Browsing Category
ଦେଶ- ବିଦେଶ
ଏବେ ହେଲିକପ୍ଟରରେ କେଦାରନାଥ ଯିବା ପାଇଁ ଦେବାକୁ ପଡିବ ୨ ଗୁଣା ଅଧିକ ଟଙ୍କା…
ଡେରାଡୁନ: ଏଥର ହେଲିକପ୍ଟରରେ କେଦାରନାଥ ଧାମକୁ ଯାତ୍ରା କରିବା ଶ୍ରଦ୍ଧାଳୁମାନଙ୍କୁ ମହଙ୍ଗା ପଡିବ । ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣ (UCADA) ହେଲିକପ୍ଟର ଭଡ଼ା ୪୯…
ପୁଣି ଭାରତ ଆଗରେ ନଇଁଲେ ଟ୍ରମ୍ପ, ଟାରିଫ ବିବାଦର ସମାଧାନ ପାଇଁ ଭରପୂର ଉଦ୍ୟମ
ନୂଆଦିଲ୍ଲୀ: ପୁଣି ଭାରତ ଆଗରେ ନଇଁଲେ ଟ୍ରମ୍ପ। ପୁଣି ଭାରତ ଏବଂ ଆମେରିକା ହେବେ ଘନିଷ୍ଠ ବନ୍ଧୁ। କାରଣ ଟାରିଫ ବିବାଦର ସମାଧାନ ପାଇଁ ଚାଲିଛି ଭରପୂର ଉଦ୍ୟମ। ଟ୍ରମ୍ପ କହିଛନ୍ତି, ବାଣିଜ୍ୟ…
୧୨ ରୁ ଅଧିକ ସ୍ଥାନରେ ଚଢାଉ…ଗିରଫ ହେଲା ISIS ଆତଙ୍କବାଦୀ
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଜଣେ ISIS ଆତଙ୍କବାଦୀଙ୍କୁ ଗିରଫ କରିଛି । ଯାହା ପରେ ଦେଶର ୧୨ ରୁ ଅଧିକ ସ୍ଥାନରେ ଚଢାଉ କରାଯାଇଛି। ସାରା ଦେଶରୁ ୮ ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି।…
ରାତିରେ କାଠମାଣ୍ଡୁକୁ କବଜା କଲା ସେନା, ତଥାପି ଥମୁନି ବିଦ୍ରୋହର ବହ୍ନି, ଏବେ କ’ଣ ଚାହୁଁଛନ୍ତି ନେପାଳ ଯୁବବର୍ଗ?
ନୂଆଦିଲ୍ଲୀ: ସୋସିଆଲ ମିଡିଆକୁ ବ୍ୟାନ ଏବଂ ଦୁର୍ନୀତି ଅଭିଯୋଗରେ ନେପାଳରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ଏକ ଭୟଙ୍କର ଏବଂ ବିପଜ୍ଜନକ ରୂପ ନେଇଛି । ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଇସ୍ତଫା…
ଦେଶର ନୂଆ ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନଙ୍କ ସୁରକ୍ଷା ବୃଦ୍ଧି, Z+ କଭର ସହିତ ସୁରକ୍ଷା ଦେବେ CRPF
ନୂଆଦିଲ୍ଲୀ: ବଢିଲା ଉପରାଷ୍ଟ୍ରପତିଙ୍କ ସୁରକ୍ଷା । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ‘Z+’ ବର୍ଗର କଭର ଅଧୀନରେ ଭାରତର ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱ ନେବାକୁ ପ୍ରସ୍ତୁତ ହୋଇଛି…
ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ, ‘ରାଧାକ୍ରିଷ୍ଣନ୍ ହିଁ ବିଜୟୀ’
ନୂଆଦିଲ୍ଲୀ: ଭାରତର ୧୭ ତମ ଉପରାଷ୍ଟ୍ରପତି ପାଇଁ ଏବେ ମତଦାନ ଆରମ୍ଭ ହୋଇଛି । ଦେଶର ୧୭ତମ ଉପରାଷ୍ଟ୍ରପତି ଚୟନ ପାଇଁ ଆଜି ସଂସଦ ଭବନରେ ଭୋଟ୍ ଗ୍ରହଣ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଦୁର୍ଗା ପୂଜା ପାଇଁ ଭାରତକୁ ଆସିବ ଇଲିସି, ୧୨୦୦ ଟନ୍ ମାଛ ରପ୍ତାନି କଲା ବାଂଲାଦେଶ
କୋଲକାତା: ଆଉ କେଇଟା ଦିନ ପରେ ଧରାବତରଣ କରିବେ ମାଆ ଦୁର୍ଗା। ଚାରିଆଡେ ଉତ୍ସବମୁଖର। ତେବେ ଶାରଦୀୟ ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧିଲାଭ କରିଥିବା ପଶ୍ଚିମବଙ୍ଗରେ ମା’ଙ୍କ ପୂଜାରେ ଲୋକେ ଭିନ୍ନ…
କାହିଁକି ଜଳୁଛି ନେପାଳ?
ନୂଆଦିଲ୍ଲୀ: ନେପାଳ ଯୁବକଙ୍କ କ୍ରୋଧରେ ଜଳୁଛି ନେପାଳ । ନେପାଳରେ ସରକାରଙ୍କ ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଯୁବକମାନେ ଶାନ୍ତ ହେଉନାହାଁନ୍ତି । ଅଧିକରୁ ଅଧିକ ହିଂସାତ୍ମକ ହେବାରେ…
କାହିଁକି ବିଜୟୀ ହେବେ ରାଧାକ୍ରିଷ୍ଣନ୍?
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଭୋଟ ଦେଇ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦେଶର ପରବର୍ତ୍ତୀ…
ହିଂସା ମଧ୍ୟରେ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି
କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲ ଓଲିଙ୍କୁ ପଦ ଛାଡିବାକୁ ପରାମର୍ଶ ଦେଇଥିଲେ।…