ଥୀ ନେତା ଜାଭିୟର୍‌ ମିଲଇ ଆର୍ଜେଣ୍ଟିନାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ବାସ୍ତବରେ, ରବିବାର ରାଷ୍ଟ୍ରପତି ପଦ ପାଇଁ ଭୋଟରେ ମିଲଇ ୫୫.୮ ପ୍ରତିଶତ

‘ମିସ୍‌ ୟୁନିଭର୍ସ ୨୦୨୩’ ବିଜୟିନୀ ହେଲେ ନିକାରାଗୁଆର ସେଏନିସ୍‌ ପାଲାସିଓ

ସାନ୍‌ ସାଲ୍‌ଭାଡର୍‌: ଆଜି କେନ୍ଦ୍ରୀୟ ଆମେରିକୀୟ ରାଷ୍ଟ୍ର ଏଲ୍‌ ସାଲ୍‌ଭାଡର୍‌ର ଜସ୍‌ ଏଡଲ୍‌ଫୋ ପିନିଡା ରଙ୍ଗମଞ୍ଚରେ ଆୟୋଜିତ ୭୨ତମ ‘ମିସ୍‌ ୟୁନିଭର୍ସ’ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ

UPIକୁ ନେଇ ଆସିଲା ବଡ଼ ଅପଡ଼େଟ

ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ୟୁପିଆଇ (UPI) ସମ୍ବନ୍ଧରେ ପ୍ରମୁଖ ନିର୍ଦ୍ଦେଶନାମା ଜାରି କରିଛି। ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ଫୋନ୍ ପେ’ ଓ

ଚିନ୍ତା ବଢ଼ିଲାଣି ଜିକା ଭୂତାଣୁ

ପୁଣେ : ମହାରାଷ୍ଟ୍ର ପୁଣେର ୟାରେୱାଡାର ଜଣେ ମହିଳାଙ୍କଠାରେ ଜିକା ଭୂତାଣୁ ଚିହ୍ନଟ ହୋଇଛି । ମହିଳାଙ୍କ ବୟସ ୬୪ ବର୍ଷ ହୋଇଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହି ଘଟଣା ପରେ

ଜିଓ ଓ ଏୟାର୍‌ଟେଲ୍‌ର ମୁଣ୍ଡବିନ୍ଧାର କାରଣ ପାଲଟିବ କି ଏଲନ ମସ୍କଙ୍କ ‘ଷ୍ଟାର୍‌ଲିଙ୍କ୍‌’?

ନୂଆଦିଲ୍ଳୀ: ଲୋକଙ୍କୁ ସବୁଠାରୁ ଶସ୍ତ‌ାରେ ଡାଟା ଯୋଗାଉଥିବା ଜିଓ ଓ ଏୟାର୍‌ଟେଲ୍ ପାଇଁ ସମସ୍ୟା ବଢ଼ିବାକୁ ଯାଉଛି। କାରଣ ‘ଏକ୍ସ’ର ନୂଆ ମାଲିକ ଏଲନ ମସ୍କ ଖୁବ୍ ଶୀଘ୍ର ଭାରତରେ

ଘାଟିରୁ ଖସିଲା କାର, ୩ ଜଣଙ୍କ ମୃତ୍ୟୁ

ବିଶାଖାପଟଣା ଯିବାବେଳେ ଘାଟିରୁ ଖସିଲା କାର, ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତଙ୍କର ଚାଲିଛି ଚିକିତ୍ସା । ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ

ପରଲୋକରେ ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟ

ନୂଆଦିଲ୍ଲୀ: ସାହାରା ଇଣ୍ଡିଆ ପରିବାରର ପ୍ରତିଷ୍ଠାତା ତଥା ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କର ୭୫ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେବ ରୋଗାକ୍ରାନ୍ତ ଥିଲେ।