Browsing Category
ଦେଶ- ବିଦେଶ
ଆଉ ସପିଙ୍ଗ ମଲ୍ ମାନଙ୍କରେ ରହିବନି ଟ୍ରାଏଲ ରୁମ୍!, ଡ୍ରେସ୍ ଆପଣଙ୍କୁ କିପରି ମାନୁଛି ଚୁଟକିରେ ବତାଇବ AI…
ନୂଆଦିଲ୍ଲୀ: ଦୂର ହେବ ସପିଙ୍ଗ ମଲରେ ଟ୍ରାଏଲ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା ସମସ୍ୟା। ଭଳିକି ଭଳି ଡ୍ରେସ୍ ପିନ୍ଧି ଆଉ ତାକୁ ଚେକ୍ କରିବାରେ ଯିବନି ଅଧିକ ସମୟ। ତେବେ ଗ୍ରାହକଙ୍କୁ ଏହି ସମସ୍ୟାର…
ଚନ୍ଦ୍ରଗ୍ରହଣ ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏସବୁ ଜିନିଷ…
ନୂଆଦିଲ୍ଲୀ: ୨୦୨୬ର ପ୍ରଥମ ଚନ୍ଦ୍ରଗ୍ରହଣ ୩ ମାର୍ଚ୍ଚ ମଙ୍ଗଳବାର ଦିନ ହେବାକୁ ଯାଉଅଛି। ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେଉଥିବାରୁ ଏହାର ଧାର୍ମିକ ପ୍ରଭାବ ଏବଂ ସୂତକ ସମୟ ବୈଧ ହେବ। ବାସ୍ତୁ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ରାଏଲ ଗସ୍ତ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ?
ନୂଆଦିଲ୍ଲୀ: ୮ ବର୍ଷ ପରେ ଇସ୍ରାଏଲ୍ ଯିବେ ପିଏମ୍ ମୋଦି। ଇସ୍ରାଏଲ ସଂସଦକୁ ମୋଦି ସମ୍ଭୋଧିତ କରିବା ରହିଛି କାର୍ଯ୍ୟକ୍ରମ। ସ୍ବାକ୍ଷର ହେବ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି। ମୋଦିଙ୍କୁ ଟେଲିଫୋନ୍…
ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରାୟଙ୍କ ଦେହାନ୍ତ
କୋଲକାତା: ପୂର୍ବତନ ରେଳମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି)ର ବରିଷ୍ଠ ନେତା ମୁକୁଲ ରାୟଙ୍କ ସୋମବାର ସକାଳେ ପରଲୋକ ଘଟିଛି। ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।…
‘ମନ୍ କି ବାତ୍’ ରେ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ମୋଦିଙ୍କ ପ୍ରଶଂସା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (୨୨ ଫେବୃଆରୀ) “ମନ କି ବାତ”ର ୧୩୧ତମ ଏପିସୋଡ୍ ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ମାସିକ ରେଡିଓ କାର୍ଯ୍ୟକ୍ରମ…
୧୪ ବର୍ଷ ପରେ ସିରିଆରେ ପୁଣି ଖୋଲିବ ଆମେରିକୀୟ ଦୂତାବାସ! ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ..
ଡାମାସ୍କସ୍: ପ୍ରାୟ ୧୪ ବର୍ଷ ପରେ ସିରିଆର ରାଜଧାନୀ ଡାମାସ୍କସ୍ରେ ନିଜର ଦୂତାବାସ ପୁନର୍ବାର ଖୋଲିବାକୁ ଆମେରିକା ଯୋଜନା କରୁଛି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଚଳିତ ମାସର…
ଏହି ଦିନ ଆସିବ ପିଏମ-କିଷାନର ୨୨ତମ କିସ୍ତି? ଜାଣନ୍ତୁ କେମିତି ଚେକ୍ କରିବେ ଷ୍ଟାଟସ୍ !
ନୂଆଦିଲ୍ଲୀ: ପିଏମ-କିଷାନ ଯୋଜନାର ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଦେଶର କୋଟି କୋଟି ଚାଷୀ ଏବେ ୨୨ତମ କିସ୍ତିର ଅପେକ୍ଷାରେ ରହିଛନ୍ତି । ଜାନୁୟାରୀ ପରେ ଏବେ ଫେବୃୟାରୀ ମାସ…
ଆରଏସଏସର କାମ ନିଜସ୍ୱ ନୁହେଁ, ବରଂ ଦେଶର ନାମ ବଡ କରିବା: ମୋହନ ଭାଗବତ
ଲକ୍ଷ୍ନୌ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଉତ୍ତର ପ୍ରଦେଶର ମିରଟରେ ଜାତୀୟ ଏବଂ ଆନ୍ତର୍ଜାତୀୟ ଖେଳାଳିମାନଙ୍କ ସହିତ ଏକ ଆଲୋଚନା କାର୍ଯ୍ୟକ୍ରମ ଯୋଗଦେବା ଅବସରରେ ସେ…
ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ; ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି
ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର କଳାବାଦଲ ଘୋଟି ଆସୁଛି। ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସାମରିକ…
କାର୍ଲସବାଡ୍ କାଭର୍ଣ୍ଣସ୍’ ଗୁମ୍ଫା; ୪ କୋଟି ୯୦ ଲକ୍ଷ ବର୍ଷର ପୁରୁଣା ଦୁନିଆ !
ନୂଆଦିଲ୍ଲୀ: କଳ୍ପନା କରନ୍ତୁ ଏମିତି ଏକ ଦୁନିଆ, ଯେଉଁଠି କୋଟି କୋଟି ବର୍ଷ ଧରି ସୂର୍ଯ୍ୟ ଆଲୋକ ପହଞ୍ଚି ନାହିଁ, କିନ୍ତୁ ସେଠାରେ ଜୀବନ ରହିଛି । ନ୍ୟୁ ମେକ୍ସିକୋର ‘କାର୍ଲସବାଡ୍ କାଭର୍ଣ୍ଣସ୍’…