Browsing Category
ଦେଶ- ବିଦେଶ
ଆମେରିକା ସହ ଶୁଳ୍କ ବିବାଦ ମଧ୍ୟରେ..ଭାରତ- ଇସ୍ରାଏଲ ସ୍ୱାକ୍ଷର କରିବେ ମୁକ୍ତ ବାଣିଜ୍ୟ ଚୁକ୍ତି !
ନୂଆଦିଲ୍ଲୀ:ଆମେରିକା ସହିତ ଚାଲିଥିବା ଶୁଳ୍କ ବିବାଦ ମଧ୍ୟରେ ଭାରତ ଏବଂ ଇସ୍ରାଏଲ ଏହି ସପ୍ତାହରେ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତି (bilateral investment treaty-BIT) ସ୍ୱାକ୍ଷର କରିବାର…
ବିବାଦ ଭିତରେ ଟ୍ରମ୍ପଙ୍କ ସ୍ୱର ନରମିଲା, ତୁଟିଲା କି ଭାରତ-ଆମେରିକା ବିବାଦ?
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ବଦଳିଛି। ଭାରତ ଉପରେ ଟାରିଫ ଲଗାଇବା ପରେ ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ବନ୍ଧୁ ବୋଲି କହୁଛନ୍ତି। ସେ…
ଫେସବୁକ ଓ ୟୁଟ୍ୟୁବ ସମେତ ଏହି ୨୪ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ବ୍ୟାନ ଲଗାଇବେ ନେପାଳ ସରକାର..
ନୂଆଦିଲ୍ଲୀ: ନେପାଳ ସରକାର ଘୋଷଣା କରିଛନ୍ତି ଯେ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଦେଶରେ ଆନୁଷ୍ଠାନିକ ଭାବରେ ପଞ୍ଜିକରଣ କରିବା ପାଇଁ ସ୍ଥାନୀୟ ନିୟମ ପାଳନ କରୁନଥିବାରୁ ସେମାନେ ଏହାକୁ…
କାନ୍ଦୁଛି ଉତ୍ତର ଭାରତ; ବନ୍ୟା ପ୍ରଭାବିତ ରାଜ୍ୟ ଗସ୍ତ କରି ପରିସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି….
ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ବନ୍ୟା ଭୟଙ୍କର କ୍ଷୟକ୍ଷତି ଘଟାଇଛି । ବିଶେଷ କରି ଉତ୍ତର ଭାରତ ଏବେ ପ୍ରକୃତିର ତାଣ୍ଡବରେ ବେହାଲ ହୋଇଛି । ଯାହାକୁ ନେଇ କୁହାଯାଉଛି ଏବେ ପ୍ରଧାନମନ୍ତ୍ରୀ…
ପଞ୍ଜାବ ବନ୍ୟା ବିତ୍ପାତରେ ମନ ଜିଣିଲେ ଅଭିନେତା: ଅକ୍ଷୟଙ୍କ ଠାରୁ ଦିଲଜିତଙ୍କ ପର୍ଯ୍ୟନ୍ତ ବଢାଇଲେ ସାହାଯ୍ୟର ହାତ…..
ନୂଆଦିଲ୍ଲୀ: ବର୍ଷା ଏବଂ ବନ୍ୟା ବିତ୍ପାତରେ ଏବେ ବେହାଲ ଉତ୍ତର ଭାରତ । ବେଶୀ ପ୍ରଭାବିତ ହୋଇଛି ଭାରତର ପଞ୍ଜାବ ପ୍ରଦେଶ । ପଞ୍ଜାବରେ ବନ୍ୟା ହଜାର ହଜାର ଲୋକଙ୍କ ଜୀବନରେ ବିପର୍ଯ୍ୟୟ ଆଣିଛି।…
ଆମେରିକାର ବଡ଼ ପଦକ୍ଷେପ, ପେଣ୍ଟାଗନ ଏବେ ‘ଡିପାର୍ଟମେଣ୍ଟ ଅଫ୍ ଓ୍ବାର୍’, ସ୍ବାକ୍ଷର କଲେ ଟ୍ରମ୍ପ୍…..
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ବିଭାଗର ପେଣ୍ଟାଗନର ନାମ ପରିବର୍ତ୍ତନ କରି ‘ଡିପାର୍ଟମେଣ୍ଟ ଅଫ୍ ଓ୍ବାର୍(ଯୁଦ୍ଧ ବିଭାଗ)’ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ…
ଶୁଳ୍କ ଯୁଦ୍ଧ ମଧ୍ୟରେ ଆମେରିକା ସହିତ ଏକ ବଡ଼ ଚୁକ୍ତି, ୨୦୨୭ରେ ପ୍ରଥମ ଉଡ଼ାଣ କରିବ ତେଜସ୍ ଏମକେ-୨
ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କକୁ ନେଇ ଜାରି ଉତ୍ତେଜନା ମଧ୍ୟରେ ମଧ୍ୟ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗୀତା ଆଗକୁ ବଢ଼ୁଛି । HALର ସରକାରୀ ସୂତ୍ର ଅନୁସାରେ, ସରକାରୀ…
୫୦୦ରୁ ଅଧିକ ଥର ହୋଇଥିଲେ ରିଜେକ୍ଟ, ଏବେ ଘରେ ବସି ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୨୩ ବର୍ଷୀୟ ଯୁବକ
ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତର ଏକ ଛୋଟ ସହରରୁ ଆସିଥିବା ୨୩ ବର୍ଷୀୟ ଯୁବକ ନିଜର ଅକ୍ଲାନ୍ତ ପରିଶ୍ରମ ଓ ଉତ୍ସାହ ବଳରେ କ୍ୟାରିଅରରେ ଏକ ଅସାଧାରଣ ମାଇଲଷ୍ଟୋନ୍ ହାସଲ କରିଛନ୍ତି। କମ୍ପ୍ୟୁଟର…
ଉପ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବଡ଼ ହଲଚଲ, ଦିଲ୍ଲୀରେ ଚାଲିଛି କସରତ
ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଉପ ରାଷ୍ଟ୍ରପତି ନିର୍ବାଚନ। ସେଥିପାଇଁ ଜୋର୍ଦାର ଲାଗି ପଡ଼ିଛନ୍ତି ଶାସକ ଓ ବିରୋଧୀ । ସିପି ରାଧାକ୍ରିଷ୍ଣନ୍ଙ୍କୁ ଜିତାଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି…
୧୫୦ ବର୍ଷ ବଞ୍ଚିବ ମଣିଷ?, ପୁଟିନ ଏବଂ ଜିନପିଙ୍ଗ ହେଉଥିଲେ କଥା….କଏଦ୍ କଲା ହଟ୍ ମାଇକ୍….
ନୂଆଦିଲ୍ଲୀ: ବୁଧବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କାନ୍ଧରେ କାନ୍ଧ ମିଶାଇ ଚାଲିବା ସମୟରେ, ଏକ ହଟ୍ ମାଇକ୍ ସେମାନଙ୍କୁ ଅଙ୍ଗ ପ୍ରତିରୋପଣ ଏବଂ…