Browsing Category
ଦେଶ- ବିଦେଶ
ବାଲାଘାଟରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୪ ନକ୍ସଲ ନିହତ
ଭୋପାଳ: ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ସୁରକ୍ଷା ବାହିନୀ ଏକ ବଡ଼ ଅପରେସନ୍ ଚଳାଇଛନ୍ତି। ମଧ୍ୟପ୍ରଦେଶରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର। ବାଲାଘାଟ ଜିଲ୍ଲାର ପଚମା ଦାଦର ଜଙ୍ଗଲରେ କମ୍ବିଂ…
ସକାଳେ ବିଜ୍ଞାପନ, ଅପରାହ୍ଣରେ ଦୁର୍ଘଟଣା: ଚର୍ଚ୍ଚାରେ ଖବରକାଗଜ ଫ୍ରଣ୍ଟପେଜ୍…
ଅହମ୍ମଦାବାଦ: ଅହମ୍ମଦାବାଦ ଦୁର୍ଘଟଣା ଭିତରେ ଚର୍ଚ୍ଚାରେ ଗୁଜୁରାଟ ଖବରକାଗଜର ଫ୍ରଣ୍ଟ୍ ପେଜ୍ । ସକାଳେ ବିଜ୍ଞାପନରେ ଦିଆଯାଇଥିବା ଦୃଶ୍ୟ, ଅପରାହ୍ଣରେ ସତରେ ପରିଣତ ହେଲା । ଗୁରୁବାର ଦିନ ଏୟାର…
କେମିତି ବଞ୍ଚିଲେ ବିଶ୍ବାସ….କହିଲେ ସେ ଛାତିଥରା କାହାଣୀ
ଅହମ୍ମଦାବାଦ: କଥାରେ ଅଛି, ରଖିଲେ ହରି, ମାରିବ କିଏ?, ଏହି ଉକ୍ତିଟି ବିଶ୍ବାସ କୁମାର ରମେଶଙ୍କ ପାଇଁ ଆଜି ସତ ହୋଇଯାଇଛି । ଏତେ ବଡ ଦୁର୍ଘଟଣା, ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ,…
‘କିଏ ଜାଣେ କେବେ କାହାର ଶେଷ ଯାତ୍ରା ହେବ’: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଭାବୁକ ହେଲେ ଅନୁପମ
ମୁମ୍ବାଇ: ଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆ ଡ୍ରିମଲାଇନର ଦୁର୍ଘଟଣାରେ ବରିଷ୍ଠ ଅଭିନେତା ଅନୁପମ ଖେର ଦୁଃଖ ପ୍ରକାଶ କରିଛନ୍ତି । ଯେଉଁଥିରେ ୨୬୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ଶୋକସନ୍ତପ୍ତ…
ଇସ୍ରାଏଲ ଟାର୍ଗେଟରେ ଇରାନର ପରମାଣୁ ବୈଜ୍ଞାନିକ
ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ କରିଛି ଆକ୍ରମଣ । ଏହା ଆଗକୁ କରାଳ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଇରାନର ପରମାଣୁ ଅଭିଯାନକୁ ଦୁର୍ବଳ କରିବା ପାଇଁ ଇସ୍ରାଏଲର ଗୋଇନ୍ଦା ସଂସ୍ଥା ଓ…
ଭାଗ୍ୟ ହେବ ଏମିତି; ୧୦ ମିନିଟ୍ ବିଳମ୍ବ ଯୋଗୁଁ ଫ୍ଲାଇଟ୍ ହେଲା ମିସ୍, ବଞ୍ଚିଗଲା ଜୀବନ
ଗୁଜୁରାଟ: ବେଳେବେଳେ ଆମ ଜୀବନରେ ଏପରି ଘଟେ, ଆମେ ସେହି ସମୟରେ ବୁଝି ପାରିନଥାଉ କାହିଁକି ଏମିତି ଘଟିଲା ଆଉ ନିଜ ଭାଗ୍ୟକୁ ଗାଳି ଦେଇଥାଉ । କିନ୍ତୁ ପରେ ଅନୁଭବ ହୁଏ ଭାଗ୍ୟ ବଳବାନ୍ ଥିଲା ଓ ଆମେ…
ପୁଣି ହସିନାକୁ ନେଇ ଚଢିଲା ୟୁନୁସଙ୍କ ପାରା: ସିଧା ମୋଦିଙ୍କୁ ସମାଲୋଚନା କଲେ…..
ନୂଆଦିଲ୍ଲୀ: ନିଜ ଆଡୁ ଭାରତ ସହ ସଂପର୍କ ଭଲ କରିବାକୁ ଚାହୁଁଥିବା ୟୁନୁସ, ଏବେ ପୁଣି ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାକୁ ନେଇ ଭାରତକୁ ସମାଲୋଚନା କରିଛନ୍ତି । ବାଂଲାଦେଶର…
AI-171 ବିମାନ ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ, ସେପଟେ ବ୍ରିଟିଶ ଦୂତାବାସ ପ୍ରତିକ୍ରିୟାରେ କହିଛି…
ଗୁଜୁରାଟ : ଗୁରୁବାର ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ହୋଇଛି । ଅହମ୍ମଦାବାଦରେ ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର AI-171 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି…
ଟ୍ରମ୍ପ-ମସ୍କ ପ୍ୟାଚଅପ୍…ପଛର ଅସଲ କାରଣ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କଙ୍କ ମଧ୍ୟରେ ବିବାଦର ସମାଧାନ ନେଇ ସଂକେତ ମିଳିଛି। ଟ୍ରମ୍ପଙ୍କୁ ନେଇ ଦେଇଥିବା ବୟାନ ନେଇ ସାର୍ବଜନୀନ ଭାବେ…
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ତୁରନ୍ତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
ଅହମଦାବାଦ: ଗୁଜୁରାଟ ରାଜଧାନୀ ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୋଟ ୨୪୨ ଜଣ ଯାତ୍ରୀ ବିମାନରେ ଥିଲେ । ବର୍ତ୍ତମାନ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି…