Browsing Category

ଦେଶ- ବିଦେଶ

ଅଷ୍ଟ୍ରେଲିଆ ଏ ବିପକ୍ଷରେ ଖେଳିବାକୁ ଚାହୁଁ ନାହାନ୍ତ କିି କୋହଲି !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଦୁଇ ସିନିୟର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଦୀର୍ଘ ସମୟ ହେବ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି । ଉଭୟ ଖେଳାଳି ଟି୨୦ ଓ ଟେଷ୍ଟରୁ ଅବସର ଘୋଷଣା…

ମୃତ୍ଯୁ ପରର ଜୀବନ ! ତାଜୁବ କଲା ଭଳି ଏହି ମହିଳାଙ୍କ ସତ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଭୁବନେଶ୍ୱର: ମୃତ୍ୟୁ ପରେ କିଏ ବଞ୍ଚେ? ଏହା କେବଳ ଫିଲ୍ମର କାହାଣୀରେ ଘଟିଥାଏ। ମାତ୍ର ବାସ୍ତବ ଜୀବନରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ଘଟିଛି। ତାହା ପୁଣି ଥରେ ନୁହଁ ୨ ଥର। ସେ ମରି କି…

ହନୁମାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହେଲେ ଆମେରିକା ନେତା

ଓ୍ବାଶିଂଟନ୍: ଆମେରିକାର ଟେକ୍ସାସ ରାଜ୍ୟରେ ରିପବ୍ଲିକାନ ନେତା ଆଲେକଜାଣ୍ଡାର ଡଙ୍କନ ହନୁମାନଙ୍କ ବିଷୟରେ ଏକ ବୟାନ ଦେଇ ବିବାଦରେ ଫଶିଛନ୍ତି । ଏଥିସହିତ ଆମେରିକା ଏକ ଖ୍ରୀଷ୍ଟିଆନ୍‌ ରାଷ୍ଟ୍ର…

ଟାଇଫୁନ୍ ରାଗାସା’ର ଭୟଙ୍କର ତାଣ୍ଡବ; ତାଇୱାନରେ ୧୪ ଜଣଙ୍କ ମୃତ୍ୟୁ, ହଂକଂରୁ ଚୀନ୍ ଯାଏ ଆଲର୍ଟ

ନୂଆଦିଲ୍ଲୀ: ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ତାଣ୍ଡବ ରଚାଇଲା ସାମୁଦ୍ରିକ ଝଡ଼ ରାଗାସା। ଦକ୍ଷିଣପୂର୍ବ ଏସିଆରେ ପ୍ରକୃତିର ଭୟଙ୍କର ତାଣ୍ଡବ। ସୁପର ଟାଇଫୁନ୍‌ ‘ରାଗାସା’ ପ୍ରଭାବରେ ତାଇୱାନର…

ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ସହ ସିଧାସଳଖ ଆଲୋଚନା କରିବାକୁ ମନା କଲେ ଖାମେନେଇ

ନୂଆଦିଲ୍ଲୀ: ମଙ୍ଗଳବାର ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇ ତାଙ୍କ ଦେଶର ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ସହିତ ସିଧାସଳଖ ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଇରାନ…

ନାବାଳକର ଦୁଃସାହାସ! ବିମାନ ଚକରେ ବସି କାବୁଲରୁ ଆସିଲା ଭାରତ

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ଅନେକ ଥର ବିମାନରେ ଯାତ୍ରା କରିଥିବେ। କିନ୍ତୁ ଆପଣ କେବେ ବିମାନର ଚକରେ କୌଣସି ବ୍ୟକ୍ତିଙ୍କୁ ବସି ଯାତ୍ରା କରୁଥିବା ଦେଖିଛନ୍ତି କି ? ଯଦିଓ ଜଣେ ବ୍ୟକ୍ତି…

ଆପଣ ଦିନକୁ କେତେ ଷ୍ଟେପ ଚାଲୁଛନ୍ତି ? ସ୍ମାର୍ଟଫୋନ କେମିତି କରିଥାଏ ଗଣନା

ଭୁବନେଶ୍ୱର: ଆଜିକାଲି ସ୍ମାର୍ଟଫୋନ୍‌ଗୁଡ଼ିକରେ ଅନେକ ନୂଆ ଫିଚର୍‌ ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୁବିଧା ମଧ୍ୟ ଉପଲବ୍ଧ ହେଉଛି। ଏହା ମଧ୍ୟରୁ ଗୋଟିଏ ଜନପ୍ରିୟ ଫିଚର୍‌ ହେଉଛି ଷ୍ଟେପ୍‌…

୨୪ ବର୍ଷରେ ମୋଦି ଗୋଟିଏ ବି ଛୁଟି ନେଇନାହାଁନ୍ତି: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭାରତର ବୈଦେଶିକ ନୀତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ବୈଦେଶିକ…

ଆମେ ଟ୍ରମ୍ପଙ୍କୁ ଧନ୍ୟବାଦ ଦେବା ଉଚିତ.. IIT ମଦ୍ରାସର ନିର୍ଦ୍ଦେଶକ H-1B ଭିଜା ଫି ବୃଦ୍ଧି ଉପରେ ଏପରି କାହିଁକି…

ଆମେ ଟ୍ରମ୍ପଙ୍କୁ ଧନ୍ୟବାଦ ଦେବା ଉଚିତ.. IIT ମଦ୍ରାସର ନିର୍ଦ୍ଦେଶକ H-1B ଭିଜା ଫି ବୃଦ୍ଧି ଉପରେ ଏପରି କାହିଁକି କହିଲେ? ଦେଶ ବିଦେଶମୁଖ୍ୟ ଖବର By ଓଡ଼ିଶା ସମ୍ବାଦ ବ୍ୟୁରୋ On Sep…

‘POK ଆପେ ଆପେ ଭାରତକୁ ଆସିବ’, ମରକ୍କୋ ମାଟିରୁ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ପ୍ରତିରକ୍ଷା ମନ୍ତ୍ରୀ…

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଇ ଦିନିଆ ମରକ୍କୋ ଗସ୍ତରେ ଅଛନ୍ତି। ଏହା ଜଣେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଥମ ମରକ୍କୋ ଗସ୍ତ। ରାଜନାଥ ସିଂହ ମରକ୍କୋରେ…