Browsing Category
ଦେଶ- ବିଦେଶ
ପୁଣି ହେବ କି ଯୁଦ୍ଧ? ଭାରତୀୟ ନୌସେନା ଆରମ୍ଭ କଲା ପ୍ରସ୍ତୁତି
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଏତେ ଭୟଭୀତ ଥିଲା ଯେ ଏଥର ଭାରତୀୟ ନୌସେନା ପକ୍ଷରୁ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରୁଥିଲା। ଭାରତୀୟ ନୌସେନା ତା’ର କ୍ୟାରିଅର ବ୍ୟାଟଲ୍…
କେନ୍ଦ୍ରର ନିର୍ଦ୍ଦେଶ; କାଲି ସୀମାବର୍ତ୍ତୀ ୪ ରାଜ୍ୟରେ ହେବ ମକଡ୍ରିଲ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ୪ଟି ରାଜ୍ୟରେ ପୁଣି ଥରେ ମକ୍ ଡ୍ରିଲ୍ ଘୋଷଣା କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ୨୯ ମେରେ ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ଏବଂ…
୨୧ ହାଇକୋର୍ଟ ବିଚାରପତିଙ୍କ ବଦଳି ସୁପାରିସ୍, ଓଡ଼ିଶା ହାଇକୋର୍ଟକୁ ଆସିବେ ଜଷ୍ଟିସ୍ ମାନସ ରଞ୍ଜନ ପାଠକ୍
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୨୧ ହାଇକୋର୍ଟ ବିଚାରପତିଙ୍କ ବଦଳି ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସୁପାରିସ କରିଛନ୍ତି। ସୋମବାର ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। କଲେଜିୟମର…
ବାଂଲାଦେଶରେ ଯୁଦ୍ଧ ପରି ସ୍ଥିତି !
ନୂଆଦିଲ୍ଲୀ: ବାଂଲାଦେଶରେ ଶୀଘ୍ର କ୍ଷମତା ପରିବର୍ତ୍ତନ ! ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ସେନା ମୁଖ୍ୟ ଜେନେରାଲ ବକାର ଉଜ ଜମାନ ! ଅନ୍ତରୀଣ ସରକାରଙ୍କ ପାଇଁ ବଢୁଛି ଅଡୁଆ। ମୁଖ୍ୟ…
ଭାରତର ଏକ ମାତ୍ରା ଏହି ରାଜ୍ୟ ଯେଉଁଠି ଦେବାକୁ ପଡେନି କୌଣସି ଟିକସ
ଗ୍ୟାଙ୍ଗଟକ: ଭାରତରେ, ଭଲ ପ୍ୟାକେଜ ସହିତ ଚାକିରି ଏବଂ ବ୍ୟବସାୟ କରୁଥିବା ଲୋକମାନେ ସର୍ବଦା ଅଭିଯୋଗ କରନ୍ତି ଯେ ସେମାନଙ୍କୁ ସେମାନଙ୍କ ରୋଜଗାରର ଏକ ବଡ଼ ଅଂଶ ସରକାରଙ୍କୁ ଟିକସ ଆକାରରେ ଦେବାକୁ…
ଯଦି ୱାକଫ୍ ଇସଲାମର ବାଧ୍ୟତାମୂଳକ ଅଂଶ ନୁହେଁ ତେବେ ମୁସଲମାନମାନଙ୍କର ମୌଳିକ ନୀତି କ’ଣ?
ନୂଆଦିଲ୍ଲୀ: ୱାକଫ୍ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରେ ଚାଲିଛି ଯୁକ୍ତି। କେନ୍ଦ୍ରର ମୋଦି ସରକାର ୱାକଫ ଆଇନ ସପକ୍ଷରେ ନିଜର ମତାମତ ରଖୁଥିବାବେଳେ, ଆବେଦନକାରୀମାନେ ଏହା ବିରୁଦ୍ଧରେ ଯୁକ୍ତି…
ବାଂଲାଦେଶରେ ହେବାକୁ ଯାଉଛି ବଡ଼ ହଲଚଲ୍ !
ନୂଆଦିଲ୍ଲୀ: ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ବକାର ଉଜ୍ ଜମା ଓ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମୋହମ୍ମଦ ୟୁନୁସଙ୍କ ମଧ୍ୟରେ ମତଭେଦ ସାମନାକୁ ଆସିଛି । ଦେଶରେ ଯଥାଶୀଘ୍ର ସାଧାରଣ…
ସିନ୍ଦୂର, ମୋଦି, ଆତଙ୍କୀ ଆକ୍ରମଣ…କାନ୍ସରେ ଚମକାଇଲା ଏମିତି ଫ୍ୟାସନ୍!
ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲ, କେବଳ ବିଶ୍ୱ ସିନେମାର ଏକ ପ୍ରମୁଖ ଉତ୍ସବ ନୁହେଁ, ବରଂ ଶୋ-ଷ୍ଟପିଂ ଫ୍ୟାଶନ ପାଇଁ ମଧ୍ୟ ଏକ ପ୍ରମୁଖ ମଞ୍ଚ । ସବୁ ବର୍ଷ କାନ୍ସରେ କିଛି ନା କିଛି ଭିନ୍ନ…
ରାଜସ୍ଥାନର ବିକାନେରରେ ୨୬,୦୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ବିକାନେରରେ ୨୬,୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ୧୮ଟି ରାଜ୍ୟ ଏବଂ…
ମଦ, ଔଷଧରେ ବେଶୀ ଖର୍ଚ୍ଚ କରୁଛନ୍ତି ଭାରତୀୟ
ନୂଆଦିଲ୍ଲୀ: ଭାରତୀୟମାନେ ଔଷଧ ଏବଂ ମଦରେ ବେଶୀ ଅର୍ଥ ଖର୍ଚ୍ଚ କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆର୍ଥୀକ ବର୍ଷ ୨୦୨୪ରେ ଏ ନେଇ ସରକାରଙ୍କ ପକ୍ଷରୁ ଏକ ତାଲିକା ଜାରୀ କରାଯାଇଛି । ୧୨…