Browsing Category
ଦେଶ- ବିଦେଶ
ଖାଲିଦା ଜିଆଙ୍କ ପୁଅ ସହ ସାକ୍ଷାତ କଲେ ଜୟଶଙ୍କର; ଦେଲେ ମୋଦିଙ୍କ ପତ୍ର…
ନୂଆଦିଲ୍ଲୀ: ୩ ଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବୁଧବାର ଦିନ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଢାକାରେ ପହଞ୍ଚିଛନ୍ତି।…
ଖାଲିଦାଙ୍କ ବିୟୋଗରେ ମୋଦିଙ୍କ ଶୋକ, ସାକ୍ଷାତକାରକୁ ମନେ ପକାଇଲେ…
ନୂଆଦିଲ୍ଲୀ: ବାଂଲାଦେଶରେ ବର୍ତ୍ତମାନ ବହୁତ କିଛି ଘଟୁଛି।ବାଂଲାଦେଶ ରାଜନୀତିରେ ଏକ ଯୁଗର ଅନ୍ତ ଘଟିଛି ।ଗୋଟିଏ ପଟେ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା, ଅନ୍ୟପଟେ ଖାଲିଦା ଜିଆଙ୍କ ପୁଅ…
କୋଲକାତାରେ ଅମିତ ଶାହଙ୍କ ରଣହୁଁକାର: ୨୦୨୬ରେ ବେଙ୍ଗଲରେ ବିଜେପି ସରକାର
କୋଲକାତା: ବଙ୍ଗଳା ନିର୍ବାଚନ ପୂର୍ବରୁ କୋଲକାତାରେ ଅମିତ ଶାହଙ୍କ ରଣହୁଁକାର। ୨୦୨୬ରେ ବେଙ୍ଗଲରେ ବିଜେପି ସରକାର ନିଶ୍ଚିତ ବୋଲି କହିଲେ ଗୃହମନ୍ତ୍ରୀ। ଶାହ କହିଛନ୍ତି, ୨୦୨୪ରେ ଓଡ଼ିଶା ଓ…
ଯୁଦ୍ଧ ବନ୍ଦ ହେବାର ଆଶା ଭାଙ୍ଗିଗଲା: ପୁଟିନଙ୍କ ଉପରେ ଆକ୍ରମଣ, ରାଗିଲେ ଟ୍ରମ୍ପ
ନୂଆଦିଲ୍ଲୀ:ଋଷ-ୟୁକ୍ରେନ ଯୁଦ୍ଧର ନିଆଁ ଆହୁରି ବଢ଼ିପାରେ। ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏବେ ଯୁଦ୍ଧର ନିଆଁକୁ ଲିଭାଇ ପାରିବେ ନାହିଁ। କାରଣ ହେଉଛି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘର…
ଶାଶୂ ହେବେ ପ୍ରିୟଙ୍କା, ବିବାହ କରିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ
ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ଏବଂ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଦ୍ୱାରଦେଶରେ ଖୁବ୍ଶୀଘ୍ର ବିବାହର ଘଣ୍ଟି ବାଜିବ। ପ୍ରିୟଙ୍କା ଗାନ୍ଧୀ ଏବଂ ଶିଳ୍ପପତି ରବର୍ଟ ଭାଡ୍ରାଙ୍କ ପୁଅ ରେହାନ…
ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ ‘ଇକିସ୍’ର ସ୍କ୍ରିନିଂରେ ଭାବପ୍ରବଣ ହେଲେ ସଲମାନ, ଆଖିରୁ ଝରିଲା ଲୁହ
ମୁମ୍ବାଇ: ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା, ତଥା ହି-ମ୍ୟାନ ଧର୍ମେନ୍ଦ୍ର ଆଉ ଆମ ଗହଣରେ ନାହାନ୍ତି। କିନ୍ତୁ ତାଙ୍କର ଶେଷ ଫିଲ୍ମ ‘ଇକିସ୍’ ଉପରେ ସମସ୍ତଙ୍କ ନଜର ରହିଛି ଯାହା ଖୁବ୍ ଶୀଘ୍ର…
ଉନ୍ନାଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତ କୁଲଦୀପକୁ ଜାମିନ୍ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ, ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ମିଳିଛି। କୋର୍ଟ ଦିଲ୍ଲୀ ହାଇକୋର୍ଟର ନିଷ୍ପତ୍ତି ଉପରେ…
ବୁଲା କୁକୁରଙ୍କ ଗଣତି କରିବେ କି ଶିକ୍ଷକ; ଉତ୍ତର ରଖିଲେ ସରକାର…
ନୂଆଦିଲ୍ଲୀ: କୌଣସି ସ୍କୁଲ ଶିକ୍ଷକଙ୍କୁ ବୁଲା କୁକୁର ଗଣନା ପାଇଁ ନିଯୁକ୍ତ କରାଯାଇନାହିଁ। ଦିଲ୍ଲୀ ସରକାରଙ୍କ ସୂତ୍ର ଅନୁଯାୟୀ ଶିକ୍ଷକମାନଙ୍କୁ ବୁଲା କୁକୁର ଗଣନା ପାଇଁ ନିଯୁକ୍ତ କରାଯିବା…
ଆରାବଳୀ ମାମଲା: ସ୍ଥଗିତ ରହିଲା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, କେନ୍ଦ୍ର ଏବଂ ରାଜ୍ୟକୁ ନୋଟିସ ଜାରି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆରାବଳି ମାମଲାର ୨୦ ନଭେମ୍ବର ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। କୋର୍ଟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଜବାବ ମାଗିବା ପାଇଁ ନୋଟିସ୍ ଜାରି…
ଜାଡରେ ଥରୁଛି ଓଡ଼ିଶା; ଜି ଉଦୟଗିରିରେ ସବୁଠୁ ଅଧିକ ଥଣ୍ଡା…
ଭୁବନେଶ୍ୱର: ଓଡ଼ିଶାରେ ଶୀତ ଲହରୀ ଜାରି ରହିଛି। ଏହାରି ମଧ୍ୟରେ ସୋମବାର ୧୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି।
କନ୍ଧମାଳର ଜି ଉଦୟଗିରି ଲଗାତାର…