Browsing Category
ଦେଶ- ବିଦେଶ
ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ
ଭୁବନେଶ୍ୱର: ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ନେବାର ୬ ଦିନ ପରେ ରଘୁବର ଦାସ ସୋମବାର ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
!-->!-->…
ଗାଜାରେ ହେବ ପରମାଣୁ ଆକ୍ରମଣ ଏମିତି କହିଲେ ଇସ୍ରାଏଲର ମନ୍ତ୍ରୀ
ଗାଜା: ଗାଜାରେ ହମାସ ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଦୃଢ ପ୍ରତିଜ୍ଞା କରିଥିବା ଇସ୍ରାଏଲ ଏଠାରେ ପରମାଣୁ ବୋମା ପକାଇବାର ଯୋଜନା କରୁଛି। ଗାଜାରେ ପରମାଣୁ ଆକ୍ରମଣ ବିକଳ୍ପ!-->…
ରେଳ ଯାତ୍ରାରେ ଲାଗିଲା କଟକଣା
ଭୁବନେଶ୍ଵର: ଆପଣ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜ୍ଵଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । ଏଥିପାଇଁ ଆପଣଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ!-->…
ବିଷ ଓଗାଳୁଛି ଦିଲ୍ଲୀ ; ୩ ଦିନ ପର୍ଯ୍ୟନ୍ତ Red Alert ଜାରି
ନୂଆଦିଲ୍ଲୀ: ଚରମ ସୀମାରେ ପହଞ୍ଚିଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ନିଶ୍ଵାସ ପ୍ରଶ୍ଵାସ ନେବା ମଧ୍ୟ କଷ୍ଟସାଧ୍ୟ ହୋଇଗଲାଣି । ଚାରିଆଡେ କେବଳ ଘନ କୁହୁଡି । ତେବେ ଆସନ୍ତା ତିନି ଦିନ ଯାଏଁ!-->…
ଇସ୍ରାଏଲୀୟ ବୋମାବର୍ଷଣ ଯୋଗୁଁ ୩୦ରୁ ଉର୍ଦ୍ଧ୍ବ ମୃତ: ହମାସ୍
ଗାଜା ସିଟି: ଶନିବାର ରାତିରେ କେନ୍ଦ୍ରୀୟ ଗାଜାରେ ଥିବା ଏକ ଶରଣାର୍ଥୀ ଶିବିରରେ ଇସ୍ରାଏଲ୍ ବୋମାବର୍ଷଣ ଯୋଗୁଁ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ହମାସ୍ ପରିଚାଳିତ ସ୍ବାସ୍ଥ୍ୟ!-->…
ଦୀପାବଳି ଭେଟି; ମିଳିବ ମାଗଣା ରାସନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଦେଶର କୋଟି କୋଟି ଗରିବ ଲୋକଙ୍କୁ ଦୀପାବଳି ଉପହାର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ପ୍ରଧାନମନ୍ତ୍ରୀ ଗରିବ!-->…
ହମାସର ଚେତାବନୀ, ଗୋଟିଏ ଦିନରେ ଶେଷ ହୋଇଯିବ ଆମେରିକା
ଯୁକ୍ତରାଷ୍ଟ୍ର ଆମେରିକାର ଅସ୍ତିତ୍ବ ରହିବ ନାହିଁ, ସୋଭିଏତ୍ ଦେଶ ପରି ଭାଙ୍ଗିଯିବ ବୋଲି ଇସ୍ରାଏଲ୍-ହମାସ୍ ଯୁଦ୍ଧ ଚାଲିଥିବା ବେଳେ ହମାସ୍ର ଅନ୍ୟତମ ବରିଷ୍ଠ ଅଧିକାରୀ ଅଲୀ ବରାକା!-->…
ଭୂମିକମ୍ପରେ ଚାଲିଗଲା ୧୨୯ ଜୀବନ; ବଢିପାରେ ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଦୋହଲିଲା ନେପାଳ । ଗତକାଲି ବିଳମ୍ବିତ ରାତିରେ ଉତ୍ତର ପଶ୍ଚିମ ନେପାଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪!-->…
‘ବିଜେପି ଭଗାଓ, ଦେଶ ବଚାଓ’ ;ବର୍ଷିଲେ ତେଜସ୍ବୀ ଯାଦବ
ପାଟନା: ଆଜି (ଗୁରୁବାର) ସିପିଆଇର ‘ବିଜେପି ଭଗାଓ, ଦେଶ ବଚାଓ’ ରାଲି ଅନୁଷ୍ଠିତ ହୋଇଛି । ଏହି ରାଲିରେ ବିଜେପି ଉପରେ ବର୍ଷିଛନ୍ତି ସିପିଆଇ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ତେଜସ୍ୱୀ!-->…
ଇଡିରେ ହେବେନି ହାଜର; କରିବେ ରୋଡ ସୋ
ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି । ମିଳିଥିବା ସୂଚନା ଅନୁସାରେ କେଜ୍ରିୱାଲ ଆଜି କିଛି ସମୟ ମଧ୍ୟରେ!-->…