Browsing Category

ଦେଶ- ବିଦେଶ

ବିଶ୍ୱରେ ପ୍ରଥମ: ମାରାଥନରେ ମଣିଷ ସହିତ ଦୌଡୁଛି ରୋବୋଟ୍ , ଜାଣନ୍ତୁ କିଏ ଜିତିଲା ରେସ୍

ନୂଆଦିଲ୍ଲୀ: ବିଶ୍ୱରେ ପ୍ରଥମଥର ପାଇଁ ଏପରି ଦୌଡ଼ ଚୀନ୍‌ରେ ଦେଖିବାକୁ ମିଳିଛି; ଯେଉଁଥିରେ ମଣିଷ ସହିତ ରୋବୋଟମାନଙ୍କୁ ମଧ୍ୟ ଦୌଡୁଥିବାର ଦେଖାଯାଇଥିଲା। ଶନିବାର ଦିନ ଚୀନ୍ ବିଶ୍ୱର ପ୍ରଥମ…

ପୁଣି ଭାରତକୁ ଆସିବ ୮ ଚିତା; ଆସନ୍ତା ମେ’ରେ ପ୍ରଥମ ପର୍ଯ୍ୟାୟରେ ଆସିବେ ୪

ଭୋପାଳ: ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକାର ବୋତସୱାନାରୁ ଆଠଟି ଚିତା ଦୁଇଟି ପର୍ଯ୍ୟାୟରେ ଭାରତର ମଧ୍ୟପ୍ରଦେଶକୁ ଅଣାଯିବ। ମେ ମାସରେ ଚାରୋଟି ଚିତାବାଘ ଆସିବ, ତା’ପରେ ଆଉ ଚାରୋଟି ଚିତାବାଘ…

ଭୂସ୍ଖଳନରେ ୩ ମୃତ, ୧୦୦ ଉଦ୍ଧାର ;ଜାତୀୟ ରାଜପଥ ବନ୍ଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରାମବନ ଅଞ୍ଚଳରେ କୁଆପଥର ବର୍ଷା ସହ ଭୂସ୍ଖଳନ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ୧୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ…

ମେ’ ୨ରେ ଖୋଲିବ ବାବା କେଦାରନାଥଙ୍କ ମନ୍ଦିର ଦ୍ବାର

ଡେରାଡୁନ: ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଏକ ଟିମ୍ ଶ୍ରୀ କେଦାରନାଥ ଧାମରେ ​​ପହଞ୍ଚିଛନ୍ତି । ଏହି କମିଟିର ଜଣେ ମୁଖପାତ୍ର କହିଛନ୍ତି ଯେ ଶ୍ରୀ କେଦାରନାଥ ଧାମର ଦ୍ୱାରଗୁଡ଼ିକ ମେ ୨…

ଆସିଗଲା ପିଏମ ମୋଦୀ ଏସି ଯୋଜନା, ଏଥିରେ ମିଳୁଛି ଜବରଦସ୍ତ ଫାଇଦା

ଭୁବନେଶ୍ୱର:  ଏପ୍ରିଲରୁ ଓଡ଼ିଶା ସମେତ ପୂରା ଭାରତରେ ତାତି ରେକର୍ଡ ଭାଙ୍ଗୁଛି। ଗରମ ଯେତେ ବଢ଼ୁଛି, ଏୟାର କଣ୍ଡିସନର (ଏସି) ବିକ୍ରି ମଧ୍ୟ ସେତେ ବଢ଼ିବାରେ ଲାଗିଛି। ଏକ ରିପୋର୍ଟ ଅନୁସାରେ,…

ଗୁଗୁଲ୍ ସର୍ଚ୍ଚର URL ପରିବର୍ତ୍ତନ ହେଉଛି କି? ୟୁଜର୍ସଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ..

ନୂଆଦିଲ୍ଲୀ: ବ୍ରାଉଜିଂ ଏବଂ ସର୍ଚ୍ଚ ଇଞ୍ଜିନଗୁଡ଼ିକୁ ଉନ୍ନତ କରିବା ପାଇଁ କମ୍ପାନୀଗୁଡ଼ିକ ସମୟ ସମୟରେ ସେମାନଙ୍କର ନିୟମଗୁଡ଼ିକୁ ଅପଡେଟ୍ କରିଚାଲିଛନ୍ତି । ଏକ ବଡ଼ ଟେକ୍ କମ୍ପାନୀ ଘୋଷଣା…

ନକ୍ସଲମୁକ୍ତ ପଞ୍ଚାୟତକୁ ମିଳିବ କୋଟିଏ ଟଙ୍କା

ନୂଆଦିଲ୍ଲୀ:ଓଡିଶା ସୀମାନ୍ତ ଛତିଶଗଡ ସରକାର ନକ୍ସଲ ଅଭିଯାନ ଆରମ୍ଭ କରିଛନ୍ତି । ଏବେ ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଓ ଆବାସ ଗୃହ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ଭାରତରେ ଅବସ୍ଥାପିତ ସ୍ପେନର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।…

ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ଟପ ମାଓନେତା ହିଡ଼ମାର ବଙ୍କର ଠାବ

ବିଜାପୁର: ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା। ଛତିଶଗଡ଼ର ବିଜାପୁରରେ ଟପ୍ ମାଓନେତା ହିଡ଼ମାର ବଙ୍କର ଠାବ। ବିଜାପୁରରେ ଟପ ମାଓନେତା ହିଡ଼ମାର କଂକ୍ରିଟ ଓ ଇଟାରେ ନିର୍ମିତ ବଙ୍କରକୁ ଖୋଜି ବାହାର…

ରାଷ୍ଟ୍ରପତିଙ୍କ ଅଧିକାର ନେଇ ସୁପ୍ରିମକୋର୍ଟଙ୍କ ରାୟ: ଉପରାଷ୍ଟ୍ରପତିଙ୍କ ନାପସନ୍ଦ, ପ୍ରଶ୍ନ କଲେ କପିଲ ଶିବଲ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୁୁପ୍ରିମକୋର୍ଟଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କ କ୍ଷମତାକୁ ନେଇ ଦିଆଯାଇଥିବା ରାୟକୁ ବିରୋଧ ପ୍ରକାଶ କରିଛନ୍ତି। ଏବେ ବରିଷ୍ଠ ଆଇନଜୀବୀ ତଥା ସାଂସଦ କପିଲ…