Browsing Category
ଦେଶ- ବିଦେଶ
ବଦଳିଗଲା ଟ୍ୱିଟରର ନାମ ଏବଂ ଲୋଗୋ: କମ୍ପାନୀ ଏବେ ‘X’ ନାମରେ ହେବ ପରିଚିତ
ନୂଆଦିଲ୍ଲୀ: ଟ୍ୱିଟରକୁ ନେଇ ସବୁବେଳେ ଖବର ରହି ଆସୁଥିବା ବେଳେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଖବର ସାମ୍ନାକୁ ଆସିଛି । ସାଧାରଣତଃ ଟ୍ୱିଟର ଲୋଗରେ ଥିବା ପକ୍ଷୀ ଆକର୍ଷଣୀୟ ହୋଇଥାଏ ।!-->…
ଆପ ସାଂସଦ ସଞ୍ଜୟ ସିଂହ ନିଲମ୍ବିତ
ନୂଆଦିଲ୍ଲୀ : ଆପ ସାଂସଦ ସଞ୍ଜୟ ସିଂଙ୍କୁ ରାଜ୍ୟସଭାର ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଆସାମରୁ ରାଜ୍ୟସଭା ଏମପି ଥିବା ସଞ୍ଜୟ ମଣିପୁର ଘଟଣାରେ ସରକାରଙ୍କୁ!-->…
ରେକର୍ଡ ଭାଙ୍ଗିଲା ତାପମାତ୍ରା
ନୂଆଦିଲ୍ଲୀ: କାଲିଫର୍ନିଆ ଡେଥଭାଲି ମରୁଭୂମିରେ 53 ଡିଗ୍ରୀ ସେଲସିୟସ୍ ର ତାପମାତ୍ରା ସହିତ ପଶ୍ଚିମ ଆମେରିକାରେ ଉତ୍ତାପ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି ।
!-->!-->!-->…
ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଲର ଜାରି କରିଛି CBSE: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ଏଣିକି CBSE ସ୍କୁଲରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପାଠ ପଢିପାରିବେ ଛାତ୍ରଛାତ୍ରୀ । CBSE ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଳର ଜାରି କରିଛି CBSE ।!-->…
ଲୁଟି ନେଲେ ୪୦୦ କେଜି ଟମାଟୋ
ମହାରାଷ୍ଟ୍ର ପୁଣେ ଜିଲ୍ଲାର ଜଣେ ଚାଷୀଙ୍କର ୪୦୦ କେଜି ଟମାଟୋ ଚୋରି ହୋଇଯିବା ପରେ ସେ ଏବେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ନିକଟରେ ଚାଷୀ ଜଣଙ୍କ ଆଗତ କରିଥିବା ଅଭିଯୋଗରେ କହିଛନ୍ତି ଯେ!-->…
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହୋଇପାରେ ଆଜୀବନ ଜେଲଦଣ୍ଡ: ପାକିସ୍ତାନ ଆଇନ ମନ୍ତ୍ରୀ
ପାକିସ୍ତାନର ପୂର୍ବତନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇପାରନ୍ତି ମାନ୍ୟବର ଅଦାଲତ । ଏ ନେଇ ଦେଶର ଆଇନମନ୍ତ୍ରୀ ଆଜମ ନଜୀର ତରାର୍ ସୂଚନା ଦେଇଛନ୍ତି । ଏକ ସଙ୍ଗୀନ!-->…
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚଣ୍ଡୀଙ୍କ ଦେହାନ୍ତ
ଥିରୁଅନନ୍ତପୁରମ୍: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଓମେନ୍ ଚଣ୍ଡିଙ୍କ ଦେହାନ୍ତ ହୋଇଛି। ଏହି ସୂଚନା କେରଳ କଂଗ୍ରେସ ସଭାପତି କେ ସୁଧାକରନ୍ ଟ୍ୱିଟ୍ କରିଛନ୍ତି। ସେ!-->…
ଏପରି ମନ୍ଦିର, ଯେଉଁଠି ହୋଇଥାଏ ଭବିଷ୍ୟବାଣୀ
ବିଚିତ୍ରମୟ ଆମ ଭାରତବର୍ଷ। ଏହି ଦେବ ଭୂମୀରେ ରହିଛି ଅନେକ ଆଧ୍ୟାତ୍ମିକ ଝଲକ। ଯାହା ବିଶ୍ୱାସଯୋଗ୍ୟ ହେଉ ବା ନ ହେଉ ତାହା ଆଜିବି ଘଟୁଛି। ଭାରତ ଅନେକ ରହସ୍ୟମୟୀ ମନ୍ଦିରରେ ଭରି ରହିଛି। ରହସ୍ୟ!-->…
ଫ୍ରାନ୍ସ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଭବ୍ୟ ଉପହାର ଦେଲେ ପ୍ରଧାନମନ୍ତ୍ରୀ
ପ୍ୟାରିସ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଯାତ୍ରାରେ ସାଂସ୍କୃତିକ ସ୍ପର୍ଶ । ଆମେରିକା ହେଉ ବା ଫ୍ରାନ୍ସ ସବୁଠି ଭାରତୀୟ ସଂସ୍କୃତିର ଛାପ ଛାଡି ଆସିଛନ୍ତି । ଏବେ ଫ୍ରାନ୍ସ!-->…
୨ ଦିନିଆ ଫ୍ରାନ୍ସ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ଫ୍ରାନ୍ସ୍ର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ନିମନ୍ତ୍ରଣକ୍ରମେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଫ୍ରାନ୍ସ୍ ଗସ୍ତରେ ଯାଇଛନ୍ତି |ଜୁଲାଇ ୧୪ ତାରିଖ ଦିନ ସେ ବାର୍ଷିକ!-->…