Browsing Category
ଦେଶ- ବିଦେଶ
ଅପରେସନ ସିନ୍ଦୁର ପରେ ବଦଳିଳା ଜୈଶ-ହିଜବୁଲର ଠିକଣା, ଏହି ସ୍ଥାନରେ ତିଆରି ହେଉଛି ନୂଆ ଆତଙ୍କୀ ଆଡ୍ଡା
ନୂଆଦିଲ୍ଲୀ: ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ପରେ, ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ସେମାନଙ୍କର ଘାଟି ସ୍ଥାନାନ୍ତର…
ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ, ୪୦୦ରୁ ଅଧିକ ଦଳ ବିରୋଧରେ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ରାଜନୈତିକ ଦଳକୁ ନେଇ ନିର୍ବାଚନ କମିଶନ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବର୍ଷ ବର୍ଷ ଧରି ନିଷ୍କ୍ରିୟ ଥିବା ରାଜନୈତିକ ଦଳଗୁଡ଼ିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ…
ବଦଳୁଛି ଟ୍ରମ୍ପଙ୍କ ସ୍ବର, ବିଟ୍ରେନ ମାଟିରେ ବି ଦୋହରାଇଲେ “ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦି ମୋର ନିକଟତର”…
ନୂଆଦିଲ୍ଲୀ: ଭାରତର ଆବଶ୍ୟକତା ବୁଝାପଡିବା ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ପରିବର୍ତ୍ତନ ହୋଇଛି । ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ମୁଖର ରହୁଥିବା…
ଜାତିସଂଘରେ ପାକିସ୍ତାନକୁ ଝଟକା, ବନ୍ଧୁ ଆମେରିକା ଛାଡିଲା ହାତ…
ନୂଆଦିଲ୍ଲୀ: ଜାତିସଂଘରେ ହାରିଲା ପାକିସ୍ତାନ । ପାକିସ୍ତାନ ଏବଂ ଚୀନ୍ ଜାତିସଂଘ ସୁରକ୍ଷା ପରିଷଦରେ ବଲୁଚିସ୍ତାନ ଲିବରେସନ ଆର୍ମି ଏବଂ ଏହାର ମାଜିଦ୍ ବ୍ରିଗେଡକୁ ନିଷେଧ କରିବାକୁ ଚେଷ୍ଟା…
“ହାଫିଜ୍ ସଇଦକୁ ଭେଟିବା ପରେ ଅଭିନନ୍ଦନ ଜଣାଇଥିଲେ ପୂର୍ବ ପ୍ରଧାନମନ୍ତ୍ରୀ’, ଚାଞ୍ଚଲ୍ୟକର ଦାବି କରିଛି ୟାସିନ୍ ମଲିକ…
ନୂଆଦିଲ୍ଲୀ: କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକ ତାଙ୍କ ସଦ୍ୟତମ ସତ୍ୟପାଠରେ ଅନେକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ମଲିକ ଦାବି କରିଛନ୍ତି ଯେ ପାକିସ୍ତାନରେ ଲସ୍କର-ଏ-ତୈବା ମୁଖ୍ୟ…
ଦିଲ୍ଲୀରୁ ମୁମ୍ବାଇ IPHONE 17 ପାଇଁ କ୍ରେଜ: କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ବାଡିଆ ପିଟା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ସାରା ବିଶ୍ୱରେ iPhonesର କେତେ କ୍ରେଜ୍ ତାହା ସମସ୍ତଙ୍କୁ ଜଣା। ଆଉ ଏବେ ଆପଲ୍ ବହୁ ପ୍ରତୀକ୍ଷିତ ଆଇଫୋନ୍-୧୭ ଲଞ୍ଚ କରିଛି। ଯାହାକୁ ନେଇ ଭାରତରେ ମଧ୍ୟ କ୍ରେଜ୍ ଦେଖିବାକୁ ମିଳିଛି।…
ଆସୁଛି ପାର୍ବଣ; ଏପଟେ ବଢିଲା ସୁନା-ରୂପା ଦର
ଭୁବନେଶ୍ବର: ଚିନ୍ତା ବଢେଇଛି ସୁନା ଏବଂ ରୂପା ଦର । ଆଜି ପୁଣି ଭାରତୀୟ ବଜାରରେ ସୁନା ଏବଂ ରୂପା ଦର ବଢିଲା । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୧୧,୩୩୦…
ପ୍ରକୃତି କୋପରେ ଉତ୍ତରାଖଣ୍ଡ: ଚମୋଲିର ଦୁଇଟି ସ୍ଥାନରେ ବାଦଲ ଫାଟି ୬ ଘର ନଷ୍ଟ, ଅନେକ ନିଖୋଜ…
ଚମୋଲି: ଉତ୍ତରାଖଣ୍ଡରେ ବିପଦ ପରେ ବିପଦ ମାଡିଆସୁଛି । ବାଦଲ ଫଟା ବର୍ଷା ଦୁର୍ବିସହ କରିଛି ଜୀବନ । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ରାତିସାରା ପ୍ରବଳ ବର୍ଷା ପରେ, ଦୁଇଟି ସ୍ଥାନରେ ବାଦଲ…
ପାକିସ୍ତାନ ସହିତ ଭାରତକୁ ଏହି ତାଲିକାରେ ସାମିଲ କଲା ଆମେରିକା…
ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ୨୩ଟି ଦେଶକୁ ନିଶା ଚାଲାଣ ଏବଂ ଅବୈଧ ଉତ୍ପାଦନ ତାଲିକାରେ ସାମିଲ କରିଛନ୍ତି। ୫୦% ଶୁଳ୍କ ଲାଗୁ କରିବା ପରେ ଭାରତକୁ ଏବେ…
ଇସଲାମିକ ନାଟୋ, ଭାରତ ପାଇଁ କେତେ ବିପଦ?
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ରାଜନୈତିକ ଅସ୍ଥିରତା ତୀବ୍ର ହେଉଛି। ସମ୍ପ୍ରତି ଇସ୍ରାଏଲ ଦୋହା ଉପରେ ଏକ ବିମାନ ଆକ୍ରମଣ କରିବା ପରେ ଏବେ ମଧ୍ୟପ୍ରାଚ୍ୟରେ ଏକ ଆରବ ନାଟୋ ପାଇଁ ପୁନର୍ବାର…