Browsing Category
ଦେଶ- ବିଦେଶ
ବିହାର ପାଇଁ ବିଜେପିର ସୁପର୍ ପ୍ଲାନ, ନିର୍ବାଚନ ଲଢ଼ିବେ ତିନି ସାଂସଦ
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୫ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏକ ବଡ଼ ରଣନୀତି କରିଛି। ଏହା ଏକ ଏମିତି ରଣନୀତି ଯେଉଁଥିରେ ଦଳ କେବଳ ସ୍ଥାନୀୟ ନେତାମାନଙ୍କ ଉପରେ…
ଭାରତୀୟ ବାୟୁସେନାର ୯୩ତମ ବାୟୁସେନା ଦିବସ; ଅପରେସନ ସିନ୍ଦୂରର ସାହସୀ ଯୋଦ୍ଧାମାନଙ୍କ ପ୍ରତି ଉତ୍ସର୍ଗ ହେବ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଅକ୍ଟୋବର ୮ ତାରିଖରେ ତାର ୯୩ତମ ବାୟୁସେନା ଦିବସ ପାଳନ କରିବ, ଯାହା ଅପରେସନ ସିନ୍ଦୂରର ବୀର ଯୋଦ୍ଧାମାନଙ୍କ ପ୍ରତି ଉତ୍ସର୍ଗୀକୃତ । ବୀରତ୍ୱର ଏହି ପରମ୍ପରାକୁ…
ପୋଷା କୁକୁରଙ୍କୁ ଭୁଲି ପାରୁ ନାହାନ୍ତି ଏହି ଅଟୋ ଡ୍ରାଇଭର…ଯାତ୍ରୀ ବି ହେଉଛନ୍ତି ଭାବପ୍ରବଣ
ବେଙ୍ଗାଲୁର: ବେଙ୍ଗାଲୁରର ଏକ ଅଟୋ ଡ୍ରାଇଭର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି । ସେ ତାଙ୍କ ପୋଷା କୁକୁରଙ୍କୁ ବେଶୀ ଭଲ ପାଉଥିଲେ । କୁକୁରଟି ମରିଯିବା ପରେ ସେ ତାର ଫଟୋ ଅଟୋରେ…
୩ ଦିନ ପାଇଁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ବନ୍ଦ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ: ପ୍ରବଳ ବର୍ଷା ଏବଂ ଖରାପ ପାଗ ଚେତାବନୀ ଯୋଗୁଁ ମାତା ବୈଷ୍ଣୋଦେବୀ ଯାତ୍ରାକୁ ତିନି ଦିନ ପାଇଁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ…
ପରିବେଶପ୍ରେମୀଙ୍କ ପାଇଁ ଖୁସୀ ଖବର, ଫେରୁଛନ୍ତି ରଙ୍ଗବେରଙ୍ଗର ପ୍ରଜାପତି
ନୂଆଦିଲ୍ଲୀ: ପରିବେଶକୁ ସମତୂଲ ରଖିବାରେ ପ୍ରଜାପତିଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ । ପଲିନେଶନ ପାଇଁ ପ୍ରଜାପତିଙ୍କ ଭୂମିକା ଜରୁରୀ । ଯେତେ ଅଧିକ ରଙ୍ଗ ବେରଙ୍ଗ ଓ ଆକୃତିର ପ୍ରଜାପତି…
ନଭେମ୍ବର ୨୨ ପୂର୍ବରୁ ହୋଇପାରେ ବିହାର ନିର୍ବାଚନ
ପାଟଣା: ବିହାର ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁଇ ଦିନିଆ ବିହାର ଗସ୍ତରେ ଥିବା ନିର୍ବାଚନ କମିଶନ ବିଭିନ୍ନ ରାଜନୈତିକ ଦଳଙ୍କ ସହ ବୈଠକ କରି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା…
ଭାରତୀୟ ବଂଶୋଦ୍ଭବ ମୋଟେଲ ମ୍ୟାନେଜରଙ୍କୁ ଗୁଳିମାଡ
ୱାଶିଂଟନ: ଆମେରିକାର ପେନସିଲଭାନିଆର ପିଟ୍ସବର୍ଗରେ ଜଣେ ଭାରତୀୟ-ଆମେରିକୀୟ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ୫୧ ବର୍ଷୀୟ ରାକେଶ ଏହାଗବାନ ବୋଲି ଜଣାପଡ଼ିଛି। ଯିଏକି ରବିନସନ୍…
ଟ୍ରମ୍ପଙ୍କ ବୋମାମାଡ଼ ବନ୍ଦ କରିବା ଆହ୍ୱାନର ମାତ୍ର ୬ ଘଣ୍ଟା ପରେ ଇସ୍ରାଏଲର ବିମାନ ଆକ୍ରମଣ, ଗାଜାରେ ୬ ମୃତ…
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୋମାମାଡ଼ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ଏବଂ ହମାସ ଶାନ୍ତି ପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିବାର କିଛି ଘଣ୍ଟା ପରେ ଇସ୍ରାଏଲ…
୨ ବର୍ଷରୁ କମ ବୟସର ପିଲାଙ୍କୁ କଫ୍ ସିରପ୍ ମନା
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଗତ କିଛି ଦିନ ମଧ୍ୟରେ କଫ୍ ସିରପ୍ ଯୋଗୁଁ ୧୨ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ପିଲାମାନେ ଗୋଟିଏ ପରେ ଗୋଟିଏ ମୃତ୍ୟୁବରଣ କରୁଥିବା…
ଗାଜାରେ ଶାନ୍ତି ଫେରାଇ ଆଣିବା ପାଇଁ ଟ୍ରମ୍ପଙ୍କ ପ୍ରୟାସକୁ ପ୍ରଶଂସା କଲେ ମୋଦି, ସୋସିଆଲ ମିଡିଆରେ କିଛି ଏପରି ଲେଖିଲେ…
ନୂଆଦିଲ୍ଲୀ: ଦୁଇ ବର୍ଷର ଯୁଦ୍ଧ ପରେ, ଗାଜାରେ ଶାନ୍ତି ପାଇଁ ଆଶା ବୃଦ୍ଧି ପାଇଛି। ହମାସ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୋଜନାର ଅନେକ ପ୍ରମୁଖ ସର୍ତ୍ତରେ ରାଜି ହୋଇଛି। ଏହି ସମୟରେ,…