Browsing Category

ଦେଶ- ବିଦେଶ

ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ ‘ଇକିସ୍’ର ସ୍କ୍ରିନିଂରେ ଭାବପ୍ରବଣ ହେଲେ ସଲମାନ, ଆଖିରୁ ଝରିଲା ଲୁହ

ମୁମ୍ବାଇ: ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା, ତଥା ହି-ମ୍ୟାନ ଧର୍ମେନ୍ଦ୍ର ଆଉ ଆମ ଗହଣରେ ନାହାନ୍ତି। କିନ୍ତୁ ତାଙ୍କର ଶେଷ ଫିଲ୍ମ ‘ଇକିସ୍’ ଉପରେ ସମସ୍ତଙ୍କ ନଜର ରହିଛି ଯାହା ଖୁବ୍ ଶୀଘ୍ର…

ଉନ୍ନାଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତ କୁଲଦୀପକୁ ଜାମିନ୍ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ, ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ମିଳିଛି। କୋର୍ଟ ଦିଲ୍ଲୀ ହାଇକୋର୍ଟର ନିଷ୍ପତ୍ତି ଉପରେ…

ବୁଲା କୁକୁରଙ୍କ ଗଣତି କରିବେ କି ଶିକ୍ଷକ; ଉତ୍ତର ରଖିଲେ ସରକାର…

ନୂଆଦିଲ୍ଲୀ: କୌଣସି ସ୍କୁଲ ଶିକ୍ଷକଙ୍କୁ ବୁଲା କୁକୁର ଗଣନା ପାଇଁ ନିଯୁକ୍ତ କରାଯାଇନାହିଁ। ଦିଲ୍ଲୀ ସରକାରଙ୍କ ସୂତ୍ର ଅନୁଯାୟୀ ଶିକ୍ଷକମାନଙ୍କୁ ବୁଲା କୁକୁର ଗଣନା ପାଇଁ ନିଯୁକ୍ତ କରାଯିବା…

ଆରାବଳୀ ମାମଲା: ସ୍ଥଗିତ ରହିଲା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, କେନ୍ଦ୍ର ଏବଂ ରାଜ୍ୟକୁ ନୋଟିସ ଜାରି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆରାବଳି ମାମଲାର ୨୦ ନଭେମ୍ବର ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। କୋର୍ଟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଜବାବ ମାଗିବା ପାଇଁ ନୋଟିସ୍ ଜାରି…

ଜାଡରେ ଥରୁଛି ଓଡ଼ିଶା; ଜି ଉଦୟଗିରିରେ ସବୁଠୁ ଅଧିକ ଥଣ୍ଡା…

ଭୁବନେଶ୍ୱର: ଓଡ଼ିଶାରେ ଶୀତ ଲହରୀ ଜାରି ରହିଛି। ଏହାରି ମଧ୍ୟରେ ସୋମବାର ୧୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି। କନ୍ଧମାଳର ଜି ଉଦୟଗିରି ଲଗାତାର…

Blue Bird-2 satellite launched: ଲଞ୍ଚ୍‌ ହେଲା ବ୍ଲୁ ବର୍ଡ-୨ ସାଟେଲାଇଟ୍‌, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ଇତିହାସ ରଚିଛି ଇସ୍ରୋ, ମିଳିଲା ଆଉ ଏକ ବଡ଼ ସଫଳତା। ମୋବାଇଲ ଫୋନ୍‌ ଜଗତରେ ଏକ ବଡ ବିପ୍ଳବ ଆରମ୍ଭ ହୋଇଛି । ସଫଳ ଉତକ୍ଷେପଣ ହୋଇଛି ବ୍ଲୁ ବର୍ଡ ବ୍ଲକ-୨ ସାଟେଲାଇଟ୍‌ । ଏହି…

YouTubeରେ ଏକ ମିଲିୟନ ଭ୍ୟୁଜ୍‌ରେ କେତେ ଟଙ୍କା ମିଳିଥାଏ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଜିର ଡିଜିଟାଲ୍ ଯୁଗରେ YouTube କେବଳ ମନୋରଞ୍ଜନର ପ୍ଲାଟଫର୍ମ ନୁହେଁ, ବରଂ ଆୟର ଏକ ବଡ଼ ମାଧ୍ୟମ ହୋଇସାରିଛି। ପ୍ରତିଦିନ ଆମେ ଶୁଣୁଛୁ ଯେ କୌଣସି ଭିଡିଓ ୧୦୦ ମିଲିୟନ୍ କିମ୍ବା ୧…

ବୁଦ୍ଧି ବାପା ନା ମା’ଙ୍କଠୁ ଆସିଥାଏ ? ରିସର୍ଚ୍ଚରୁ ଜଣାପଢ଼ିଲା କାହାଠୁ ଆସିଥାଏ ଅଧିକ ନଲେଜ୍

ନୂଆଦିଲ୍ଲୀ: ଅନେକ ସମୟରେ ଆମେ ଦେଖିଥାଉ ଯେ ଘରେ ଛୋଟ ପିଲାଙ୍କୁ ମଜାରେ କହନ୍ତି ଏହାର ବୁଦ୍ଧି ତା’ ବାପାଙ୍କ ପାଖରୁ ଆସିଛି ବା ମା’ଙ୍କଠୁ ଆସିଛି । ଏହି ସମୟରେ କେତେବେଳେ ବାପା ଗର୍ବରେ…

ଅଶାନ୍ତ ହେଲାଣି ଆସାମ, ବଢୁଛି ମୃତ୍ୟୁ ସଂଖ୍ୟା ତେଜୁଛି ହିଂସା

ଆସାମ: ଆସାମରେ ପୁଣି ଦେଖାଦେଇଛି ହିଂସା । ତେଜୁଥିବା ହିଂସାରେ ୩୮ ପୋଲିସ କର୍ମଚାରୀଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି । ଦୁଇଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା…

ଏହି ଦେଶରେ ହୋଇଥାଏ ସବୁଠାରୁ ଅଧିକ ବାଲ୍ୟ ବିବାହ, ଆମ ଭାରତରେ…

ନୂଆଦିଲ୍ଲୀ: ୨୦୨୫ ବର୍ଷରେ ମଧ୍ୟ ବାଲ୍ୟ ବିବାହ ବିଶ୍ୱବ୍ୟାପୀ ମାନବାଧିକାରର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ରହିଛି। ଅନେକ ଦେଶ ଏହି ପ୍ରଥାକୁ ଉଚ୍ଛେଦ କରିବା ପାଇଁ କଡ଼ା ଆଇନଗତ ଏବଂ ସାମାଜିକ…