Browsing Category

ଦେଶ- ବିଦେଶ

ଉଦ୍ଧବ ଠାକରେଙ୍କୁ ଝଟକା; ସୁପ୍ରିମକୋର୍ଟରେ ସିନ୍ଦେ ଗୋଷ୍ଠୀର ବିଜୟ

ନୂଆଦିଲ୍ଲୀ: ଶିବ ସେନା (ଉଦ୍ଧବ ଗୋଷ୍ଠୀ) ବନାମ ଶିବ ସେନା (ସିନ୍ଦେ ଗୋଷ୍ଠୀ) ମାମଲାରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟରେ ଉଦ୍ଧବ ଠାକରେଙ୍କ

ସ୍ୱର୍ଣ୍ଣ ମନ୍ଦିର ନିକଟରେ ପୁଣି ବୋମାମାଡ଼, ୨ ଦୁର୍ବୃତ୍ତ ଅଟକ

ପଞ୍ଜାବ:ପଞ୍ଜାବ ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟରେ ପୁଣି ବିସ୍ଫୋରଣ । ବିଳମ୍ବିତ ରାତିରେ ସ୍ୱର୍ଣ୍ଣ ମନ୍ଦିର ନିକଟରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ରହିଛି । ତେବେ ୫ ଦିନ ମଧ୍ୟରେ ତୃତୀୟ

ଟ୍ରେନରେ ନିର୍ମାଣ ହେବ ବେବି ବାର୍ଥ; କିପରି ମିଳିବ ସୁବିଧା ?

ଟ୍ରେନରେ ଯାତ୍ରା ସମୟରେ ଏଣିକି ମା’ ଏବଂ ଶିଶୁଙ୍କ ଯାତ୍ରା ପୂର୍ବାପେକ୍ଷା ଅଧିକ ଆରାମଦାୟକ ହେବ। କାରଣ ଭାରତୀୟ ରେଳବାଇ ଆଗାମୀ ଦିନରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଅଲଗା ବେବି

ରାଜସ୍ଥାନରେ ହାରିବ ହାତ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସରିବା ପରେ ଏବେ ବିଜେପି ଫୋକସରେ ରାଜସ୍ଥାନ। କଂଗ୍ରେସର ଗେହଲଟ ପାଇଲଟ ଲଢେଇ ମଧ୍ୟରେ ବିଜେପି ରାଜସ୍ଥାନରେ ଫାଇଦା ନେବାକୁ ଯୋଜନା ଆରମ୍ଭ କରିଥିବା

୨୨୪ ବିଧାନସଭା ଆସନ ପାଇଁ ଭୋଟ୍ ଦେଉଛି କର୍ଣ୍ଣାଟକ

ହାଇଭୋଲଟେଜ ପ୍ରଚାର ପରେ ଏବେ କର୍ଣ୍ଣାଟକରେ ଅସଲ ପରୀକ୍ଷାର ସମୟ ଆସିଛି । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆଜି ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି ।ସକାଳ ୭ଟାରୁ ଭୋଟ ଗ୍ରହଣ

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

ପାକିସ୍ତାନ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ । PTI ଦଳର ମୁଖ୍ୟ ଇମ୍ରାନ ଖାନଙ୍କୁ ଇସଲାମବାଦ ହାଇକୋର୍ଟ ବାହାରୁ ଗିରଫ କଲା ପାକିସ୍ତାନ ରେଜର୍ସ । ନ୍ୟୁଜ୍ ଏଜେନ୍ସି

ବାୟୁସେନା ବିମାନ MIG-21ଦୁର୍ଘଟଣାଗ୍ରସ୍ତ: ୨ ମୃତ

ପୁଣି ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନର ହନୁମାନଗଡରେ ବାୟୁସେନାର MIG-21 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ବାୟୁସେନାର ଫାଇଟର ଜେଟ୍‌

ଦେଶପାଇଁ ଗାନ୍ଧୀ ପରିବାର ରକ୍ତ ବୁହାଇଛନ୍ତି : ଶିବଲ

ନୂଆଦିଲ୍ଲୀ,୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କଂଗ୍ରେସ ଉପରେ ହୋଇଥିବା କଡ଼ା ସମାଲୋଚନାକୁ ନେଇ ରାଜ୍ୟସଭା ଏମପି କପିଲ ସିବଲ ସୋମବାର ନିଜର ପ୍ରତିକ୍ରିୟା ଦେଇଛନ୍ତି।

କେଜ୍ରିୱାଲଙ୍କ ବଙ୍ଗଳା ପାଇଁ ୪୫ ନୁହେଁ ୧୭୧ କୋଟି ଖର୍ଚ୍ଚ ହୋଇଛି : ମାକେନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୂଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ କମିବାରେ ନାମ ଧରୁନି । ବଙ୍ଗଳାର ସୌନ୍ଦର୍ଯ୍ୟକରଣ ନେଇ ପୂର୍ବରୁ ବିଜେପି ଟାର୍ଗେଟ କରିଥିବା

ଆଗାମୀ ସାଧାରଣତନ୍ତ୍ର ଦିବସରେ କେବଳ ମହିଳାମାନେ କରିବେ ପରେଡ

ଆଗାମୀ ୨୦୨୪ ସାଧାରଣତନ୍ତ୍ର ଦିବସ ସ୍ବତନ୍ତ୍ର ଢଙ୍ଗରେ ପାଳନ ହେବାକୁ ଯାଉଛି। ୨୦୨୪ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହେବାକୁ ଥିବା ପରେଡ, ପ୍ରଜ୍ଞାପନ ମେଢ ଓ ଅନ୍ୟାନ୍ୟ