Browsing Category
ଦେଶ- ବିଦେଶ
ଜି -୨୦ ସମ୍ମିଳନୀରେ ଯୋଗ ଦେବେ ଅଦାନୀ ଓ ଅମ୍ବାନୀ
ଶନିବାର ତଥା ଆସନ୍ତାକାଲି ଭାରତ ଅଧ୍ୟକ୍ଷତାରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି -୨୦ ସମ୍ମିଳନୀ l ଏହି ଜି -୨୦ ଶିଖର ସମ୍ମିଳନୀରେ ଅନେକ ଦେଶର ରାଷ୍ଟ୍ରମୁଖ୍ୟମାନେ ଯୋଗ ଦେବେ l ଏହି!-->…
ବ୍ରିଟିଶ ପ୍ରଧାନମନ୍ତ୍ରୀ ହୋଇ ଆଜି ଆସିବେ ଭାରତ ପୁଅ
ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସୁଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନାକ l ଭବ୍ୟ ସ୍ୱାଗତ ଦ୍ୱାରା ତାଙ୍କ ଆଗମନ ପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଛି l ତାଙ୍କ ସ୍ୱାଗତ ପାଇଁ ଖାଲି!-->…
“ଇଣ୍ଡିଆ ବନାଵ ଭାରତ” ବିବାଦରେ କଣ କହୁଛି ଜାତିସଂଘ
ଭାରତ କିମ୍ବା ଇଣ୍ଡିଆ ର ନାମ କ’ଣ ହେବା ଉଚିତ ସେ ନେଇ କିଛି ସମୟ ଧରି ଏକ ତର୍କ ବିତର୍କ ଚାଲିଛି। ଜି -20 ରାତ୍ରୀ ଭୋଜନ କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ପଠାଯାଇଥିବା ନିମନ୍ତ୍ରଣ!-->…
ଉତକ୍ଷେପଣ ହେଲା ଜାପାନର ଚନ୍ଦ୍ରଯାନ
ଗୁରୁବାର ତଥା ଆଜି ସକାଳେ ଜାପାନ ଜାତୀୟ ମହାକାଶ ଏଜେନ୍ସିର ଚନ୍ଦ୍ର ଲ୍ୟାଣ୍ଡରକୁ ନେଇ ଏଚ-୨-ଏ ରକେଟ ଉତକ୍ଷେପଣ କରିଛି। ଗତ ମାସରେ ଖରାପ ପାଗ ଯୋଗୁ ସପ୍ତାହରେ ତିନିଥର ମିଶନକୁ ସ୍ଥଗିତ ରଖିବା!-->…
ଗଣେଶ ଚତୁର୍ଥୀ ଠାରୁ ନୂତନ ସଂସଦ ଗୃହକୁ ସ୍ଥାନତାରିତ ହେବ ସ୍ୱତନ୍ତ୍ର ଅଧିବେଶନ
ମୋଦୀ ସରକାର ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନ ନୂତନ ସଂସଦ ଗୃହରେ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି!-->…
ଚାଇନାରେ ଆପେଲ ଆଇଫୋନ ନିଷେଧ !
ଆମେରିକୀୟ କମ୍ପାନୀ ଆପେଲ ର ଉତ୍ପାଦ ଆଇଫୋନ୍ ଚାଇନାରେ ନିଷେଧ କରାଯାଇଛି । ଯଦିଓ ଏହି ପ୍ରତିବନ୍ଧକ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି ତଥାପି ବର୍ତ୍ତମାନଠାରୁ ଚୀନ୍ର ସରକାରୀ!-->…
ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ସୋନିଆ
କଂଗ୍ରେସ ନେତା ସୋନିଆ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସେପ୍ଟେମ୍ବର ୧୮ ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ସଂସଦ ଅଧିବେଶନ ପାଇଁ!-->…
ଆଉ ସ୍ୱଳ୍ପ ସମୟର ଅପେକ୍ଷା : ସୂର୍ଯ୍ୟ ଅଭିମୁଖେ ଯାତ୍ରା କରିବ ‘ଆଦିତ୍ୟ-ଏଲ୍୧’
ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍୧’ ଶନିବାର ତଥା ଆଜି ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)!-->…
ଶୀଘ୍ର ସମାପ୍ତ ହେବାକୁ ଯାଉଛି ଅଯୋଧ୍ୟାର ବିମାନବନ୍ଦରର କାର୍ଯ୍ୟ
ଖୁବ ଶୀଘ୍ର କେନ୍ଦ୍ର ସରକାର ବିଶ୍ୱ ତଥା ଦେଶର ସମସ୍ତ ପ୍ରଭୁ ଶ୍ରୀ ରାମଙ୍କ ଭକ୍ତମାନଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି। ବାସ୍ତବରେ, ଅଯୋଧ୍ୟାରେ ମରିୟାଦା ପୁରୁଷୋତ୍ତମ ଭଗବାନ ପ୍ରଭୁ ଶ୍ରୀ!-->…
ଅବୈଧ ପିଲାଙ୍କର ରହିବ ମାତାପିତାଙ୍କ ସମ୍ପତ୍ତିରେ ଭାଗ’: ସୁପ୍ରିମକୋର୍ଟ
ଯେଉଁ ପିଲାମାନେ ଅବୈଧ ବା ମାନ୍ୟତା ପାଇ ନଥିବା ବିବାହରୁ ଜନ୍ମ ହୋଇଛନ୍ତି, ସେମାନେ ମଧ୍ୟ ବାପା ମା’ଙ୍କ ସମ୍ପତ୍ତିର ଭାଗ ପାଇବାକୁ ହକଦାର ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏପରି ବିବାହରୁ!-->…