Browsing Category
ଦେଶ- ବିଦେଶ
କର୍ମଚାରୀଙ୍କ ଛୁଟିକୁ ନେଇ ବଡ଼ ଘୋଷଣା, ପ୍ରାଇଭେଟ ଚାକିରିଆ ଶୁଣିଲେ ତାଜୁବ ହୋଇଯିବେ
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ପାଇଁ ସ୍ୱତନ୍ତ୍ର ଛୁଟି ମିଳିବ କି? ଏହି ପ୍ରଶ୍ନ ଏବେ ସଂସଦରେ ଉଠିଛି ଏବଂ କର୍ମଚାରୀମାନଙ୍କ ମନରେ…
କିଏ ହ୍ୟାକ କରିଛି କି ଆପଣଙ୍କ WhatsApp ? ଜାଣନ୍ତୁ କେମିତି ଜାଣିବେ
ଆଜିର ଦ୍ରୁତଗତିର ଡିଜିଟାଲ ଦୁନିଆରେ WhatsApp ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ, ଡିଭାଇସ-ଲେଭେଲ ପ୍ରୋଟେକସନ ଏବଂ ଗୋପନୀୟତା-ପ୍ରଥମ ନୀତି ଭଳି ସୁବିଧା ଦେଇ ନିଜ ବ୍ୟବହାରକାରୀଙ୍କୁ…
‘ଭାରତ ଉପରେ ଅଧିକ ଟାରିଫ୍ ଲଗାଇବି’,ଋଷରୁ ତେଲ କିଣିବା ନେଇ ପୁଣି ଧମକ ଦେଲେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ଟାରିଫ୍ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ଋଷରୁ ‘ପ୍ରଚୁର ପରିମାଣରେ’ ତେଲ…
୨ଟି ଭୋଟର କାର୍ଡ ରଖିବା ପ୍ରସଙ୍ଗ: ତେଜସ୍ୱୀ ଯାଦବଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ, ମାଗିଲେ ଜବାବ…
ପାଟନା: ଅଡୁଆରେ ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ । ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହେଲା ନୋଟିସ । ନିର୍ବାଚନ କମିଶନ ତେଜସ୍ୱୀ ଯାଦବଙ୍କୁ ଚିଠି ଲେଖି ସାମ୍ବାଦିକ ସମ୍ମିଳନୀରେ…
ଏହି କାରଣରୁ ବାତିଲ ହେଲା ସିଙ୍ଗାପୁର-ଚେନ୍ନାଇ ଏୟାର ଇଣ୍ଡିଆ ବିମାନ
ନୂଆଦିଲ୍ଲୀ: ସିଙ୍ଗାପୁରରୁ ଚେନ୍ନାଇକୁ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏ ଆଇ ୩୪୯ରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ରବିବାର ଦିନ ଏହାକୁ ବାତିଲ କରାଯାଇଛି। ତେବେ ଏହି ବିମାନଟି ଏୟାରବସ୍ ଏ ୩୨୧…
ଅଷ୍ଟ୍ରେଲିଆରେ ପ୍ରତି ୫ଜଣ ଯୁବବର୍ଗଙ୍କ ମଧ୍ୟରୁ ୨ଜଣ ଏକଲାପଣର ଶିକାର; ଜାଣନ୍ତୁ ଏହା କେତେ ବିପଦପୂର୍ଣ୍ଣ
ନୂଆଦିଲ୍ଲୀ:ଅଷ୍ଟ୍ରେଲିଆ ଯୁବକମାନଙ୍କ ମଧ୍ୟରେ ଏକଲାପଣକୁ ନେଇ ଏକ ନୂତନ ରିପୋର୍ଟରୁ ଜଣାପଡିଛି ଯେ ୧୫ ରୁ ୨୫ ବର୍ଷ ବୟସର ୪୩ ପ୍ରତିଶତ ଲୋକ, ଅର୍ଥାତ୍ ୫ ଜଣ ଯୁବକଙ୍କ ମଧ୍ୟରୁ ୨ ଜଣ ଏକାକୀ…
ନିର୍ଲୋଜ ଆମେରିକା: ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦର ଶ୍ରେୟ ଟ୍ରମ୍ପ କହି ନୋବେଲେ ଦାବି କଲା ହ୍ୱାଇଟ୍ ହାଉସ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ-ପାକିସ୍ତାନ ଯୁଦ୍ଧବିରତି ଦାବିକୁ ଭାରତ ଖାରଜ କରିଛି। ଏହାପରେ ବି ହ୍ୱାଇଟ ହାଉସ ଦାବି କରିଛି, ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର…
ଆୟକର ରିଟର୍ଣ୍ଣ ଦାଖଲ କରିବା ହେଲା ସହଜ, ଏବେ ଅନଲାଇନରେ ଉପଲବ୍ଧ ହେବ ITR 3 ଫର୍ମ…
ନୂଆଦିଲ୍ଲୀ:ଏବେ ଆପଣ ଆୟକର ପୋର୍ଟାଲ୍ ମାଧ୍ୟମରେ ITR-3 ଫାଇଲ୍ କରିପାରିବେ। ଆୟକର ବିଭାଗ ITR-3 ଫର୍ମ ଅନଲାଇନ୍ ଫାଇଲ୍ କରିବାର ସୁବିଧା ଆରମ୍ଭ କରିଛି। ଆଜି ୩୦ ଜୁଲାଇରେ, ଆୟକର ବିଭାଗ ଏହା…
ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା
ନୂଆଦିଲ୍ଲୀ: ପିଏମ୍ କିଷାନର ୨୦ତମ କିସ୍ତି ଅଗଷ୍ଟ ୨ରେ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨, ୨୦୨୫ରେ ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟକୁ ମୋଟ ୨୦,୫୦୦ କୋଟି ଟଙ୍କା ସ୍ଥାନାନ୍ତର…
ଅସ୍ଥାୟୀ ଭାବେ ଅମରନାଥ ଯାତ୍ରା ସ୍ଥଗିତ
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ କର୍ତ୍ତୃପକ୍ଷ ବୁଧବାର ପହଲଗାମ ଏବଂ ବାଲତାଲ ଉଭୟ ରୁଟରେ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିଛନ୍ତି। ଖରାପ ପାଗ ଯୋଗୁଁ ଗୁରୁବାର ମଧ୍ୟ ଜମ୍ମୁରେ…