Browsing Category
ଦେଶ- ବିଦେଶ
ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବେ ସ୍ୱତନ୍ତ୍ର ପୁଲିସ ସ୍କ୍ୱାଡ୍ ଜାଣନ୍ତୁ
ଭୁବନେଶ୍ଵର: ଏଣିକି ଆଉ ନାହିଁ ଜେଡ୍ ପ୍ଲସ୍ ସୁରକ୍ଷା ଉପରେ ଭରସା । ଏବେଠାରୁ ମୁଖ୍ୟମନ୍ତ୍ରୀଙ୍କ ଲାଗି କାର୍ଯ୍ୟ କରିବ ସ୍ୱତନ୍ତ୍ର ସ୍କ୍ୱାଡ୍ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ!-->…
ପୁଣି ମୁଣ୍ଡ ନେଲା ସ୍କ୍ରବ୍ ଟାଇଫସ୍
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଆତଙ୍କ ବଢ଼ାଇ ଚାଲିଛି ସ୍କ୍ରବ୍ ଟାଇଫସ୍ । ଆଗରୁ ଏହି ରୋଗରେ ୫ ଜଣଙ୍କର ମୃତ୍ୟୁ ହୋଇଥୁବା ବେଳେ ଗତକାଲି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ମୋଟ୍ ମୃତ୍ୟୁ!-->…
ପେଟ୍ରୋଲ ଦରକୁ ନେଇ ବଢ଼ିଲା ଦୁର୍ଦ୍ଧଶା
ଇସଲାମାବାଦ: ଘୋର ଆର୍ଥିକ ଦୁର୍ଦ୍ଦିନରେ ଗତି କରୁଥିବା ପାକିସ୍ତାନର ସ୍ଥିତି ବେଳକୁ ବେଳ ଦୟନୀୟ ହେବାରେ ଲାଗିଛି। ବିଶେଷକରି ଏଠାକାର ସାଧାରଣ ଏବଂ ଗରିବ ଲୋକଙ୍କ ସ୍ଥିତି ଅସହ୍ୟ ହେବାରେ!-->…
ନିଜ ଜନ୍ମଦିନ ଅବସରରେ ଦେଶକୁ ଦେଲେ ଦୁଇଟି ନିଆରା ଉପହାର
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ ତମ ଜନ୍ମ ଦିବସ l ସ୍ୱାଧୀନ ଭାରତରେ ଜନ୍ମିତ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶକୁ ଦୁଇଟି ନିଆରା ଉପହାର ଦେଇଛନ୍ତି।
!-->!-->!-->…
ନିପା ଭାଇରସ କ’ଣ? କେବେ ଆସିଥିଲା? ଜାଣନ୍ତୁ ଏହାର ଲକ୍ଷଣ
ନିପା ଭାଇରସ ବ୍ୟାପିବା କାରଣରୁ କେରଳରେ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗୁଛି । କ୍ରମାଗତ ଭାବେ ଉଦୀୟମାନ ମାମଲା ଯୋଗୁଁ ରାଜ୍ୟରେ କଣ୍ଟେଣ୍ଟମେଣ୍ଟ ଜୋନ୍ ସୃଷ୍ଟି ହୋଇଛି l
କେରଳର!-->!-->!-->…
ଆଜି ହେଉଛି ରାଷ୍ଟ୍ର ହିନ୍ଦୀ ଦିବସ : କେବେଠୁ ଓ କାହିଁକି ପାଳନ କରାଯାଉଛି ଏହି ଦିବସ?
ହିନ୍ଦୀ କେବଳ ଏକ ଭାଷା ନୁହେଁ ଏହା ଆମ ପାଇଁ ଏକ ଭାବ l କାରଣ ହିନ୍ଦୀ ହେଉଛି ଆମର ରାଷ୍ଟ୍ର ଭାଷା । ତେଣୁ ଏହା ସହିତ ଭାରତର ପ୍ରତ୍ୟୋକ ନାଗରିକର ଭାବନା ଜଡିତ l
ଆଜି ହେଉଛି ସେପ୍ଟେମ୍ବର!-->!-->!-->…
ଆସିଲା ‘ପୁଷ୍ପା ୨-ଦ ରୁଲ୍’ ର ରିଲିଜ ତାରିଖ
ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨-ଦ ରୁଲ୍’ର ରିଲିଜ୍ ତାରିଖ ଶେଷରେ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ରଟି ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏନେଇ ନିକଟରେ!-->…
ବାପାଙ୍କର ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା, ଆମେରିକା ନେଇ ପହଞ୍ଚିଲେ ସନି ଦେଓଲ
ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ ୮୭ ବର୍ଷ ବୟସ ହୋଇଛି । ଏହି ବୟସରେ ମଧ୍ୟ ସେ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ନିକଟରେ ମୁକ୍ତିଲାଭ କରିଥିବା କରନ ଜୋହରଙ୍କ ଫିଲ୍ମ ରକି ଅର ରାନୀ କି ପ୍ରେମ!-->…
ଭୟଙ୍କର ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ଚାଲିଗଲା ୪ ଜୀବନ
ଜାମ୍ମୁ କାଶ୍ମୀରର ବାନିହାଲ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ଅର୍ଥାତ ଆଜି ରାମବାନ୍ ଡେପୁଟି କମିଶନର କହିଛନ୍ତି ଯେ ଜାମ୍ମୁ କାଶ୍ମୀରର!-->…